• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kl Rahul

Rahul Hero
ମୁମ୍ବାଇ ୱାନ୍ ଡେ’ରେ ରାହୁଲ ହିରୋ, ୫ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ କରିଥିଲା ୧୮୮ ରନ୍ । ସିରିଜରେ ଭାରତ ୧-୦ରେ ଆଗୁଆ ।

KL Rahul unwanted for Team India
ଟିମ୍ ଇଣ୍ଡିଆ ପାଇଁ ଅଲୋଡ଼ା ହୋଇଗଲେଣି କି ରାହୁଲ !

ଲଗାତାର ଖରାପ ପ୍ରଦର୍ଶନ, ଦୁର୍ବଳ ସଟ୍ ଚୟନ ଓ ଦୟନୀୟ ଫର୍ମ ସତ୍ତ୍ୱେ ଲୋକେଶ ରାହୁଲ ଭାରତୀୟ ଟେଷ୍ଟ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । କ୍ରିକେଟ୍ ପଡ଼ିଆ, ଇଣ୍ଟର୍‌ନେଟ୍ ମିଡିଆ, କ୍ରିକେଟ୍ ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି ଯେ ରାହୁଲଙ୍କ ପାଖରେ ଏମିତି କେଉଁ ପ୍ରତିଭା ଅଛି ଯେ ଟିମ୍ ଇଣ୍ଡିଆରୁ ତାଙ୍କୁ କଢ଼ାଯାଇପାରୁନି? ତାଙ୍କ ଉପରେ ଟିମ୍ ମ୍ୟାନେଜ୍‌ମେଣ୍ଟର ଏତେ ଭରସା କାହିଁକି?

Why bollywood stars choose sunset time to marry
ବଲିଉଡ୍‌ ଷ୍ଟାର୍‌ଙ୍କ ନୂଆ ଟ୍ରେଣ୍ଡ୍; ସଞ୍ଜରେ ବାହା; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସଞ୍ଜରେ ବିବାହ କରିବା ଏବେ ବଲିଉଡ୍‌ ଷ୍ଟାର୍‌ଙ୍କ ନୂଆ ଟ୍ରେଣ୍ଡ୍ ହୋଇଯାଇଛି। ହିନ୍ଦୁ ପ୍ରଥା ଅନୁସାରେ ଏହି ସମୟ ବିବାହ ଉପଯୋଗୀ ହୋଇ ନଥିଲେ ବି ଷ୍ଟାରମାନେ ଏହାକୁ ଆପଣେଇ ନେଇଛନ୍ତି। ଏହା ପଛରେ ରହିଛି ଏମିତି କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Kl rahul athiya shetty education
କିଏ ପଢିଛନ୍ତି ଅଧିକ ? ଆଥିୟା ଶେଟ୍ଟୀ ନା କେ.ଏଲ୍ ରାହୁଲ୍...

ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ପାରିବାରିକ ପୃଷ୍ଠଭୂମି ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆସନ୍ତୁ ଜାଣିନେବା କିଏ କେତେ ପାଠ ପଢିଛନ୍ତି।

Kl Rahul Athiya Shetty honeymoon details
କେ.ଏଲ୍ ରାହୁଲ - ଆଥିୟା ଶେଟ୍ଟୀ ଯିବେନି ହନିମୁନ୍; କାହିଁକି…

କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍ ରିସେପ୍ସନ୍ ଦେବାର ଯୋଜନା କରୁଛନ୍ତି। କିନ୍ତୁ ଆଥିୟା ଏବଂ ରାହୁଲ କେବଳ ରିସେପ୍ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି। ହେଲେ କାହିଁକି…

KL RAHUL
ଆଥିଆଙ୍କୁ ବାହା ହେଲେ କେ.ଏଲ୍‌ ରାହୁଲ, ଧୁମ୍‌ ଧାମ୍‌ରେ ଚାଲିଛି ସେଲିବ୍ରେସନ୍‌

ବିରାଟ-ଅନୁସ୍କା, ଯୁବରାଜ-ହେଜେଲ, ହରଭଜନ-ଗୀତା ବସ୍ରା, ଆଝାରୁଦ୍ଧିନ-ସଙ୍ଗୀତା ବିଜଲାନୀ ଭଳି ଅନେକ କ୍ରିକେଟର ଓ ଅଭିନେତ୍ରୀଙ୍କ ଯୋଡ଼ି ବିବାହ କରିଛନ୍ତି ।

KL rahul Athiya Shetty wedding date and venue
ଏହି ଦିନ ବିବାହ କରିବେ ଆଥିୟା-ରାହୁଲ୍; କାଲି ସଙ୍ଗୀତ ଉତ୍ସବ

ଖୁବ ଶୀଘ୍ର ବିବାହ କରିବେ ସୁନୀଲ ଶେଟ୍ଟୀଙ୍କ ଲଳନା ଆଥିୟା। ସୁନୀଲଙ୍କ ଖଣ୍ଡାଲା ବଙ୍ଗଳାରେ ହେବ ବିବାହ। କାଲି ହେବ ‘ସଙ୍ଗୀତ ସେରେମନୀ’। ଏଥିରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗଦେବେ। ଜାଣନ୍ତୁ କେବେ ବିବାହ…

KL Rahul
ଓଡ଼ିଶା ଆସିବେନି ରାହୁଲ, ପୁରା ସିରିଜ୍‌ରୁ ପଡ଼ିଲେ ବାଦ୍‌

କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ ।

KL Rahul
IPL 2021: ରେକର୍ଡ କଲେ କେ.ଏଲ ରାହୁଲ, କ୍ରିସ୍‌ ଗେଲ୍‌ଙ୍କୁ ବି ପଛରେ ପକାଇଲେ

ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଆଇପିଏଲ୍ ୨୦୨୧ ରେ ନିଜର ୫୦୦ ରନ୍ ପୂରଣ କରିଛନ୍ତି । କ୍ରମାଗତ ଚତୁର୍ଥ ସିଜିନରେ ସେ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଏହା କରିପାରି ନାହାଁନ୍ତି ।

IPL 2021
IPL 2021: ସ୍କାନରରେ ବିରାଟ-ରୋହିତ-ରାହୁଲ ! ଆଗକୁ ଆସୁଛି ଟି-୨୦ ବିଶ୍ୱକପ୍‌

ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।

Coffee With Karan
ଦ୍ରାବିଡ଼ କୋଚ୍‌ ଥିଲେ, ପାଣ୍ଡ୍ୟାଙ୍କୁ ‘କଫି ୱିଥ୍ କରଣ’ କୁ ଡାକିବାକୁ ସାହସ କରିନଥାନ୍ତେ କରଣ ଜୋହର

ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍ ବିଜୟ ଯିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି ।