ଏହି ସୁନାମି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୫ ନଭେମ୍ବରରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ‘ବିଶ୍ୱ ସୁନାମି ସଚେତନତା ଦିବସ’ରେ, ଆପଣ ୫ଟି ଜିନିଷ କିମ୍ବା ଶିକ୍ଷାକୁ ମନେ ରଖିବା ଉଚିତ ଯାହାର ଆଧାରରେ ଏକ ବଡ଼ ସୁନାମିକୁ ମଧ୍ୟ ଏଡ଼ାଯାଇପାରିବ।
୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।
ପ୍ରଳୟଙ୍କରୀ ଭୂମିକମ୍ପ ପରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହୁ ହୁ ହୋଇ ମାଡ଼ି ଆସିଛି ସମୁଦ୍ର । ବଡ଼ ବଡ଼ କୋଠା, ରାସ୍ତା, କାର୍ -ସବୁ ଯାନବାହାନକୁ ଭସାଇ ନେଇଛି ।
ଜାପାନ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
ସୁନାମି ବିଷୟରେ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ୫ ନଭେମ୍ବରରେ ‘ବିଶ୍ୱ ସୁନାମି ସଚେତନତା ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିବାରୁ ଆସନ୍ତୁ ଜାଣିନେବା ଏହି ସୁନାମି କ’ଣ ଆଉ କାହିଁକି ଆସେ ସୁନାମି…