ବିଶାଲଙ୍କ ଅପରାଧିକ ଇତିହାସ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ତାଙ୍କୁ ପ୍ରଥମ ଥର ମୋଟର ସାଇକେଲ ଚୋରି ମାମଲାରେ ଗିରଫ କରାଯାଇଥିଲା।
ସଲମାନ୍ଙ୍କ ବାପା ସଲିମ ଖାନ୍ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି। ଅଭିଯୁକ୍ତ ସିଦ୍ଧେଶ ହିରାମାନ୍ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି।
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।