ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି।
ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ ।
ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।
ଖୁବ୍ ଶୀଘ୍ର ଆଉ ଏକ ବଡ଼ ମିଶନକୁ ସଫଳ କରିବାକୁ ଜୋରଦାର୍ ହୋଇଛି କସରତ। 'ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ'ସ୍ଥାପନ ଦିଗରେ ଆଗକୁ ବଢୁଛି ଭାରତୀୟ ମହାକାଶ ଗବେଷଣ ସଂସ୍ଥା।
ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଭାରତୀୟ ସମୟ ଅପରାହ୍ଣ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ଚାଲିବ ଭୋଟ୍ ।
ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।
ମହାକାଶ ଯିବେ ସୁନୀତା ୱିଲିୟମ୍ସ । ତୃତୀୟ ଥର ପାଇଁ ସୁନୀତାଙ୍କୁ ମହାକାଶ ପଠାଉଛି ନାସା । ସୂଚନାଯୋଗ୍ୟ ସୁନୀତା ୱିଲିୟମ୍ସ ହେଉଛନ୍ତି ଭାରତୀୟ ବଂଶୋଭବ । ତାଙ୍କର ଗୋଟେ ଅଜବ ଅଭ୍ୟାସ ରହିଛି ।
ଲାଇକା ସ୍ପୁଟନିକ୍ ମହାକାଶଯାନରେ ପୃଥିବୀର କକ୍ଷପଥ ଭ୍ରମଣ କରିଥିଲା । ଏହି ମିଶନ୍ ଜରିଆରେ ସୋଭିଏତ୍ ୟୁନିଅନ୍ ଜାଣିବାକୁ ଚେଷ୍ଟା କରୁଥିଲା ଯେ, ଯଦି ଜଣେ ମଣିଷକୁ ମହାକାଶକୁ ପଠାଯାଏ, ତେବେ ସେ ସେଠାରେ କେତେ ସୁରକ୍ଷିତ ରହିବ ?
ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ […]