ପିଆଜ ଦର ଗତ ୧୦ ଦିନରେ କିଲୋ ପିଛା ପ୍ରାୟ ୨୦ ଟଙ୍କା କମିଛି । ମହାରାଷ୍ଟ୍ରରେ କିଲୋ ପ୍ରତି ଦର ରହିଛି ପ୍ରାୟ ୨୪ ଟଙ୍କା । ଦର କମିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀଙ୍କ ବେକରେ ପକାଇଛନ୍ତି ପିଆଜ ମାଳ । ଦରକୁ ନେଇ ତେଜିଛି ରାଜନୀତି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୧ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି। ନାଗପୁରର ରାଜ ଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି।
ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର ।
ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ବାରାମତୀରେ ଲଢେଇ ତୀବ୍ର ହୋଇଛି ବାରାମତୀ ବିଧାନସଭା ଆସନରେ । ଏହି ଆସନରେ ଶରଦ ପାୱାରଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଲଢୁଛନ୍ତି ଶରଦ ପାୱାରଙ୍କ ସଂପର୍କୀୟ ନାତି ଯୁଗେନ୍ଦ୍ର ପାୱାର । ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ହେଉଛନ୍ତି ଯୁଗେନ୍ଦ୍ର ।
ଅବସର ସମ୍ପର୍କରେ ସୂଚନା ଦେଇ ଏନସିପି-ଏସପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ‘କୌଣସି ସ୍ଥାନରେ ତ ଅଟକିବାକୁ ପଡ଼ିବ’। ସେ ଆହୁରି କହିଛନ୍ତି ‘ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ ।
ଅର୍ଥ ସହ ଯୋଜନା ବିଭାଗ ସମ୍ଭାଳିବେ ଅଜିତ୍ ପାୱାର
ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।
‘ ଆପଣଙ୍କୁ ୮୩ ବର୍ଷ ହୋଇଗଲା...ଏବେ ତ ରହିଯାଆନ୍ତୁ...ନୂଆ ଲୋକଙ୍କୁ ସୁଯୋଗ ଦେବା ଦରକାର । ଏପରି କହିବା ସହ ଦାଦାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ପୁତୁରା ଅଜିତ୍ ପାୱାର ।
ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର ।
ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ ଦେଖିବାକୁ ମିଳିଛି । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ ପାୱାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି।
ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।