ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍ଘାଟିତ ହେବ ଲତା ମଙ୍ଗେଶକର ଛକ।
ଅନୁସନ୍ଧାନକାରୀମାନେ ବାଇଗଣୀ ରଙ୍ଗର ଟମାଟୋ ପ୍ରସ୍ତୁତ କରିଛନ୍ତି ଏବଂ ଆମେରିକାର କୃଷି ବିଭାଗ ଏହାକୁ ବିକ୍ରି କରିବାକୁ ଅନୁମତି ମଧ୍ୟ ଦେଇଛି। ଏହି ଟମାଟୋରେ ମଧ୍ୟ ଅନେକ ବିଶେଷତା ଅଛି। ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ ଏବଂ ପରୀକ୍ଷଣ କରିଛନ୍ତି ଯେ ସାଧାରଣ ଟମାଟୋ ଅପେକ୍ଷା ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍ ଅଛି ବୋଲି କହିଛନ୍ତି।
ଶିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅର୍ଥନୈତିକ ସହ ବୈଦେଶିକ ସଂପର୍କ କ୍ଷେତ୍ରରେ ଜାପାନ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ମଜଭୁତ କରିପାରିଥିଲା । ତାଙ୍କର ଦକ୍ଷ ଅର୍ଥନୈତିକ ପରିଚାଳନା ଯାହା ଆବେନିମିକ୍ସ ନାଁରେ ପରିଚିତ, ଜାପାନକୁ ଆର୍ଥିକ ରୂପେ ଅଧିକ ସୁଦୃଢ଼ କରିଥିଲା
CISFରେ ହେଡ୍ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫୪୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପ୍ରଭାତି ।
ସୋନିଆଙ୍କୁ ଭେଟିବାକୁ ଦିଲ୍ଲୀରେ ପାଇଲଟ୍
ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୁରୁତର ଛାତ୍ରୀ କଟକ ଏସ୍ସିବିରେ ଭର୍ତ୍ତି
କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।
ଭାଇରାଲ୍ ହେଉଛି ବାଇଡେନ୍ଙ୍କ ଭାଷଣ ଭିଡିଓ । ମହିଳାଙ୍କୁ ଉଦ୍ଦେଶ୍ୟରେ କହିଲେ ଏମିତି କଥା ।
ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।
‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ ହେବେ ଆଶା ପାରେଖ। ପିଲାବେଳେ ଦେଖୁଥିଲେ ଡାକ୍ତର ବା ଆଇଏଏସ୍ ହେବାର ସ୍ୱପ୍ନ। ଭାଗ୍ୟ କରିଦେଲା ଅଭିନେତ୍ରୀ। ଅନେକ ବିବାଦର ସମ୍ମୁଖିନ ହୋଇଥିବା ଆଶାଙ୍କ ଜୀବନରେ ରହିଛି ଅନେକ ରୋଚକ କଥା। ଆସନ୍ତୁ ଜାଣିବା…
ଏମିତି କିଛି କାହାଣୀ ଆଜି ଆପଣଙ୍କୁ ଆମେ କହିବୁ ଯାହା ଜାଣିବା ପରେ ଆପଣ ବି ସେହି ଯୁବକଙ୍କୁ ସାବାସି ଦେବାକୁ ବାଧ୍ୟ ହେବେ ।
ଏବେ ବିବାହ ମଣ୍ଡପ ପହଞ୍ଚି ଯିବ ଆପଣଙ୍କ ଘର ପାଖରେ । ଯେମିତି ଆକର୍ଷଣୀୟ ସେମିତି ଅତ୍ୟାଧୁନିକ। ମାନେ ବାହା ବେଦୀଠାରୁ ଆରମ୍ଭ କରି ରିସେପସନ ହଲ, ଡାଇନିଂ ହଲ ସବୁ ଏହି ମଣ୍ଡପରେ ରହିଛି। । ବିବାହ ମଣ୍ଡପ ଟ୍ରକ୍ରେ ଆସିବ ଆଉ ଲାଗିବ ଆପଣଙ୍କ ଘର ସାମ୍ନାରେ ।
ସ୍ୱାଧୀନତାର ଏତେ ବର୍ଷ ପରେ ସୋହଗପୁର ଗାଁର ଯୁବକ ପାଇଲେ ପ୍ରଥମ ସରକାରୀ ଚାକିରି ।
WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍ରେ ଆସିବ।
ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।
ଦେଶର ଟପ୍ ରିଅଲିଟି ଶୋ’ DID ସୁପର୍ ମମ୍ ସିଜିନ୍-୩ର ବିଜେତା ମୁକୁଟ ପିନ୍ଧିଛନ୍ତି ହରିୟାଣାର ବର୍ଷା ବୁମ୍ରା ।
ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ପାଇବେ ଏହି ସମ୍ମାନଜନକ ପୁରସ୍କାର
ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିଠାରୁ ସାଧାରଣ ଲୋକ ସୁପ୍ରିମକୋର୍ଟଙ୍କ ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ। କାରଣ ଆଜିଠାରୁ ସାମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଂ ହେବ। ଶୁଣାଣିର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମାମଲା ମଧ୍ୟରେ ରହିଛି EWS ସଂରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ-କେନ୍ଦ୍ର ବିବାଦ ଆଦି ମାମଲା। ବିଚାରର ସିଧା ପ୍ରସାରଣ ନେଇ ସୁପ୍ରିମକୋର୍ଟରେ ଗତ ସପ୍ତାହରୁ ନିଷ୍ପତି ନିଆଯାଇଥିଲା। CJI ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଥିଲା ।
ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାଇଡ୍ରାମା। ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ବି ହରାଇବା ଆଶଙ୍କା ଦେଖା ଦେଇଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୪୯ ହଜାର ୨୦୦ ଟଙ୍କା ରହିଛି ।
ଚାକିରି ପାଇଁ ମହିଳାଙ୍କ ଅଜବ ରିଜ୍ୟୁମ୍। ନିଜ ସୃଜନଶୀଳତା ଦେଖେଇବା ନେଇ କେକ୍ରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା।
ପିଏଫ୍ଆଇ ଉପରେ ଏନ୍ଆଇଏର ପୁଣି ରେଡ୍। ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି।
ବିଳମ୍ବିତ ରାତିରେ ଆନ୍ଧେରି ୱେଷ୍ଟରୁ ରିୟାଜକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଟିମ୍।