ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ରାଜକୀୟ ଅନ୍ତିମ ସତ୍କାର ହେବ। ଏଥିରେ ସାମିଲ ହେବା ପାଇଁ ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେ ଶ୍ରଦ୍ଧାଞ୍ଜଳି ଜଣାଇବେ।
ସଫଳତାର ସହ ଗ୍ରହାଣୁ ଡିମୋରଫସ୍କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ ।
ଜୀବନ ଅଛି ତ ସଂଘର୍ଷ ଅଛି। କେହି କେହି ଏହି ସଂଘର୍ଷ ଆଗରେ ହାରି ଯାଉଥିବା ବେଳେ ଆଉ କେହି ଏହାର ସାମ୍ନା କରି ସଫଳତା ପାଆନ୍ତି। ସେମିତି ଏକ କାହାଣୀ ହେଲା ଚଞ୍ଚଲ ଶର୍ମାଙ୍କର। ଆସନ୍ତୁ ଜାଣିବା ପିଲା ପାଇଁ କିପରି ସେ ଲଢୁଛନ୍ତି ଜୀବନ ଯୁଦ୍ଧ।
ଆଜି ସହିଦ ଭଗତ ସିଂହଙ୍କ ଜନ୍ମଦିନ। ସେ ଦେଶର ସ୍ୱାଧୀନତା ପାଇଁ କମ ବୟସରେ ଫାଶି ଖୁଣ୍ଟରେ ଝୁଲିଯାଇ ନିଜ ନାଁକୁ ମୁକ୍ତି ସଂଗ୍ରାମରେ ଲେଖିଦେଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
OSSCର ଅର୍ଥନୀତି ଏବଂ ପରିସଂଖ୍ୟାନ ବିଭାଗ ଅନୁସନ୍ଧାନକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ପୂରଣ ହେବ ୩୬ ଟି ପଦବୀ। ଆପଣ ଯଦି ଆବେଦନ କରିବାକୁ ଚାହୁଛନ୍ତି ତେବେ ଏହି ଖବର ପଢନ୍ତୁ।
ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ତାହାର ଫଳ ତୁମକୁ ମିଳିଥାଏ । ନିଜର ଉଦ୍ୟମ, ନିଷ୍ଠା ଉପରେ ଭରସା ଥିବା ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ। ଏଥିପାଇଁ ସେ ସମୟ, ସୁଯୋଗକୁ ଅପେକ୍ଷା କରି ନ ଥାଏ। ବେଳେବେଳେ ଭାଗ୍ୟ ସାଥ ନ ଦେଲେ ମଣିଷ ଅବଶ୍ୟ ଲକ୍ଷ୍ୟସ୍ଥଳରୁ ଦୂରେଇ ଯାଏ । କିନ୍ତୁ ଜିଦ୍ଖୋର ମଣିଷଙ୍କ ପାଖରେ ଏସବୁର ମାନେ କିଛି ନ ଥାଏ। ଯେମିତି ବି ହେଉ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି। ଏହି କଥାର ସତ୍ୟତା କେତେ, ତାହାର ଉଦାହରଣ ହେଉଛନ୍ତି ଏହି ବ୍ୟକ୍ତି ଜଣକ। ନିଜ ଉଦ୍ୟମ ଫଳରେ ନିଜର ସ୍ୱପ୍ନ ପୂରଣ କରି ସେ ଆଜି ସାଜିଛନ୍ତି ଅନ୍ୟପାଇଁ ପ୍ରେରଣା।
ନବରାତ୍ରୀରେ ନଅ ପ୍ରକାରର ଦୁର୍ଗାଙ୍କୁ ପୂଜା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ତେବେ ଏହି ନବଦୁର୍ଗା ଓ ଶରୀରର ତତ୍ତ୍ୱ ସହିତ କ’ଣ ରହିଛି ସମ୍ପର୍ଣ୍ଣ ଆସନ୍ତୁ ଜାଣିବା।
ଶାହରୁଖ ସୋସିଆଲ ମିଡିଆରେ ତାଙ୍କର ଏକ ସାର୍ଟଲେସ୍ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କର ଟୋନ୍ ଆବ୍ସ ଦେଖିବାକୁ ମିଳିଛି। ପତ୍ନୀ ଗୌରୀ ଖାନ୍ ଏହା ଦେଖି ଏକ ମଜାଳିଆ ଢଙ୍ଗରେ ଏମିତି କହିଛନ୍ତି।
କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।
ରିଲିଜ୍ ହୋଇଛି 'ରାମ ସେତୁ'ର ଟିଜର୍। ଏଥିରେ ଅକ୍ଷୟଙ୍କୁ ଏକ ଦମ୍ଦାର୍ ଲୁକ୍ ଓ ଆକ୍ସନରେ ଦେଖିବାକୁ ମିଳିବେ। ଦର୍ଶକ ଏହାକୁ ଦେଖି ଫିଲ୍ମ ପାଇଁ ଉତ୍ସାହିତ ହୋଇପଡିଛନ୍ତି।
ବାହାଘରଟିଏ କରୁଥିଲେ ଟଙ୍କା କେଉଁବାଟେ ଖର୍ଚ୍ଚ ହୋଇଯାଏ ଜଣାପଡେନି। ହିସାବ ଟିକିଏ ଭୁଲଭାଲ ହୋଇଗଲେ ସବୁ ବ୍ୟବସ୍ଥା ବିଗିଡ଼ି ଯିବ। ବିଶେଷକରି ଯଦି ଭୋଜି ପ୍ଲେଟ୍ରେ ଅବ୍ୟବସ୍ଥା ଦେଖାଦିଏ ତେବେ ତ କଥା ସରିଲା। ବଦନାମ ହିଁ ବଦନାମ୍। କାରଣ ଆମନ୍ତ୍ରିତ ଅତିଥି ଭୋଜି ନ ଖାଇ ଫେରିଯିବେ। ଆଉ ଏପଟେ ଡକା ଯାଇ ନ ଥିବା ଲୋକ ଥାଳି ଧରି କ୍ୟୁରେ ଛିଡ଼ା ହୋଇଥିବେ।
ଶିକ୍ଷକ ତାଙ୍କୁ ପିଟି ପିଟି ଗୁରୁତର କରିଥିଲେ, ଆଉ ତାପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଲା । ଛାତ୍ରଙ୍କ ନାଁ ନିଖିଲ ଧୋରେ ।
ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ଓଡ଼ିଆରେ ଗୋଟିଏ ଢଗ ରହିଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଅର୍ଥାତ ଆଜି ଯିଏ ରାଜ ସିଂହାସନରେ ବସିଛି ହୁଏତ କାଲି ସେ ଭିକାରୀ ସାଜିପାରେ। କାରଣ ଜୀବନକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ଏଇ ମୁହୂର୍ତ୍ତ ପରେ କ’ଣ ଘଟିବ ତାହା କହିବା ଅସମ୍ଭବ। ଏଇ କଥା ପ୍ରସଙ୍ଗରେ ଅଳ୍ପ ଦିନ ତଳର ଏକ ଉଦାହରଣ ଆମେ ଆପଣଙ୍କୁ ଦେବୁ।
ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।
ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଆଜି ପୃଥିବୀର ସବୁଠାରୁ ନିକଟତର ହେବ ବୃହସ୍ପତି । ସାରା ବିଶ୍ୱବାସୀ ଖାଲି ଆଖିରେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ। ୫୯ ବର୍ଷ ପରେ ଆଜି ରାତିରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ। ବୃହସ୍ପତି ପୃଥିବୀଠାରୁ ୫୯, ୦୬, ୨୯.୨୪୮ କିମି ଦୂରରେ ରହିବ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦରରହିଛି ୪୯ ହଜାର ୪୩୦ ଟଙ୍କା ରହିଛି ।
ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶକଙ୍କୁ ନବରାତ୍ରି ଉପହାର ଦେଇଛନ୍ତି। ଦର୍ଶକ ଏବେ ଆୟନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ।
ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍ ସ୍ପେସ୍କ୍ରାଫ୍ଟ।
କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍ଙ୍କ ସମର୍ଥକମାନେ କହିଛନ୍ତି।
ଟୁରିଷ୍ଟ୍ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।
ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।
ସେପ୍ଟେମ୍ବର ୨୮କୁ ସର୍ଜିକାଲ ଷ୍ଟ୍ରାଇକ୍ ଡେ ଭାବେ ପାଳନ କରାଯିବ ବୋଲି ମୋଦି କହିଛନ୍ତି ।