ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀ AIIMS ରେ ମୃତ୍ୟୁ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଯୋଗୁଁ ଦେଶର ଅନେକ ଯୁବ କଳାକାରଙ୍କ ମୃତ୍ୟୁ ଘଟିଛି। ତେବେ ଆସନ୍ତୁ ଏହି ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା।
ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍ ଫଟୋ କିମ୍ବା ଭିଡିଓ ଭାଇରାଲ୍ କରିବା କେବଳ ବିଶ୍ୱାସଘାତକତା ନୁହେଁ ବରଂ ଏହା ଏକ ଅପରାଧ ମଧ୍ୟ।
ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।
ରାସ୍ତାରେ ଟ୍ରାଫିକ ଜାମରେ ଥରେ ଯିଏ ଫସିଥିବ ସେ ଜାଣିଥିବ ଏମିତି ଫସିବାର କଷ୍ଟ। ଯେତେ କଷ୍ଟ ହେଲେ ବି ବଡ ବଡ ସହରରେ ଏମିତି ଟ୍ରାଫିକରେ ଫସିବାକୁ ସମସ୍ତେ ବାଧ୍ୟ। କିନ୍ତୁ ଏହି ବିରକ୍ତିକର ଟ୍ରାଫିକ ଜାମ ବେଳେବେଳେ ଏକ ମଧୁର ସ୍ମୃତି ହୋଇ ରହିଯାଏ। ଟ୍ରାଫିକ୍ ଜାମରେ ଫସି ଯାଇଥିବା ଏହି ସମୟ ବେଳେବେଳେ ଜୀବନର ଗତିପଥକୁ ବଦଳାଇ ଦେଇଥାଏ।
ମ୍ୟାଚ୍ ମଝିରେ କାହିଁକି ଦୀନେଶ କାର୍ତ୍ତିକଙ୍କ ବେକକୁ ଧରିଲେ ହିଟ୍ମ୍ୟାନ୍ ରୋହିତ ?
ଆଉ ଦେଖିବାକୁ ମିଳିବନି ରାଜୁ ଶ୍ରୀବାସ୍ତଙ୍କ କମେଡି। କମେଡି କିଙ୍ଗ୍ ହେବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଦିନେ ଅଭାବ ଅସୁବିଧାରେ ଥାଇ ମୁମ୍ବାଇ ରାସ୍ତାରେ ଚଳାଉଥିଲେ ଅଟୋ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସାମ୍ନାରେ ରଖିଥିବା ମନ୍ତବ୍ୟକୁ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଶଂସା କରାଯାଇଛି। ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଶଂସା କରିଛନ୍ତି।
ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍
ମାସେରୁ ଅଧିକ ଦିନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଆଜି ସକାଳେ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗ ହୋଇଛି। ହାର୍ଟ ଆଟାକ୍ ଆସିବା ଯୋଗୁ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ରହିଛି ୪୯ ହଜାର ୨ଶହ ଟଙ୍କା।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦ୍ରୁତ ବେଗରେ ଏକ ଟ୍ରକ୍ ଆସି ଡିଭାଇଡର୍ ଉପରେ ଶୋଇଥିବା ୬ ଜଣ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତା ଶଶି ଥରୁର୍ ଭେଟି ଥିଲେ। କଂଗ୍ରେସର ଅଧ୍ୟକ୍ଷ ରେସ୍ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି।
ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?
ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା।
GAIL ଇଣ୍ଡିଆ ଅନେକଗୁଡିଏ ପୋଷ୍ଟ୍ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଯାଇଛି। କେବେ ରହିଛି ଶେଷ ତାରିଖ ଓ କ’ଣ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ପଢନ୍ତୁ।
ଏହି ଯୋଜନା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ।
ସିଙ୍ଗଲ୍ ଫାଦର ଭୂମିକା ନିଭଉଛନ୍ତି ସାଉଥ୍ ଓ ବଲିଉଡ୍ର ଖତରନାକ ଖଳନାୟକ ରାହୁଲ ଦେବ। ଉଭୟ ବାପା-ମାଆ ହୋଇ ସେ ଖୁବ ସମସ୍ୟାକୁ ଅନୁଭବ କରୁଛନ୍ତି। ମା’ ହେବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି।
କରଣ ଜୋହରକୁ ପୁଣି ଟାର୍ଗେଟ୍ କଲେ ପଙ୍ଗା କ୍ୱିନ୍ କଙ୍ଗନା ରାଣାୱତ୍। ‘କାଶ୍ମୀର ଫାଇଲ୍ସ’ ତୁଳନାରେ ‘ବ୍ରହ୍ମାସ୍ତ୍ର’କୁ ନିଚ୍ଚା ଦେଖେଇବାର ସାହାସ କରିଛନ୍ତି କଙ୍ଗନା। କରଣଙ୍କୁ ଟାର୍ଗେଟ୍ କରି କେଉଁ ଧାତୁରେ ଗଢା ବୋଲି କହିଛନ୍ତି।
ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ କେମିତି ଲାଗେ ସେଇ ଘର ? ଶୂନା ଶୂନା.. ଖାଁ..ଖାଁ...। ଆଜି ଠିକ ସେମିତି ଲାଗୁଛି ରାଜସ୍ଥାନର ରୋହିତାଶ୍ୱଙ୍କ ଘର। ଏଇ ଘର ଅଗଣାରୁ ଏକ ସାଙ୍ଗରେ ବିଦାୟ ନେଇ ଶାଶୂ ଘର ଯାଇଛନ୍ତି ୬ ଝିଅ।
ମଲ୍ଟିପ୍ଲେକ୍ସରେ ସିନେମା ଦେଖିବା ପ୍ରାୟ ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ। କିନ୍ତୁ ସମସ୍ତଙ୍କ ସ୍ୱପ୍ନ ଥାଏ ଏଠାରେ ଫିଲ୍ମଟିଏ ଦେଖିବା ପାଇଁ। ସେମାନଙ୍କ ଏହି ସ୍ୱପ୍ନ ଏବେ ପୂରଣ ହେବ। ଏହି ଦିନ ପାଇଁ ମଲ୍ଟିପ୍ଲେକ୍ସରେ ୭୫ ଟଙ୍କାରେ ବିକ୍ରି ହେଉଚି ଟିକେଟ୍। ଜାଣନ୍ତୁ କେବେ?
ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି ? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।
ବଗ୍ ବାହାର କରିବା ପରେ ଭାରତୀୟ ଯୁବକଙ୍କୁ ମିଳିଲା ପୁରସ୍କାର ।