• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Education Minister

Maulana Abul Kalam Azad
National Education Day 2023: ଭାରତୀୟ ଆଧୁନିକ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣୀ ମୌଲାନା ଅବୁଲ କଲାମ ଆଜାଦ

ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ଅନେକ ବଡ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ତାଙ୍କର ଏକମାତ୍ର ଚିନ୍ତାଧାରା ଥିଲା ଯେ ଶିକ୍ଷାର ତରଙ୍ଗକୁ ଦେଶର ପ୍ରତ୍ୟେକ ବିଭାଗରେ ପହଞ୍ଚେଇବା। ୮ ଦଶନ୍ଧି ପରେ ମଧ୍ୟ ତାଙ୍କ ଚିନ୍ତାଧାର ଦେଶର ଶିକ୍ଷା ବ୍ୟବସ୍ଥାକୁ ସଂଚାଳିତ କରୁଛି।

Samir Ranjan Dash
ବୈଠକରେ ବୃଦ୍ଧାଙ୍କୁ ମନ୍ତ୍ରୀଙ୍କ ଅପମାନ : କାନ୍ଦି କାନ୍ଦି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଦସ୍ୟା

‘ବିଜୁ ପଟ୍ଟନାୟକଙ୍କର ମୁଁ ମେନ୍ ଲୋକ ଥିଲି... ମୋତେ ଟିକେଟ ଦେଇଥିଲେ ବିଜୁବାବୁ । ମୁଁ ଅନ୍ୟାୟ ପାଇଁ ଲଢେଇ କରୁଛି । କିନ୍ତୁ ସମୀର ଦାଶ ଦଳରେ ମିଶିଲା ପରେ ମୋତେ ବହୁତ ଅସୁବିଧାରେ ପକାଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ମହିଳା “

Dharmendra Sahoo
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଅଡିଓ କ୍ଲିପ୍‌, ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ !

ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରଭାତି ।

Dharmendra Sahoo
ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାନା ପ୍ରଶ୍ନ ନାନା ଆଶଙ୍କା

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଧର୍ମେନ୍ଦ୍ର କରିଛନ୍ତି ସୁଇସାଇଡ୍ । କୁହାଯାଇଛି, ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

Dharmendra Sahoo
ପୋଷ୍ଟମର୍ଟମ ରିପୋର୍ଟ ପରେ ନାନା ପ୍ରଶ୍ନ, କାହିଁକି ଆତ୍ମହତ୍ୟାର ଚରମ ପଦକ୍ଷେପ ନେଲେ ଧର୍ମେନ୍ଦ୍ର ?

ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ ।

Sameer Das - Dharmendra Sahoo
ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା ପୋଲିସ, ପତ୍ନୀ ଓ ରୋଷେୟା ପରିବାରକୁ ପଚରାଉଚରା

ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ ।

Plus Two Student
ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

students
ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା

ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।