• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lata Mangeshkar

40 foot veena in as tribute to the legendary singer
ସରଯୂ ନଦୀ ତଟରେ ଲତାଜୀଙ୍କ ସ୍ମୃତିରେ ୪୦ ଫୁଟର ବୀଣା

ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଏବେ ଏହି ବୀଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Lata Mangeshkar loved cricket because of raj singh dungarpur
କ୍ରିକେଟ୍‌କୁ ଖୁବ୍ ପସନ୍ଦ କରୁଥିଲେ ଲତା; ଥିଲା କି କାହାର ଭଲ ପାଇବା

ସ୍ୱରର ମଲ୍ଲିକା ତାଙ୍କର ଅବସର ସମୟରେ ରିୟାଜ୍ କରନ୍ତି କିମ୍ବା ତାଙ୍କ ପ୍ରିୟ ଖେଳ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ୧୯୮୩ ମସିହାରେ ଲର୍ଡସ୍‌ରେ ଆୟୋଜିତ ଗୌରବମୟ ବିଶ୍ୱ କ୍ରିକେଟ୍ କପ୍ ବିଜୟର ସାକ୍ଷୀ ମଧ୍ୟ ଲତା ମଙ୍ଗେସ୍‌କର୍। ତେବେ ଆସନ୍ତୁ ଜାଣିବା କିପରି ଲତା ଜୀଙ୍କ କ୍ରିକେଟ୍ ପ୍ରତି ଆସିଲା ଆଗ୍ରହ।

Lata Mangeshkar Birth Anniversary
ଆଜି କୋକିଳକଣ୍ଠୀ ଲତା ଦିଦିଙ୍କ ଜୟନ୍ତୀ: ପିଲାବେଳୁ ମୁଣ୍ଡେଇ ଥିଲେ ପରିବାର ବୋଝ

ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍‌ଘାଟିତ ହେବ ଲତା ମଙ୍ଗେଶକର ଛକ।

Yogi Adityanath
ବିଶାଳକାୟ ବୀଣା ! ଲତା ମଙ୍ଗେସ୍କରଙ୍କ ସ୍ମୃତିରେ ଯୋଗୀଙ୍କ ନିଆରା ଉପହାର..

ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।

Lata Mangeshkar And Jagannath Bhajan, A Dream That Remained Unfulfilled
ଅଧୁରା ରହିଗଲା ଲତା ମଙ୍ଗେସକରଙ୍କ ଜଗନ୍ନାଥ ସ୍ୱପ୍ନ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ‘ତୋ ସନ୍ଧ୍ୟା ଦର୍ଶନ ଲାଗି ମୋ ବଲିଛି ମନ’ ଭଜନ ଗାଇ ଥାଆନ୍ତେ ଲତା ମଙ୍ଗେସକର। ଗୀତ ଲେଖା ସରିଥିଲା। ଲତା ମଙ୍ଗେସକର କଣ୍ଠ ଦାନ କରିବେ ବୋଲି ରାଜି ହୋଇଥିଲେ। ହେଲେ ତାଙ୍କ ଇଛା ପୂରା ହୋଇ ପାରିଲାନି... କାହିଁକି ଜାଣିଛନ୍ତି?

Lata Mangeshkar
ଅଧୁରା ରହିଗଲା ଲତାଙ୍କର ଓଡ଼ିଆ ଭଜନ ଗାଇବା ସ୍ୱପ୍ନ

୮ଟି ଗୀତ ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଗୋଟିଏ ଗୀତ ଗାଇବାକୁ ପସନ୍ଦ କରିଥିଲେ।

Legendary Singer Lata Mangeshkar Was Once Given Slow Poison
୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା… ସ୍ୱରର ଯାଦୁଗରୀରେ ବାନ୍ଧି ହୋଇ ରହିଥିଲେ ଦର୍ଶକ…

୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି। “ଏ ମେରେ ବତନ କେ ଲୋଗୋଁ” ପରି ଗୀତରେ ଦେଶପ୍ରେମର ମିଳୁଥିଲା ଝଲକ ତ “ଲଗଜା ଗଲେ” “ପ୍ୟାର କା ନଗମା ଭଳି” ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ....ଶୁଣନ୍ତୁ ଦିଦିଙ୍କର ସୁପର ହିଟ୍‌ ଗୀତ...

Lata Mangeshkar Bids Adieu- Nation Mourns Irreparable Loss । The Nightingale\'s Journey
୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା… ସ୍ୱରର ଯାଦୁଗରୀରେ ବାନ୍ଧି ହୋଇ ରହିଥିଲେ ଦର୍ଶକ…

୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି। “ଏ ମେରେ ବତନ କେ ଲୋଗୋଁ” ପରି ଗୀତରେ ଦେଶପ୍ରେମର ମିଳୁଥିଲା ଝଲକ ତ “ଲଗଜା ଗଲେ” “ପ୍ୟାର କା ନଗମା ଭଳି” ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ....ଶୁଣନ୍ତୁ ଦିଦିଙ୍କର ସୁପର ହିଟ୍‌ ଗୀତ...

Narendra Modi
ଲତା ଦିଦିଙ୍କ ଶେଷ ଦର୍ଶନ କରିବେ ମୋଦି

ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କେବଳ ଭାରତ ନୁହଁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Lata Mangeskar
ଲତାଙ୍କୁ ଝୁରୁଛି ସାରା ଦେଶ, ଦେଖନ୍ତୁ ଲତାଙ୍କର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଫଟୋ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

Lata Mangeshkar
ମେଲୋଡି କ୍ୱିନ୍‌ଙ୍କୁ ଦିଆଯାଇଥିଲା ବିଷ, ୩ ମାସ ବେଡରେ ପଡ଼ିରହିଥିଲେ . .

୧୯୬୨ ମସିହାର କଥା। ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ। ଏତେ କମ୍‌ ବୟସରେ ଲତା ସଫଳତାର ଶିଖର ଛୁଇଁଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋଙ୍କର ଈର୍ଷା ବି ବଢ଼ିଯାଇଥିଲା ।

Lata Mangeshkar Dies
ଦିନ ଥିଲା କେବଳ ଚା’, ବିସ୍କୁଟ ଖାଇ ସାରାଦିନ ରହି ଯାଉଥିଲେ ଲତା...

ଲତାଙ୍କ ଦେହାନ୍ତରେ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ କୋକିଳ କଣ୍ଠୀ ଲତା ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଏହି ସଂଘର୍ଷ କାହାଣୀ ଜାଣିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଏହା  ଛୁଇଁ ଯିବ। 

Asha Bhosle and Lata Mangeshkar
ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ସେ କୋକିଳକଣ୍ଠୀ, ସୁରସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର

Lata Mangeshkar Dies
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ,୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।

Lata Mangeshkar
ଦୁନିଆକୁ ଅଲବିଦା କହିଲେ ସ୍ୱରର ମଲ୍ଲିକା : ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ଲତା

କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଲତା ମଙ୍ଗେସକର ପିଲାଟି ଦିନରୁ କଳା ପ୍ରତି ଭାରି ଆଗ୍ରହୀ ଥିଲେ । ଖେଳବୁଲା ବୟସରେ ଲତା ମଙ୍ଗେସକର ବାପାଙ୍କ ସହିତ ବସି ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ମାତ୍ର ୫ ବର୍ଷ ବୟସରେ ସେ ପିତାଙ୍କ ସଂଗୀତ ନାଟକରେ ଅଭିନୟ କରିଥିଲେ ।

Legendary Singer Lata Mangeshkar Dies
ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। 

Lata Mangeshkar
ଭେଣ୍ଟିଲେଟରରେ ଅଛନ୍ତି ସୁରସାମ୍ରାଜ୍ଞୀ  ! ଗୁରୁତର ଥିବା କହିଲେ ଡାକ୍ତର

ସୁରସାମ୍ରାଜ୍ଞୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଭେଣ୍ଟିଲେଟରରେ ଅଛନ୍ତି ୯୨ ବର୍ଷୀୟା ଲତା ମଙ୍ଗେସକର। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ଫ୍ୟାନ୍ସ।

Legendary singer Lata Mangeshkar admitted to ICU after testing positive for Covid19
ICUରେ ଲତା ମଙ୍ଗେସକର

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି..

Lata Mangeshkar Hospitalised
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି।