• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dadasaheb Phalke Award

Shahrukh khan won dada sahib phalke award 2024 for his film jawan
ଶାହରୁଖଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର; କହିଲେ ଆଶା ନ ଥିଲା

୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।

Waheeda Rehman
ଓଡ଼ିଆ ମଞ୍ଚରେ ପଡ଼ିଥିଲା ୱାହିଦାଙ୍କ କ୍ୟାରିୟରର ମୂଳଦୁଆ

ୱାହିଦାଙ୍କୁ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ବେଳେ, ଏହି କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ ।

Waheeda Rehman
ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲ୍‌କେ ପୁରସ୍କାର

ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା

Kangana ranaut fire on dadasaheb awards winner
ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇ ନେଉଛି: କଙ୍ଗନା ରାଣାୱତ

ଦାଦା ସାହେବ ଫାଲ୍‌କେ ପୁରସ୍କାର ତାଲିକାକୁ ଗ୍ରହଣ କରିପାରି ନାହାନ୍ତି ପଙ୍ଗା ଗାର୍ଲ କଙ୍ଗନା ରାଣାୱତ। ସେ ଏହି ତାଲିକାକୁ ନାକଚ କରିଛନ୍ତି ଆଉ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି। ଜାଣନ୍ତୁ ତାଙ୍କ ତାଲିକାରେ କେଉଁମାନେ ଉପଯୁକ୍ତ କଳାକାର।

The Kashmir Files wins Best Film award at Dadasaheb Phalke Awards 2023
Dadasaheb Phalke Awards: 'ଦ କାଶ୍ମୀର ଫାଇଲ୍ସ'କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଆୟୋଜିତ ହୋଇଯାଇଛି ‘ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’। ଅନେକ କଳାକାର ଓ ଫିଲ୍ମକୁ ଏଥିରେ ପୁରସ୍କୃତ କରାଯାଇଛି। ଆସନ୍ତୁ ଜାଣିବା କିଏ କ’ଣ ପାଇଛନ୍ତି।

Asha Parekh to be honoured with dadasaheb phalke award
ଦିନେ ଦେଖୁଥିଲେ ଆଇଏଏସ୍ ହେବାର ସ୍ୱପ୍ନ; ହେଇଗଲେ ଅଭିନେତ୍ରୀ

‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ ହେବେ ଆଶା ପାରେଖ। ପିଲାବେଳେ ଦେଖୁଥିଲେ ଡାକ୍ତର ବା ଆଇଏଏସ୍ ହେବାର ସ୍ୱପ୍ନ। ଭାଗ୍ୟ କରିଦେଲା ଅଭିନେତ୍ରୀ। ଅନେକ ବିବାଦର ସମ୍ମୁଖିନ ହୋଇଥିବା ଆଶାଙ୍କ ଜୀବନରେ ରହିଛି ଅନେକ ରୋଚକ କଥା। ଆସନ୍ତୁ ଜାଣିବା…

Dadasaheb Phalke Award
ଆଶା ପାରେଖ ପାଇବେ 'ଦାଦା ସାହେବ ଫାଲକେ ପୁରସ୍କାର'

ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ପାଇବେ ଏହି ସମ୍ମାନଜନକ ପୁରସ୍କାର

Dada Saheb Phalke film festival 2022
ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ଘୋଷଣା : ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ

ଘୋଷଣା ହୋଇଛି ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍‌ହାନ୍ ଅଖ୍‌ତର୍‌ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।

Dadasaheb Phalke, Father of Hindi Cinema
ଫିଲ୍ମ ତିଆରି ପାଇଁ ବାଜିରେ ଲଗେଇଦେଲେ ଜୀବନର ସବୁ ପୁଞ୍ଜି

ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍‌କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?

Allu Arjun’s Pushpa won big at Dadasaheb Phalke international film festival awards
ପୁଷ୍ପାକୁ ମିଳିଲା ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଫିଲ୍ମ୍ ସମ୍ମାନ 

ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍‌ରେ ପୁଷ୍ପାକୁ ମିଳିଛି ଶ୍ରେଷ୍ଠ ସିନେମା ପୁରସ୍କାର। ଚଳିତ ଥରର ସର୍ବଶ୍ରେଷ୍ଠ ସିନେମା ଭାବେ ପୁଷ୍ପାକୁ ସମ୍ମାନିତ କରାଯାଇଛି। ତେବେ ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍‌ରେ ଏଥରର ସର୍ବଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହଙ୍କୁ ସମ୍ମାନିତ କରାଯାଇଛି।

Rajinikanth received Dada Saheb falke award
ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି।

Rajinikanth
67th National Film Awards: ମେଗାଷ୍ଟାର୍‌ ରଜନୀକାନ୍ତ, ଧନୁଷ, କଙ୍ଗନା ଓ ମନୋଜ ବାଜପେୟୀ ସମ୍ମାନିତ

ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।