ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ଲଗାଇଲେ ଗିଲ୍
ତୁରନ୍ତ ହସ୍ପିଟାଲ ନେଇଥିଲେ ସୁଦ୍ଧା ବଞ୍ଚାଇ ପାରିନଥିଲେ ଡାକ୍ତର ।
EXIM ବ୍ୟାଙ୍କ୍ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।
ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ(Assembly Election 2023) ପାଇଁ ବାଜିଲା ବିଗୁଲ୍ ।
ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ । ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଏହା ଏକ ବାସ୍ତବ ପ୍ରେମ କାହାଣୀ।
ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଷ୍ଟାରକାଷ୍ଟ ଉପରେ ଲାଗିଛି ପ୍ରତିବନ୍ଧକ। ଏହାର ନିର୍ମାତା ଶାହରୁଖ, ଦୀପିକା ଓ ଜନ୍ ଆବ୍ରାହମଙ୍କୁ ଏହି କାମ କରିବାକୁ ମନା କରାଯାଇଛି।
ସେ ବାହାଘର ହେଉ ବା ଅନ୍ୟାନ୍ୟ ପାର୍ଟି ଫଙ୍କସନ୍ ହେଉ ଆଜିକାଲି ସୁନା ଅଳଙ୍କାର ଅତି ଜରୁରୀ ହୋଇପଡିଛି। ଏହି ସୁନା ପୁଣି ବିଭିନ୍ନ କ୍ୟାରେଟ୍ର ମିଳିଥାଏ। ଏସବୁ ବିଷୟରେ ନ ଜାଣିଲେ ବେଳେବେଳେ ଠକାମିର ମଧ୍ୟ ଶିକାର ହେବାକୁ ପଡେ। ଆସନ୍ତୁ ସେ ବିଷୟରେ ଜାଣିନେବା।
ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ। ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ଯୌତୁକ ପାଇଁ ଶାଶୁ ଘର ଲୋକେ ତାଙ୍କୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ଆଜି ସୁନା ଓ ରୂପା ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୩୫୦ ଟଙ୍କା ରହିହି। ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୧୦୦ ଟଙ୍କା ରହିଛି। ପୂର୍ବ ଦିନ ମଧ୍ୟ ଏହାର ମୂଲ୍ୟ ସମାନ ଥିଲା।
ଚୀନରେ କୋଭିଡ ସ୍ଥତି ଏବେ ପିକ୍ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।
ସୋସିଆଲ ମିଡିଆରେ ଏବେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଷ୍ଟେସନର ଟ୍ୟାପ୍ ନିକଟରେ ଏକ ରୁଟିକୁ ଧୋଉଚନ୍ତି ଆଉ ତା’ପରେ ଏହାକୁ ଖାଉଛନ୍ତି।
ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ ଏହି ଦୁଇ ମହିଳା କିପରି ଏହି ସଫଳତା ପାଇଲେ ଆସନ୍ତୁ ଜାଣିବା।
କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି।
SCR ରେ ବାହାରିଛି ନିଯୁକ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏସି ମେକାନିକ୍, କାର୍ପେଣ୍ଟର୍, ଫିଟର୍, ମେସିନିଷ୍ଟ୍, ୱେଲଡର୍ ସହିତ ବିଭିନ୍ନ ପ୍ରକାରର ପୋଷ୍ଟ ଏହା ମାଧ୍ୟମରେ ପୂରଣ ହେବ। ଏହା ମାଧ୍ୟମରେ ସମୁଦାୟ ୪୧୦୩ଟି ପୋଷ୍ଟ ପୂରଣ ହେବ।
'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରେ ରଶ୍ମିକା ମନ୍ଦାନାଙ୍କ କ୍ରେଜ୍ ବଢିଯାଇଛି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବେ ଚାରିଆଡେ। ସବୁ ଯୁବତୀମାନେ ଏବେ ତାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଆସନ୍ତୁ ଜାଣିବା…
ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ
ଫିଲ୍ମ ‘ପଠାନ’ର ଆଡଭାନ୍ସ ବୁକିଂକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ବିଦେଶରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଆପଣ କେବେଠାରୁ ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଟିକେଟ୍ ବୁକ୍ କରିପାରିବେ?
କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।
ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାକୁ ଯିଏ ବି ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁନି ।
ଖାଲି ରକେଟ୍ରି ନୁହେଁ, ସେ ବ୍ରହ୍ମାସ୍ତ୍ରରେ ବି ଏକ ଛୋଟ ରୋଲ କରି ପରଦାକୁ ଆସିଥିଲେ । ଏବେ ଶାହରୁଖ୍ଙ୍କ ଫିଲ୍ମ ପଠାନ୍ ରିଲିଜ୍ ଅପେକ୍ଷାରେ ରହିଛି ।
ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ରହିଛି ।
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ତୁଳା ଦିବା ୧୨.୫୮ ଗତେ ବିଛା,ତିଥି - ୧୦ମୀ ସନ୍ଧ୍ୟା ୦୬.୦୫ ଗତେ ୧୧ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୬.୪୫ ଗତେ ୧ ପାଦ ।