ଗତକାଲି ସନ୍ଧ୍ୟାରେ ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ BBCର ଡକ୍ୟୁମେଣ୍ଟାରୀକୁ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଯୋଜନା କରିଥିଲେ।
ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି।
ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ପାରିବାରିକ ପୃଷ୍ଠଭୂମି ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆସନ୍ତୁ ଜାଣିନେବା କିଏ କେତେ ପାଠ ପଢିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏକ ନବଜାତ କୁକୁର ଛୁଆ ଜନ୍ମ ପ୍ରମାଣପତ୍ରରେ ଦସ୍ତଖତ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ, ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା କିପରି ସମ୍ଭବ? ଦେଖନ୍ତୁ ଏହି ଭିଡିଓ...
ପରେଡରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାମିଲ କରିବ ସ୍ଥଳସେନା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ହେବ ପ୍ରତିଫଳନ ।
ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।
ଉତ୍ତର ପ୍ରଦେଶ ଝାନ୍ସିର ଏହି କାହାଣୀ ।
ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।
ଠିକ୍ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।
ନିକଟରେ 'ପ୍ୟାରିସ୍ ଫ୍ୟାଶନ ୱିକ୍' ୨୦୨୩ ରେ ସେମିତି କିଛି ଦେଖିବାକୁ ମିଳିଥିଲା। ଏଥିରେ, ମଡେଲ ଡୋଜା କ୍ୟାଟ୍ଙ୍କ ଲାଲ୍ ଅବତାର ଲୋକଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେମାନଙ୍କ ଆଖି ଲାଖିଯାଇଥିଲା। ଡୋଜା ୩୦ ହଜାର ସ୍ୱାରୋଭସ୍କି ସ୍ଫଟିକ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ।
ବୀରତ୍ୱ ଓ ଶୌର୍ଯ୍ୟର ପ୍ରଦର୍ଶନ କରିବ ସେନା । ଆଉ ଗୋଟିଏ ଦିନ ପରେ ୭୪ତମ ସାଧାରଣତନ୍ତ୍ର ଦିବସ ।
କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍ ରିସେପ୍ସନ୍ ଦେବାର ଯୋଜନା କରୁଛନ୍ତି। କିନ୍ତୁ ଆଥିୟା ଏବଂ ରାହୁଲ କେବଳ ରିସେପ୍ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି। ହେଲେ କାହିଁକି…
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି।
ଏମିତି ରାଗ । ଟିକିଏ କଥା କଟାକଟିରେ ସ୍ତ୍ରୀର ଜୀବନ ନେଇଗଲା ସ୍ତ୍ରୀ ।
ଆଣ୍ଡ୍ରୋଏଡ୍ IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍
ଦିଲ୍ଲୀ-ହାଇଦ୍ରାବାଦ ସ୍ପାଇସ୍ ଜେଟ୍ ବିମାନରେ ଏଭଳି ଘଟଣା ଘଟିଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୦୦୦ ଟଙ୍କା ରହିଛି ।
ହିନ୍ଦୁ ମହାସଭାର ନେତାଙ୍କ ଘୋଷଣା । ରାମ ଚରିତ ମାନସକୁ ନେଇ ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିବାଦୀୟ ବୟାନ୍ ଦେଇଥିଲେ ।
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ମିଳିଛି। ସେହି କଲେଜ୍ରେ ବାପା ପିଅନ ଭାବେ କାମ କରନ୍ତି।
ଜଣେ ପାକିସ୍ତାନୀ ଯୁବତୀ ଅନ୍ଲାଇନ୍ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…
୯ରୁ ୧୬ ପୋଜିସନ୍ ଲାଗି ଜାପାନ ସହ ଲଢ଼େଇକୁ ଅପେକ୍ଷା ।