• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shubman Gill

pant
Rishabh Pant Stump Mic: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...

ଡକେଟ ବ୍ୟାଟିଂ କରିବା ସମୟରେ ଅଚାନକ ରିଭର୍ସ ସ୍ବିପ ମାରିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ଜାଡେଜା ଅଚାନକ ବଲକୁ ଲେଗ ଷ୍ଟମ୍ପ ବାହାରେ ରଖିଥିଲେ। ବଲଟି ଲେଗ ଷ୍ଟମ୍ପର ବହୁତ ବାହାରେ ରହିଥିବା ବେଳେ ୱିକେଟ କିପର ଋଷଭ ପନ୍ତଙ୍କୁ ଡାଇଭ ମାରି ବଲ ଅଟକାଇବାକୁ ପ୍ରୟାସ କରିଥିଲେ।

Shubman gill
Shubman Gill: ଅଧିନାୟକ ଭାବରେ ପ୍ରଥମ ମ୍ୟାଚ୍‌ରେ ଇତିହାସ ରଚିଲେ ଗିଲ୍, ଶତକ ମାରି ବିରାଟ-ଗାଭାସ୍କରଙ୍କ ହେଲେ ସମକକ୍ଷ

ଅଧିନାୟକ ଭାବରେ ତାଙ୍କର ଡେବ୍ୟୁ ଟେଷ୍ଟ ଇନିଂସରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଥିଲେ ବିଜୟ ହଜାରେ, ଯିଏ ୧୯୫୧ ମସିହାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୬୪ ରନ କରିଥିଲେ

pant
Rishabh Pant: କ’ଣ ରହିବ ଟିମ ଇଣ୍ଡିଆର ଲାଇନ ଅପ, ସସପେନ୍ସ ଉପରୁ ପରଦା ଉଠାଇଲେ ପନ୍ତ

ଇଂଲଣ୍ଡ ପରିବେଶରେ ଅନେକ ଖେଳାଳି ପ୍ରଥମ ଥର ଖେଳିବାକୁ ଯାଉଥିବା ବେଳେ ଭାରତର ପ୍ଲେଇଙ୍ଗ ଇଲେଭେନ ଉପରେ ସମସ୍ତଙ୍କ ନଜର ରହିଛି। ହେଡିଙ୍ଗଲିରେ ଖେଳା ଯିବାକୁ ଥିବା ମ୍ୟାଚ ପୂର୍ବରୁ ଏହି ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ।

shubman gill
Gill To Debut as Captain:ଟିମ ଇଣ୍ଡିଆର ଭାର ସମ୍ଭାଳିବେ ପ୍ରିନ୍ସ, ଆରମ୍ଭ ହେଲା ନୂଆ ଯୁଗ

ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପରିଚିତ ଶୁବମନ ଗିଲ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗିଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଗିଲଙ୍କ କ୍ୟାପଟେନ୍ସି ଡେବ୍ୟୁ ହେବାକୁ ଯାଉଛି।

ଶୁବମନ ଗିଲ୍
England Tour: ଭାରତୀୟ ଟେଷ୍ଟ ଟିମ୍‌କୁ ଟ୍ରାକ୍‌କୁ ଫେରାଇ ଆଣିପାରିବେ କି ଶୁବମନ ଗିଲ୍ ?

ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ୨୦୨୩-୨୫ ଫାଇନାଲ୍‌ରେ ପହଞ୍ଚି ପାରି ନ ଥିଲା ଟିମ୍ ଇଣ୍ଡିଆ । ଇତିମଧ୍ୟରେ କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍ରୁ ଅବସର ନେଇସାରିଲେଣି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ପୁରୁଣା ବ୍ୟାଟର୍ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି, ଭାରତୀୟ ଟେଷ୍ଟ ଟିମ୍‌କୁ ଟ୍ରାକ୍‌କୁ ଫେରାଇ ଆଣିପାରିବେ କି ନୂଆ ଅଧିନାୟକ ଶୁବମନ ଗିଲ୍? ଇଂଲଣ୍ଡ ଗସ୍ତରେ ଟିମ୍‌କୁ ଦେଇପାରିବେ କି ବହୁପ୍ରତୀକ୍ଷିତ ସଫଳତା ?

gill
Yuvraj behind Shubman Gill success: ଗିଲଙ୍କ ସଫଳତା ପଛରେ ରହିଛ ଯୁବରାଜଙ୍କ ବଡ ଭୂମିକା- ୟୋଗରାଜ

ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ନେପଥ୍ୟରେ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଛି।

Shubman Gill
ଗିଲଙ୍କୁ ଅଧିନାୟକତ୍ୱ ମିଳିଲା କାହିଁକି

କାହିଁକି ଶୁଭମନ ଗିଲଙ୍କୁ ମିଳିଲା ଟେଷ୍ଟ ଅଧିନାୟକ ଦାୟିତ୍ୱ ? ରୋହିତ ଶର୍ମାଙ୍କ ପରେ ଗିଲଙ୍କ କାନ୍ଧରେ ଟିମ୍ ଭାର। ଟେଷ୍ଟ ଅଧିନାୟକ ଭାବେ ଶୁଭମନଙ୍କ ଅଗ୍ନିପରୀକ୍ଷାର ସମୟ ।

shubman
Shubman Gill new test captain: ଶୁବମନ୍ ଗିଲ୍ ନୂଆ ଟେଷ୍ଟ କ୍ୟାପଟେନ, ୮ ବର୍ଷ ପରେ କରୁଣ ନାୟାରଙ୍କ କମବ୍ୟାକ

ଭାରତୀୟ ଟିମର ନୂଆ ଟେଷ୍ଟ କ୍ୟାପଟେନ୍ ଭାବେ ଶୁବମନଙ୍କ ନାଁ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମାଙ୍କ ସ୍ଥାନ ନେବେ ଏହି ପ୍ରତିଭାବାନ ବ୍ୟାଟସମ୍ୟାନ୍ । ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି । ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି।

ଶୁବମନ ଗିଲ୍‌ ଟେଷ୍ଟ କ୍ୟାପଟେନ୍‌
Shubman Gill: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଗିଲ୍‌ଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ବ

ରୋହିତ ଶର୍ମାଙ୍କ ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ଗିଲ୍‌ । ସେହିପରି ଋଷଭ ପନ୍ତଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

କିଏ ହେବେ ଟେଷ୍ଟ କ୍ୟାପଟେନ୍‌ ?
Next Test Captain: ରୋହିତଙ୍କ ପରେ କିଏ ହେବେ ଟେଷ୍ଟ କ୍ୟାପଟେନ୍ ? ରେସ୍‌ରେ ଆଗରେ ରହିଛି ଗିଲ୍‌ଙ୍କ ନାଁ

ଟେଷ୍ଟ କ୍ୟାପଟେନ ରେସରେ ସବୁଠୁ ଆଗରେ ଶୁବମନ ଗିଲ୍ ଥିବା ଚର୍ଚ୍ଚା ହେଉଛି । ସେହିପରି ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଥିଲେ ଓ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ମଧ୍ୟ ଗ୍ରହଣ କରିଥିଲେ। ଏଣୁ ତାଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

rohit
India's Next Test Cricket Captain: କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ, କାହା ପାଖକୁ ଯିବ ଟେଷ୍ଟ କ୍ୟାପଟେନ୍ସି

ଯୁବ ଖେଳାଳିଙ୍କୁ ଅଧିନାୟକ କରିବା ଉପରେ ବିସିସିଆଇ ଗୁରୁତ୍ବ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ବ ମିଳିପାରେ।

ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ
Rohit Sharma's Test Successor: ଟେଷ୍ଟରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ହେବେ କି ଶୁବମନ ଗିଲ୍ ?

ଟେଷ୍ଟରେ କିଏ ହେବେ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ? ଦୁଇ ଯୁବ ଖେଳାଳି - ଶୁବମନ ଗିଲ୍ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ କରାଯିବ ଚୟନ? ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଗିଲ୍ ହେବେ କି ଟିମ୍‌ର ଉପ-ଅଧିନାୟକ?

shubman gill
Shubman Gill Record: ଗାଙ୍ଗୁଲି, ଦ୍ରାବିଡ ଓ ସେହ୍ବାଗଙ୍କ ସମକକ୍ଷ ହେଲେ ଗିଲ୍, ତୃତୀୟ ଦିନିକିଆରେ କଲେ ଏମିତି ରେକର୍ଡ

ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁବମାନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି। ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଶତକ ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ଏହା ତାଙ୍କର ସପ୍ତମ ଶତକ ହୋଇଥିବା ବେଳେ ଏହା ସହିତ ସେ କିମ୍ବଦନ୍ତୀ ଭାରତୀୟ ଖେଳାଳି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି।

Indian batsman is giving Australia sleepless nights
କଙ୍ଗାରୁ କ୍ରିକେଟରଙ୍କ ନିଦ ହଜାଇଛନ୍ତି ଏହି ଭାରତୀୟ ବ୍ୟାଟର

ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।

Virat Kohli
ଭାଇରାଲ ହେଲା ବିରାଟଙ୍କ ଡିପ୍‌ଫେକ୍‌ ଭିଡିଓ, ଶୁଭମନ ଗିଲ୍‌ଙ୍କୁ ନେଇ କହୁଛନ୍ତି ଏମିତି....

ଏହି ଡିପ୍‌ଫେକ୍‌ ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି ।

Shubman Gill
ଗମ୍ଭୀର କଲେ ବଡ଼ ପରିବର୍ତ୍ତନ...ଜାଣନ୍ତୁ ରୋହିତ, ସୂର୍ଯ୍ୟଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ଅଧିନାୟକ ?

ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।

IPL 2024
IPL 2024: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ, ଚଳିତ ଥର ୩ ଅଧିନାୟକଙ୍କ ପାଇଁ ଅଗ୍ନିପରୀକ୍ଷା

ଆଇପିଏଲର ଆଗାମୀ ସିଜିନ୍‌ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।

Shubman Gill
ଇନଷ୍ଟାରେ ଗିଲ୍‌ଙ୍କ ଭାବବିହ୍ୱଳ ପୋଷ୍ଟ..‘ଯାହା ଆଶା ଥିଲା, ପୂରଣ ହେଲାନି’

‘ଯାହା ଭାବିଥିଲି, ତାହା କିନ୍ତୁ ହେଲା ନାହିଁ’..ଏମିତି କିଛି ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି ଶୁବମନ ଗିଲ୍‌ । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏଭଳି କିଛି ଲେଖି ଫଟୋ ସେୟାର କରିଛନ୍ତି ।

Shubman Gill
ନୂଆ ଅଧିନାୟକଙ୍କ ନାଁ ଘୋଷଣା କଲା ଗୁଜରାଟ, ହାର୍ଦ୍ଦିକଙ୍କ ସ୍ଥାନ ନେଲେ ଶୁଭମନ୍‌

୨୦୨୨ରେ ପ୍ରଥମ ଥର ପାଇଁ ଆଇପିଏଲ୍‌କୁ ଆସିଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମ ସିଜିନ୍‌ରୁ ହିଁ ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।

ICC ODI Ranking
ICC ODI Rankingରେ ଗିଲ୍ ନମ୍ବର ୱାନ୍ ବ୍ୟାଟର ଓ ସିରାଜ ଏକ ନମ୍ବର ବୋଲର

ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।

Ind Vs Pak
ଭାରତ-ପାକିସ୍ତାନ ମହାମୁକାବିଲା: ଇଶାନଙ୍କ ସ୍ଥାନରେ ଖେଳିବେ ଗିଲ୍

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Shubman Gill
ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍‌, ଖେଳିବେ କି ପାକିସ୍ତାନ ବିପକ୍ଷ ମ୍ୟାଚ୍ ?

ଅକ୍ଟୋବର ୬ରେ ଶୁଭମନ୍‌ଙ୍କୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍‌ଙ୍କ ପ୍ଲେଟଲେଟ୍ କମ୍‌ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Shubman Gill
ଶୁବମନ ଗିଲ୍‌ଙ୍କୁ ଡେଙ୍ଗୁ! ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସସ୍‌ପେନ୍ସ

କ୍ରିକେଟର ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ।

Shubman Gill
ଇତିହାସ ରଚିଲେ ଶୁବମନ ଗିଲ୍, ତେନ୍ଦୁଲକର-କୋହଲିଙ୍କୁ ପଛରେ ପକାଇ କଲେ ବିଶ୍ୱ ରେକର୍ଡ

ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ।

Shubman Gill
ରୋହିତଙ୍କ ପରେ ଗିଲ୍‌ ହୋଇପାରନ୍ତି ଟିମ୍‌ ଇଣ୍ତିଆର ଅଧିନାୟକ, ଏମିତି କହିଲେ..

ଶୁବମନ୍‌ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ  ।