• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nepal Plane Crash

Nepal plane crash
ଅସୁରକ୍ଷିତ ନେପାଳ ଆକାଶ ! ୩୦ ବର୍ଷରେ ଘଟିଛି ୨୭ଟି ମର୍ମନ୍ତୁଦ ବିମାନ ଦୁର୍ଘଟଣା

ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ

Nepal Plane With 72 On Board Crashes
ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ଜଳିଗଲା ବିମାନ, ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ...

ନେପାଳର ପୋଖରାରେ ଯାତ୍ରୀବାହୀ ବିମାଦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍‌ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Plane Crash In Nepal
ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ରନ୍‌ୱେରେ ଅବତରଣ ବେଳେ ଜଳିଗଲା ବିମାନ...

ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି।

Nepal plane Crash Bodies of all 22 Dead Recovered
ସାମ୍ନାକୁ ଆସିବ ବିମାନ ଦୁର୍ଘଟଣା କାରଣ: ବ୍ଲାକ ବକ୍ସ ଉଦ୍ଧାର, ମିଳିଲା ସମସ୍ତ ଯାତ୍ରୀଙ୍କ ମୃତଦେହ

ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି।

Nepal plane crash
ଆଖିରୁ ଲୁହ ଶୁଖୁନି, ମନରୁ କୋହ ଯାଉନି; ଶବ ଅପେକ୍ଷାରେ ପରିବାର

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା । 

Odia family On Board In Nepal Plane Crash
ବିଧିର ବିଧାନ ଥିଲା ଏମିତି: ମର୍ତ୍ତ୍ୟରେ ଅଲଗା, ସ୍ୱର୍ଗରେ ଏକାଠି

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା।

nepal-plane-crash
ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

Nepal Plane Crash Last Time Pilot Contact With Jomsom ATC
ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ୍‌ଙ୍କ ଶେଷ କଥା, ତା’ପରେ ଅଚାନକ୍‌...

ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାରର 9N-AET ବିମାନର ପାଇଲଟ୍‌ ନେପାଳର ଜୋମ୍‌ସୋମ୍‌ ଏୟାର ଟ୍ରାଫିକ କଣ୍ଟ୍ରୋଲ (Air traffic control) ସହ କଥା ହୋଇଥିଲେ। ଏହି ସମୟରେ ପାଣିପାଗ ସମ୍ପର୍କରେ ସେ ପଚାରି ବୁଝିଥିଲେ।

Missing Tara Air plane crashed: 14 bodies recovered
ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ଯାତ୍ରୀଙ୍କ ମୃତଦେହ

ବିମାନ ଦୁର୍ଘଟଣାସ୍ଥଳରୁ ନେପାଳ ସେନା ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ, କାହାକୁ ଚିହ୍ନି ହେଉନଥିବା ନେପାଳ ପୋଲିସ ସୂଚନା ଦେଇଛି।

Wreckage Of Nepal Plane Crash Found
ଜଣାପଡ଼ିଲା କେଉଁଠି ହୋଇଥିଲା ବିମାନ ଦୁର୍ଘଟଣାଗ୍ରସ୍ତ, ମିଳିଲା ଧ୍ୱଂସାବଶେଷ ...

ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍‌ ଆଜି ସକାଳୁ କ୍ରାଶ୍‌ ସାଇଟ୍‌ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ  ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

Nepal plane crash, 4 missing are Odia
ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଓଡିଆ ଗୋଟିଏ ପରିବାରର

ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।