• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Apple CEO
Apple CEOଙ୍କ ଅଜବ ଯୁକ୍ତି, ‘ମୋ ଦରମା କମାଇଦିଅ’ ! ହେଲେ କାହିଁକି..?

ଆଗାମୀ ଦିନରେ କୁକ୍‌ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍‌ ୨୦୧୧ରୁ ଆପଲ୍‌ ସିଇଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । 

Viral Video
ନିଶା ମଣିଷର କି ଅବସ୍ଥା କରେ ! ମଦ ପିଇ ବିଲ୍‌ ବୋର୍ଡରେ ଚଢ଼ିଲେ, ଝୁଲି ପଡ଼ିଲେ..

ସୌଭାଗ୍ୟ ବଶତଃ ଲୋକମାନେ ଏହା ଦେଖି ପୂର୍ବରୁ ସତର୍କ ହେଲେ ଏବଂ ଉକ୍ତ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚିନ୍ତା କଲେ

UP woman alleges torture by husband
‘ମୋ ସ୍ୱାମୀ ମୋତେ ସିଗାରେଟ୍‌ ଚେଙ୍କ ଦିଅନ୍ତି, ଗରମ ତେଲ ଢାଳନ୍ତି’

‘ମୋ ସ୍ୱାମୀ ସବୁବେଳେ ମୋତେ ନିର୍ଯାତନା ଦେବା ସହ ପିଟନ୍ତି।’ ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। 

Man proposes GF mid-air on Air India flight video goes viral
Viral Video: ମଝି ଆକାଶରେ ଲଭ୍‌, ବିମାନରେ ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ୍‌ କଲେ...

ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍‌ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Man Murders Wife, Buries Her At Home In Kerala
ଏମିତି ସ୍ୱାମୀକୁ ଛି ! ସ୍ତ୍ରୀକୁ ମର୍ଡର ପରେ ଦ୍ୱିତୀୟ ବିବାହ ପାଇଁ ପ୍ଲାନ୍‌, ଦେଢ଼ ବର୍ଷ ଯାଏ ଭୁଆଁ ବୁଲାଉଥିଲା...

ସ୍ତ୍ରୀକୁ ହତ୍ୟା କଲା, ପ୍ରମାଣ ନଷ୍ଟ ପାଇଁ ଘରେ ପୋଡ଼ିଦେଲା ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକଥା କେହିବି ଜାଣିନଥିଲେ।

Gas Cylinders
ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ଆପଣ କେବେ ଚିନ୍ତା କରିଛନ୍ତି କି? ଗୋଟାଳିଆ ଏହି ଲୁହା ସିଲିଣ୍ଡରରେ ଏମିତି ଛିଦ୍ରଗୁଡିକ କାହିଁକି ? ଏହା ପଛରେ ଏମିତି ବୈଜ୍ଞାନିକ କାରଣ ରହିଛି...

Gold Price Today
Gold Price Today 13 Jan 2023: ସୁନା ବଜାରରେ ନିଆଁ, କେତେ ରହିଛି ଆଜିର ଦର ?

ଆଜି ବି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।

special report
ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ମହିଳା : ଶତ୍ରୁ ଶିବିରରେ ସୃଷ୍ଟି କରିବେ କଂପନ

ସ୍ଥଳସେନା ଆର୍ଟିଲେରି ରେଜିମେଣ୍ଟରେ ହେବେ ସାମିଲ । ସ୍ଥଳସେନା ମୁଖ୍ୟଙ୍କ ସୂଚନା ପରେ ଉତ୍ସାହର ଲହରି ।

10 people died after a bus carrying Sai Baba devotees collided with a truck
ବସ୍‌ରେ ଶିରିଡ଼ି ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣା, ୧୦ ଭକ୍ତ ମୃତ

ନାସିକ-ଶିରିଡ଼ି ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି।

Elon Musk Or Bernard Arnault
କିଏ ହେବ ବିଶ୍ୱର ଏକ ନମ୍ବର ଧନୀ, ଏହି ଦୁଇ ଜଣଙ୍କ ମଧ୍ୟରେ ଚାଲିଛି ରେସ୍‌...

ଗତ କିଛି ଦିନ ମଧ୍ୟରେ ଏଲନ୍ ମସ୍କଙ୍କ ସମ୍ପତ୍ତି ପାଖାପାଖି ୨୦୦ ବିଲିୟନ୍‌ ତଳକୁ ଖସିଯାଇଛି । 

Modular Home
କେଇ ଘଣ୍ଟାରେ ଛିଡ଼ା ହେବ ବିଳାସପୂର୍ଣ୍ଣ ଘର, ଖର୍ଚ୍ଚ ବି କମ୍‌ ! ଦେଖନ୍ତୁ ଭିଡିଓ...

ଏହାକୁ ଛିଡ଼ା କରିବା ପାଇଁ ମାତ୍ର କେଇ ଘଣ୍ଟା ହିଁ ସମୟ ଲାଗିବ । ଆଉ ଏହାର ଚାହିଦା ବି ଧିରେ ଧିରେ ବଢ଼ିବାରେ ଲାଗିଲାଣି । 

Scooter
ଆପେ ଆପେ ଦୁଇ ଚକାରେ ଛିଡ଼ା ହେଉଛି ସ୍କୁଟର ! ଗୋଡ଼ ଲାଗୁନି, ସ୍ୱିଚ୍‌ ଚିପିଲେ ପଛକୁ ଯାଉଛି

ଏମିତିକି ଗାଡ଼ିକୁ ପଛକୁ ନେଲା ବେଳେ ଚାଳକଙ୍କ ଗୋଡ଼ ବି ତଳେ ଲାଗୁନି । 

shocking video
VIDEO : ସର୍ବସମ୍ମୁଖରେ ଯୁବକଙ୍କୁ ବିଧା ଗୋଇଠା ମାରି ଚାଲିଲେ ଦୁଇ ମହିଳା

କେତେବେଳେ ଚାପୁଡ଼ା ତ କେତେବେଳେ ଚପଲରେ ଥୋଇଲେ । ଚୁପଚାପ୍‌ ମାଡ଼ ଖାଇଲେ ଯୁବକ, ଭୟରେ କେହି ଛଡ଼ାଇବାକୁ ଆସିଲେନି ।

If Scribbling On Bank Notes Is Valid Or Not?
ଆପଣଙ୍କ ପାଖରେ ପେନ୍‌ରେ ଲେଖାଥିବା ନୋଟ୍‌ ଅଛି କି ? ଜାଣନ୍ତୁ, ଏହା ଚଳିବ ନା ନାହିଁ...

ନୋଟ୍‌ ଉପରେ ଯଦି ପେନ୍‌ରେ ଲେଖା ଯାଇଛି ଏହା ଅବୈଧ ନେଇ ହେଉଥିବା ଦାବିକୁ ମିଥ୍ୟା କୁହାଯାଇଛି।

Army chief Manoj Pande
‘LACରେ ସୈନ୍ୟ ବଢ଼ାଉଛି ଚୀନ, ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସମର୍ଥ’

ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ପ୍ରେସମିଟ୍

Madavag Asia's Richest Village Where Every Family Millionair
ଏହି ଗାଁରେ ବର୍ଷୁଛି ଟଙ୍କା ! ସବୁ ପରିବାର କୋଟିପତି; ଜାଣନ୍ତୁ, କ’ଣ କରନ୍ତି ଗାଁ ଲୋକେ...

ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ବଡ଼ ବଡ଼ କୋଠା ଓ ଆଲିଶାନ୍‌ ଘର। ଏପରିକି ଲୋକମାନେ ଦାମୀ କାର୍‌ ଚଲାଉଛନ୍ତି। ଏସବୁ ବିଲରେ ଚାଷ କରି ଝାଳ ବୁହାଉଥିବା ଚାଷୀଙ୍କର।

Priyanka Gandhi priyanka and Robert love story
Happy Birthday: ମାତ୍ର ୧୩ ବର୍ଷ ବୟସରେ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ ପ୍ରିୟଙ୍କା ଗାନ୍ଧୀ...

ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।

Taliban
ମହିଳାଶୂନ୍ୟ ହେବ କି ଆଫଗାନିସ୍ତାନ ? ଦୁର୍ଦ୍ଦଷ ତାଲିବାନୀଙ୍କ ବର୍ବର ନିୟମ...

କିଛି ଦିନ ପୂର୍ବରୁ ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରାଯାଇଥିଲା ।

Snake Found In Mid-Day Meal In West Bengal
ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ, ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ ବାହାରିଲାଣି ତ ଆଉ କେତେବେଳେ ଝିଟିପିଟି। ହେଲେ ଏବେ ପୋକ କି଼ ଝିଟିପିଟି ନୁହେଁ ବରଂ ସାପ ବାହାରିଥିବା ଅଭିଯୋଗ ହୋଇଛି।

Today Gold Price
Gold Price Today 12th Jan 2023: ଜାଣନ୍ତୁ ଆପଣଙ୍କ ସହରରେ ସୁନା ଦାମ୍ ବଢିଛି ନା କମିଛି

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୮୦୦ ଟଙ୍କା ରହିଛି ।