‘ସିକନ୍ଦର’ ରିଲିଜ୍କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଲାଗିଛି ସଲମାନ ଖାନଙ୍କୁ ଝଟକା। 'ସିକନ୍ଦର' ଉପରେ ଲାଗିଛି ସେନ୍ସର ବୋର୍ଡ ଲଗାମ। ଜାଣନ୍ତୁ କ’ଣ କଟିଛି।
ରିଲିଜ୍ ହେବା ମାତ୍ରେ 'ସିକନ୍ଦର'ର ଟ୍ରେଲର ଛାଇଯାଇଛି। ସଲମାନ ଖାନଙ୍କ ପ୍ରଶଂସକମାନେ ମତ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ରିଲିଜ୍ ହେବା ପୂର୍ବରୁ ମଧ୍ୟ ସେମାନେ ଫିଲ୍ମକୁ ଏକ ବ୍ଲକବଷ୍ଟର ବୋଲି କହୁଛନ୍ତି।
ରଶ୍ମିକା ମନ୍ଦାନା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସିକନ୍ଦର’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ‘ସିକନ୍ଦର’ ରିଲିଜ୍ ହେବା ପୂର୍ବରୁ ରଶ୍ମିକାଙ୍କୁ ବିମାନବନ୍ଦରରେ କାଜୁଆଲ୍ ଲୁକ୍ରେ ଦେଖିବାକୁ ମିଳିଛି। ସେ ଏବେ ଫିଲ୍ମ ପ୍ରମୋସନରେ ଚାରିଆଡେ ବୁଲୁଛନ୍ତି।
ରିଲିଜ୍ ହୋଇଛି 'ସିକନ୍ଦର ନାଚେ'ର ପୂରା ଗୀତ। ଏହି ଟ୍ରାକ୍ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍ରେ ଛାଇ ଯାଇଛନ୍ତି। ଜମୁଛି ଭାଇଜାନ୍ ଆଉ ରଶ୍ମିକାଙ୍କ କେମେଷ୍ଟ୍ରୀ।
‘ବମ୍ ବମ୍ ଭୋଲେ’ ଗୀତରେ ସଲମାନ ଖାନ ସିକନ୍ଦର ହୋଇ ନିଜ ପ୍ରଶଂସକଙ୍କ ଉପରେ ମଜାକ୍ କରିଥିବା ଦେଖାଯାଏ। ‘ବମ୍ ବମ୍ ଭୋଲେ’ ଗୀତରେ ଅନେକ ତ୍ରୁଟି ଅଛି ଯାହା ପ୍ରଶଂସକଙ୍କ ପାଇଁ ସହଜରେ ହଜମ ହେଉନି।
କଂଗ୍ରେସ ନେତା ଶମା ମହମ୍ମଦଙ୍କ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ କଂଗ୍ରେସ ବିଧାୟକ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଉପରେ ଟିପ୍ପଣୀ କରି ଫସିଛନ୍ତି।
ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଇଦ୍ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତେବେ ଆପଣ ଏହି ଫିଲ୍ମ କାହିଁକି ଦେଖିବେ ତାହାର ୫ଟି କାରଣ ଜାଣନ୍ତୁ।
ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।
ସଲମାନ ଖାନ ଖୁବ ଶୀଘ୍ର ହଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜିକାଲି ସେ ସାଉଦି ଆରବରେ ଅଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି। ଏହାରି ଭିତରେ ହଲିଉଡ୍ ଫିଲ୍ମର ସେଟ୍ରୁ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ବକ୍ସ ଅଫିସରେ ଚାଲିଛି 'ଛାଭା' କ୍ରେଜ୍। ମାତ୍ର ୫ ଦିନରେ ୧୬୫ କୋଟିରୁ ଅଧିକ ରୋଜଗାର କରି 'ପୁଷ୍ପା୨' କୁ ପଛରେ ପକାଇ ଦେଇଛି ଆଉ ୨୦୨୫ର ସବୁଠାରୁ ବଡ ବଲିଉଡ୍ ଚଳଚ୍ଚିତ୍ରରେ ପରିଣତ ହୋଇଛି।
ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ ହେବ ବଲିଉଡ ଫିଲ୍ମ ଛାବା। ଏହି ଫିଲ୍ମଟି ଭିକି କୌଶଲଙ୍କ କ୍ୟାରିୟରର ଶ୍ରେଷ୍ଠ ଓପନିଙ୍ଗ ଡେ ପ୍ରଦାନ କରିବା ନେଇ ଆଶା କରାଯାଉଛି। ଫିଲ୍ମଟି ୧୨-୧୫ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିବା ନେଇ ଅନୁମାନ ଲଗାଇଛନ୍ତି ଟ୍ରେଡ ଆନାଲିଷ୍ଟ।
'ଛାଭା ରିଲିଜ୍ ହେବାକୁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିନାହାଁନ୍ତି, ତଥାପି ସେମାନଙ୍କ ମଧ୍ୟରେ ଥିବା ହାବଭାବ ଦର୍ଶାଏ ଯେ ସେମାନଙ୍କ ମଧ୍ୟରେ କିଛି ଖାସ୍ ଅଛି।
ଯେଉଁ ସିନେମା ପ୍ରେମୀମାନେ ହଲ୍କୁ ଯାଇ ‘ପୁଷ୍ପା ୨’ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।
'ଛାଭା'ର ଟ୍ରେଲର୍ ରିଲିଜ୍ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।
ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।
ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବାବେଳେ ରଶ୍ମିକା ମନ୍ଦାନାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କର ମୁହଁକୁ ଲୁଚାଇ ଦେଇଥିଲେ ଏବଂ ଛୋଟେଇ ଛୋଟେଇ ଚାଲୁଥିଲେ।
ରଶ୍ମିକା ମନ୍ଦାନା ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଫିଲ୍ମର ସେଟ୍ରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ଆରାମ୍ କରୁଥିବା ସମୟରେ ସୁକୁମାର ଲୁଚି ଲୁଚି ତାଙ୍କୁ ଦେଖୁଛନ୍ତି। ଏହି ପୋଷ୍ଟରେ ରଶ୍ମିକା ନିର୍ଦ୍ଦେଶକଙ୍କ ପ୍ରତି ନିଜର ଭାବନା ଏବଂ ତାଙ୍କୁ କେତେ ମିସ୍ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।
ହିନ୍ଦୀ ବେଲ୍ଟରେ ‘ପୁଷ୍ପା ୨’ ପାଇଁ ବହୁତ କ୍ରେଜ୍ ଅଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଏହାର କାରଣ ପଛରେ ଅଛନ୍ତି ହିନ୍ଦୀ କଳାକାର। ବଲିଉଡ୍ ଅଭିନେତାମାନେ ହିଁ ସବୁ କଳାକାରମାନଙ୍କ ଭଏସ୍କୁ ଦମଦାର କରିଦେଇଛନ୍ତି।
ଅଲ୍ଲୁ ଅର୍ଜୁନଙ୍କ ସ୍କ୍ରିନିଂରେ ହୋଇଥିବା ଦଳାଦଳିରେ ଜଣେ ମହିଲାଙ୍କ ମୃତ୍ୟୁ ମାମଲାରେ ଅଭିନେତା ଗିରଫ ହେବା ପରେ ମଧ୍ୟ ‘ପୁଷ୍ପା ୨’ର ରୋଜଗାରରେ କୌଣସି ପ୍ରଭାବ ପଡି ନାହିଁ। ବକ୍ସ ଅଫିସ୍ ରୋଜଗାର ଦିନକୁ ଦିନ ଜଙ୍ଗଲି ନିଆଁ ପରି ବ୍ୟାପୁଛି।
ଏକ ସିନେମା ହଲ୍ରେ 'ପୁଷ୍ପା ୨' ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କ ସିନେମା ହଲ୍ର କ୍ୟାଣ୍ଟିନ ମାଲିକଙ୍କ ସହ ଝଗଡା ହୋଇଥିଲା। କ୍ୟାଣ୍ଟିନ୍ ମାଲିକ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ସହ ଯୁବକଙ୍କୁ ମାଡ ମାରିଥିଲେ।
କରଣୀ ସେନା ‘ପୁଷ୍ପା ୨’କୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।
ପୁଷ୍ପା ୨’ର ରୋଜଗାର ଝଡ ବନ୍ଦ ହୋଇନି। କେବଳ ତିନି ଦିନରେ ଫିଲ୍ମ ୫୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଯାହା ଏକ ରେକର୍ଡ ଭାଙ୍ଗିବା ଠାରୁ କମ୍ ନୁହେଁ।
‘ପୁଷ୍ପା ୨’ ବର୍ତ୍ତମାନ ସମୟ ପାଇଁ ସବୁ ଫିଲ୍ମକୁ ପଛରେ ପକାଇ ସବୁଠାରୁ ବଡ ଓପନିଂ ଫିଲ୍ମ ହୋଇପାରିଛି। ଏହା ଶାହରୁଖ ଖାନ୍ଙ୍କ ‘ଯବାନ’କୁ ମଧ୍ୟ ପଛରେ ପକେଇଦେଇଛି। ଫିଲ୍ମର ପ୍ରଥମ ଦିନର ରୋଜଗାର ଜାଣିଲେ ଆପଣ ବିଶ୍ୱାସ କରିପାରିବେନି।
‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।