ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟରେ ୨୫୮ ପଟିଜିଭି ଚିହ୍ନଟ ହୋଇଛନ୍ତି ।
କଟକ ଏସ୍ସିବି ମେଡିକାଲ୍ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି।
ଚୀନରେ କୋଭିଡ ସ୍ଥତି ଏବେ ପିକ୍ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
୨୦୨୦ରୁ ଏଯାବତ୍ କୋଭିଡ୍ ନେଇଛି ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ। ତେବେ ଆଜି ପର୍ଯ୍ୟନ୍ତ ସରକାର କାହିଁକି ତଥ୍ୟ ଲୁଚାଇଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଭାରତରେ ସର୍ବାଧିକ କୋଭିଡ୍ ମୃତ୍ୟୁକୁ ନେଇ WHO କରିଥିବା ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି।