ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନ। ଯୌନ ଉତ୍ପୀଡନର ଶିକାର ଉତ୍ତରପ୍ରଦେଶର ମହିଳା ବିଚାରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କୁ ଆତ୍ମହତ୍ୟା ଅନୁମତି ମାଗିବାକୁ ନେଇ ଚର୍ଚ୍ଚା।
ମହିଳା ବିଚାରପତିଙ୍କ ଆବେଗପୂର୍ଣ୍ଣ ଇଚ୍ଛାମୃତ୍ୟୁ ଚିଠି । ଜଣେ ଜଜଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ । ଅଭିଯୋଗ ସତ୍ତ୍ୱେ ନ୍ୟାୟ ନପାଇବାରୁ ମହିଳା ବିଚାରପତିଙ୍କ ନିରାଶା ଏବେ ଚର୍ଚ୍ଚାର ବିଷୟ ।
‘ମୋତେ ପୂରା ଅଦାଲତରେ ଅପମାନିତ କରାଗଲା, ଗାଳି ଦିଆଗଲା । ଚାକିରିରେ ଯୋଗଦେବାର କମ୍ ସମୟ ମଧ୍ୟରେ ମୋତେ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ିଲା । ସର୍ବସମ୍ମୁଖରେ ଗାଳି ଶୁଣିଛି ।’
ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ ଏହି ଦୁଇ ମହିଳା କିପରି ଏହି ସଫଳତା ପାଇଲେ ଆସନ୍ତୁ ଜାଣିବା।