• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp National President

Maha Janasampark Abhiyaan in Kalahandi today
ବିଜେପିର ମହା ଜନସମ୍ପର୍କ ଅଭିଯାନ; କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା

ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସଂପର୍କ ସମାବେଶରେ ସାମିଲ ହେବେ ।

BJP National President JP Nadda
ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବରଗଡ଼ ଲୋକସଭା କ୍ଷେତ୍ରର ୭ ବିଧାନସଭା ମଣ୍ଡଳିର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପ୍ରାୟ ୨ ଶହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା। ସଙ୍ଗଠନ ସୁଦୃଢ ପାଇଁ ବି ଦେଇଥିଲେ ଟାକ୍ସ। ଏହା ସହ ୯ ବର୍ଷରେ ମୋଦି ସରକାରଙ୍କ ଉପଲବ୍ଧିକୁ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଫୋକସ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Tenure of JP Nadda as BJP President has been extended till 2024
ନଡ୍ଡାଙ୍କ ସଭାପତିତ୍ୱରେ ୨୪ ନିର୍ବାଚନରେ ହେବ ଲଢେଇ

କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।

JP Nadda
ଏଥର ଜୋରଦାର ଫାଇଟ୍‌ ! ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ନଡ୍ଡା

ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।

JP Nadda
ଆସୁଛନ୍ତି ନଡ୍ଡା, ପୁଣି ବିଜେଡି ବିରୋଧରେ କରିବେ କି ଗର୍ଜନ ?

ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ୨୪ ଲଢ଼େଇ ପାଇଁ ନେତାଙ୍କୁ ମନ୍ତ୍ର ଦେବେ, କର୍ମୀଙ୍କ ମନରେ ଭରିବେ ଯୋଶ୍ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ସଭାମଞ୍ଚକୁ ଭୁବନେଶ୍ୱରରୁ ହେକିକପ୍ଟରେ ଆସିବେ ନଡ୍ଡା । ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ମିନି ଷ୍ଟାଡିୟମ୍‌ରେ ସାଧାରଣ ସଭାରେ ଯୋଗଦେବେ ।

JP Nadda
ଆସୁଛନ୍ତି ନଡ୍ଡା, ପୁଣି ବିଜେଡି ବିରୋଧରେ କରିବେ କି ଗର୍ଜନ ?

କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ତୁମୁଡ଼ିବନ୍ଧ ଓ ବାଣପୁର ସଭାରେ ୨୪ ଭୋଟ୍ ପାଇଁ ଭରିବେ ଜୋଶ୍ ।

BJP National President JP Nadda
ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌, ହ୍ୟାକର୍‌ ଲେଖିଲା- ‘Sorry’

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍‌ ଶେଆର କରାଯାଇଥିଲା।