ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍ର ସମ୍ପର୍କୀୟ ।
ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD ।
ଅକ୍ସଫାମ୍ ଇଣ୍ଡିଆର ତଥ୍ୟକୁ ନେଇ ବିଶେଷଜ୍ଞ ଚକିତ । ଧନୀଙ୍କ ଉପରେ ୱେଲ୍ଥ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ।
୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ । ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ।
ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।
ତଳଭାଗରେ ରହୁଥିବା ୫୦ ଭାଗ ଲୋକଙ୍କ ପାଖରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି
ପରକୀୟା ପ୍ରେମ ପାଇଁ ସ୍ୱାମୀଙ୍କୁ ନିର୍ମମ ହତ୍ୟା । ସ୍ତ୍ରୀ ନିଜ ମଥାର ସିନ୍ଦୂର ନିଜେ ହିଁ ପୋଛି ଦେଇଛି ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୪୦୦ ଟଙ୍କା ରହିଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର।
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିକାଲି ଝିଅମାନେ ପାଠସାଠ ପଢି କିଛି କରିବାର ସ୍ୱପ୍ନ ଦେଖୁଛନ୍ତି। ସେମାନେ କାହା ଉପରେ ନିର୍ଭର ହେବାକୁ ଚାହୁ ନାହାନ୍ତି। କିନ୍ତୁ ଏଠି ଏମିତି ଜଣେ ଝିଅ ଅଛନ୍ତି ଯିଏ ପାଠ ପଢି ମଧ୍ୟ ପ୍ରେମିକ ଉପରେ ନିର୍ଭରଶୀଳ। ଚଳିବା ପାଇଁ ତାଙ୍କ ଘରେ ରହୁଛନ୍ତି….
କଥାରେ କହନ୍ତି- କାଲି କିଏ ଦେଖିଛି ?
ଭିଜୁଆଲ୍ କମ୍ୟୁନିକେସନ୍ରେ ଫଟୋଗ୍ରାଫି ଏକ ବଡ଼ କ୍ୟାରିୟର ବିକଳ୍ପ ଭାବରେ ଉଭା ହୋଇଛି, ଯେଉଁଥିରେ ଜଣେ ଗୋଟିଏ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ତେବେ ଆସନ୍ତୁ ଜାଣିବା ଫଟୋଗ୍ରାଫିରେ କିପରି କ୍ୟାରିଅର୍ କରିହେବ।
ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି।
ଯୋଗ ଶରୀରକୁ ନମନୀୟ କରିଥାଏ। କିନ୍ତୁ ଏହା ଏତେ ନମନୀୟ ଯେ ଶରୀର ଏକ ରବର ପରି ବଙ୍କା ହୋଇପାରେ, ଏହା ହୁଏତ ଭାବି ନଥିବେ। ତାଙ୍କର ନମନୀୟ ଶରୀର ହେତୁ ଦୁନିଆରେ ପ୍ରସିଦ୍ଧ ଜୈରସ୍ କୋମ୍ବିଲାଙ୍କ କାହାଣୀ ଆଶ୍ଚର୍ଯ୍ୟଜନକ। ତାଙ୍କର ଅଜବ ପୋଜ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
LICରେ ଜଣେ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। LIC AAO ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ୩୦୦ ପୋଷ୍ଟ ପୂରଣ ହେବ।
ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ତାରକାମାନଙ୍କ ନକଲ ରୂପଧାରୀ ଲୋକେ ମଧ୍ୟ ଅନେକ ନା’ ଅର୍ଜନ କରୁଛନ୍ତି। ନିକଟରେ ବଲିଉଡ୍ର ଭେଟେରାନ ସ୍ୱର୍ଗତ କାଦର ଖାନଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି, ଯାହାର ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି।
ନେପାଳର ପୋଖରାରେ ଯାତ୍ରୀବାହୀ ବିମାଦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ମିସ୍ ୟୁନିଭର୍ସ ୨୦୨୨ର ଟାଇଟଲ ଆମେରିକା ସୁନ୍ଦରୀଙ୍କ ହାତକୁ ଚାଲିଯାଇଛି। ଭାରତର ହରନାଜ୍ ସନ୍ଧୁ ବିୟୁଟି କ୍ୱିନ୍ଙ୍କୁ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧେଇଛନ୍ତି। ଏହି ମୁକୁଟର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।
ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର ରନ୍ୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି।
ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକିରେ ଅତ୍ୟାଚାର ଥମି ନଥିଲା ଯେ, ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିଦେଲେ।