/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673929808.jpg)
Today Panchang
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର ।ଚନ୍ଦ୍ର – ତୁଳା ଦିବା ୧୨.୫୮ ଗତେ ବିଛା,ତିଥି - ୧୦ମୀ ସନ୍ଧ୍ୟା ୦୬.୦୫ ଗତେ ୧୧ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୬.୪୫ ଗତେ ୧ ପାଦ ।
Advertisment
ଶୁଭ ସମୟ:
- ଦିବା ୦୯.୧୨ ରୁ ୧୦.୫୦
- ଦିବା ୦୧.୦୨ ରୁ ୦୧.୧୮
- ଦିବା ୦୪.୦୩ ରୁ ୦୪.୪୧
- ସନ୍ଧ୍ୟା ୦୫.୨୫ ରୁ ୦୬.୧୭
- ରାତ୍ରି ୦୨.୦୭ ରୁ ୦୩.୫୧
ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ
ଅଶୁଭ ସମୟ:
- ଋାହୁକାଳ - ଦିବା ୦୨.୪୦ ରୁ ୦୪.୦୩
- କାଳବେଳା – ଦିବା ୦୧.୧୮ ରୁ ୦୨.୪୦
- ବାରବେଳା – ପ୍ରାତଃ ୦୭.୫୦ ରୁ ୦୯.୧୨
- କାଳରାତ୍ରି – ସନ୍ଧ୍ୟା ୦୭.୦୩ ରୁ ୦୮.୪୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)