IDBI ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ IDBI ବ୍ୟାଙ୍କ ଏକ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ଇଣ୍ଡିଆନ୍ ଓଭର୍ସିଜ୍ ବ୍ୟାଙ୍କ୍ (IOB)। IOB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(UBI)। ଏନେଇ UBI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ୍ ସିଲେକସନ(IBPS) ୧୧ ଟି ପବ୍ଲିକ ସେକ୍ଟର ବ୍ୟାଙ୍କରେ ଦମଦାର୍ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଆଇବିପିଏସ୍ କ୍ଲେକ୍ CRP XIV ଅଧୀନରେ ଆସିଛି।
ମାର୍ଚ୍ଚ ୨୭ରୁ ଏହି ପଦବୀ ପାଇଁ ଆପଣ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି..
ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ।
ଆପଣ ଯଦି ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ।
IDBI ବ୍ୟାଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରିକରିଛି। ଆବେଦନ ପ୍ରକ୍ରିୟା ଫେବୃଆରୀ ୧୭ରୁ ଆରମ୍ଭ ହୋଇଛି। ମନୋନୀତ ପ୍ରାର୍ଥୀ ମାସକୁ ୬୩ ହଜାର ଉପରେ ଦରମା ପାଇବେ।
IDBI ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଗ୍ରୁପ୍ ବି, ସି ଏବଂ ଡି ପଦବୀ ପାଇଁ ମୋଟ ୨୨୮ଟି ପଦବୀ ପୂରଣ ହେବ।
EXIM ବ୍ୟାଙ୍କ୍ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।
ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ତେବେ ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।
ଆପଣ ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି କି ? ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଚିଫ୍ ରିସ୍କ ଅଫିସର ପାଇଁ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।