ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି।
ବୁଧବାର ଅର୍ଥାତ୍ ସେପ୍ଟେମ୍ବର ୨୯, ୨୦୨୧ରେ ପୁଣି ବଢିଛି ସୁନା ଦର । ଅଳ୍ପ ହେଲେ ବି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ତେବେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି।
ଆଜି ଅର୍ଥାତ ମଙ୍ଗଳବାର ସୁନା ଦର ବୃଦ୍ଧି ପାଇଛି। ଆଜି ୨୪ କାରେଟ ୧୦ଗ୍ରାମ ଓଜନର ସୁନା ଦର ୪୬, ୨୮୦ ରହିଛି। ପୂର୍ବ ଦର ତୁଳନାରେ ୪୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି।
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ହୁଏତ ଆପଣଙ୍କ ପାଇଁ ଏହା ଖୁସି ଖବର। Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬ ହଜାର ଟଙ୍କା ତଳକୁ ଖସିଛି। MCXରେ ଗତ ୩ କାରବାରରେ ସୁନା ଦର ୧.୩% ହ୍ରାସ ପାଇଛି।
ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୫ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଦର ହ୍ରାସ ପାଇଛି।
ସୁନା-ରୂପା ଦରରେ ହ୍ରାସ ଜାରି ରହିଛି। ଲଗାତାର ଭାବେ ସୁନା ଦର ହ୍ରାସ ପାଇ ଏହା ରେକର୍ଡ ସ୍ତରରୁ ତଳକୁ ଖସିଛି। ଆଜି ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୭୭୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏବେ ସୁନା ରେକର୍ଡ ସ୍ତରରୁ ପାଖାପାଖି ୮,୭୫୦ ଟଙ୍କା ଶସ୍ତା ହୋଇଛି।
ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା…
ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଗତକାଲି ହ୍ରାସ ଘଟିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ସର୍ରାଫା ବଜାରରେ ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର…
ଲଗାତାର ୩ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଆଜି ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ଓ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା…
ନୂଆଦିଲ୍ଲୀ: ମେ’ ୧୪ରେ ପଡ଼ୁଛି ଅକ୍ଷୟ ତୃତୀୟା। ତେବେ ଏହା ପୂର୍ବରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଘଟିଛି। Multi Commodity…
ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ […]
ନୂଆଦିଲ୍ଲୀ: ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ […]
ନୂଆଦିଲ୍ଲୀ: କାରବାର ଆରମ୍ଭରୁ ଆଜି ମଧ୍ୟ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ୧୧ଟାରେ Multi Commodity Exchange(MCX)ରେ ସୁନା ଦର ୪୨୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୫,୨୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୧,୦୦୫ ଟଙ୍କା ବୃଦ୍ଧି ସହ ପ୍ରତି କିଲୋକୁ ୬୮,୨୩୨ ଟଙ୍କାରେ କାରବାର ଚାଲିଥିଲା। ଗତକାଲି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ […]
ନୂଆଦିଲ୍ଲୀ: ଧନତେରାସ୍ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍ ସିଜନ୍ରେ ଦେଖିବାକୁ ମିଳିଛି। ଆପଣ କମ୍ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ […]
ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଆଜି ଏହି ଦର ଆହୁରି କମିଛି। ଟ୍ରେଡିଂ ଆରମ୍ଭରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ସକାଳ ପାଖାପାଖି ୯ଟା ୪୦ରେ ସୁନା ଦର Multi Commodity Exchange(MCX)ରେ ୨୩୬ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୭୮୦ଟଙ୍କାରେ କାରବାର ଚାଲିଥିଲା। ଖାଲି ସୁନା ନୁହେଁ, ରୂପା ଦରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ୮୬୦ଟଙ୍କା […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନାଦର ୨ ହଜାର ଡଲାର ଟପିଛି। ଅର୍ଥାତ୍ ସୁନା ଦର ପ୍ରତି ଆଉନ୍ସ ୨,୦୫୮ରେ ପହଞ୍ଚିଛି। ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି। ଜୁଲାଇ ୩୧ରେ ସୁନା ଦର ପ୍ରତି ଆଉନ୍ସ ୧,୯୭୩ରେ ରହିଥିବାବେଳେ ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର ୨୦୭୨ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପା ଦର ପ୍ରତି ଟ୍ରୟ୨୮.୪୦ ଡଲାର ରହିଥିଲା MCX(Multi Commodity Exchange)ରେ […]
ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି। Multi-Commodity Exchange (MCX)ରେ ସୁନା ଦର ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି। ଆଜି ସକାଳେ ଶେଆର୍ ମାର୍କେଟ୍ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍ ସମୟରେ MCXରେ ସୁନା ଦର ୪୦୯ଟଙ୍କା […]
ନୂଆଦିଲ୍ଲୀ: ଡିଜେଲ୍, ପେଟ୍ରୋଲ୍ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି। ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍ ସୁନାର ଦାମ ୧୦ […]
ନୂଆଦିଲ୍ଲୀ: ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଆଗାମୀ ଦିନରେ, ୧୦ ଗ୍ରାମ ସୁନା କିଣିବା ପାଇଁ ହେଲେ ଆପଣଙ୍କୁ ୮୦,୦୦୦ ଟଙ୍କାରୁ ଅଧିକ ଦେବାକୁ ପଡିପାରେ। ଏଭଳି କିଛି ଆକଳନ କରିଛନ୍ତି Bank of America Securities (BofA Sec)ର ବିଶ୍ଳେଷକ। ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ […]