• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: John Abraham

John Abraham the diplomat will clash with prabhas film project k
ଏକା ସମୟରେ ରିଲିଜ୍ ହେବ ଦୁଇ ସୁପର୍‌ଷ୍ଟାର୍‌ଙ୍କ ଫିଲ୍ମ; ହେବ ଜବରଦସ୍ତ ଲଢେଇ

ଜନ୍‌ ଆବ୍ରାହମ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଡିପ୍ଲୋମେଟ୍' ବିଷୟରେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଏହି ସମୟରେ ପ୍ରଭାବ ଙ୍କ 'ପ୍ରୋଜେକ୍ଟ କେ' ମଧ୍ୟ ରିଲିଜ୍ ହେବ। ଦେଖାଯିବ ଜବରଦସ୍ତ ଲଢେଇ।

John Abraham not worked for money in dhoom but for bike
ଟଙ୍କା ପାଇଁ ନୁହେଁ, ବାଇକ୍ ପାଇଁ ଏହି ଫିଲ୍ମରେ କାମ କରିଥିଲେ ଜନ୍‌

ଖୁବ୍ କମ ଟଙ୍କାରେ ତିଆରି ହୋଇଥିଲା 'ଧୂମ୍'। ନିର୍ମାତା କେବଳ ବାଇକ୍‌ରେ ଦେଇଥିଲେ ଧ୍ୟାନ। ତେବେ ଜନ୍‌ଙ୍କୁ ସେମିତି କିଛି ଡାଏଲଗ୍‌ ମିଳି ନଥିଲା। କାହିଁକି ଏହି ଫିଲ୍ମ୍ ସାଇନ୍ କଲେ ଜାଣନ୍ତୁ…

KRK says srk didn’t promote still Pathaan got biggest opening in the history of bollywood
KRK ବଦଳେଇଲେ ଭାଷା; ଶାହରୁଖଙ୍କୁ କଲେ ଖୁବ୍ ପ୍ରଶଂସା

KRK ପ୍ରାୟତଃ ନିଜ ଟ୍ୱିଟ୍ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ହେଉ କି ସେଲିବ୍ରେଟି ସେମାନଙ୍କୁ ଟାର୍ଗେଟ୍ କରି ଅପମାନିତ କରୁଥିବା KRK ଙ୍କ ସ୍ୱର ଆଜିକାଲି ବଦଳିବା ପରି ମନେ ହୁଏ। 'ପଠାନ'କୁ ନେଇ ସେ ପ୍ରଶଂସା କରିଛନ୍ତି।

Pathaan box office collection day one
ପ୍ରଥମ ଦିନରେ ଜବରଦସ୍ତ ରୋଜଗାର: KGF-2, RRRର ରେକର୍ଡ ଭାଙ୍ଗିଲା

ବିବାଦ ପରେ ବି ‘ପଠାନ୍’ ଉପରେ କୌଣସି ପ୍ରଭାବ ପଡିନି। ପ୍ରଥମ ଦିନରେ ହିନ୍ଦି ବେଲ୍ଟରେ ଫିଲ୍ମ ପ୍ରଭାସଙ୍କ ‘ବାହୁବଲୀ ୨’, ୟଶଙ୍କ ‘KGF-2’, ଅଲ୍ଲୁ ଅର୍ଜୁନଙ୍କ୍ ‘ପୁଷ୍ପା’, ରାମଚରଣ ଓ ଜୁନିୟର୍ ଏନ୍‌ଟିଆର୍‌ଙ୍କ ‘RRR’ ର ରେକର୍ଡ ଭାଙ୍ଗିଛି।

Shah Rukh Khan pathaan 10 facts make you crazy
'ପଠାନ୍‌' ଦେଖିବାକୁ ଚାହୁଁଥିଲେ ଏହି ୧୦ ପ‍ଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ

ବିବାଦ ପରେ ବି ‘ପଠାନ୍‌’ର କ୍ରେଜ୍ କମିନି। ଏହାକୁ ଦର୍ଶକଙ୍କ ଢେର ସମର୍ଥନ ମିଳିଛି। ଆପଣମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ଦେଖିବାର ଉତ୍ସାହ ଥିବ। ତେବେ ଦେଖିବା ପୂର୍ବରୁ ଏହି ୧୦ଟି ବଡ଼ ପଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ, ଯାହା ଫିଲ୍ମ ଦେଖିବାର ଉପଭୋଗକୁ ଦ୍ୱିଗୁଣିତ କରିଦେବ।

Shah Rukh Khan wants to visit theatres in telugu states but only this condition
'ପଠାନ'ର ପ୍ରମୋସନ ପାଇଁ ଶାହରୁଖଙ୍କ ସର୍ତ୍ତ; ରାମ ଚରଣଙ୍କୁ କରିବାକୁ ହେବ ଏହି କାମ

ଏବେ ଶାହାରୁଖ ଖାନ ତେଲୁଗୁ ରାଜ୍ୟରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ କରୁଥିବା ଦେଖିବାକୁ ମିଳେ। ନିକଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ତେଲୁଗୁ ରାଜ୍ୟରେ 'ପଠାନ'ର ପ୍ରମୋଶନକୁ ନେଇ ଶାହରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା...

Shah Rukh Khan pathaan made new record in advance booking
‘ପଠାନ’ର ଆଡଭାନ୍ସ ବୁକିଂରେ କୋଟି କୋଟି ରୋଜଗାର; ଗୋଟେ ହଲ୍ ପୂରା ବୁକ୍

ରେକର୍ଡ କଲା ‘ପଠାନ’ର ଆଡଭାନ୍ସ ବୁକିଂ। ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଏହା ୯ କୋଟି ଟଙ୍କା ରୋଜଗାର କରିଛି। ଗୋଟେ କ୍ଲବ୍ ଏକ ସିନେମା ହଲ୍‌ର ସବୁ ଟିକେଟ୍ କିଣି ନେଇଛି।

Pathaan Starcasts won't give media interviews before film release
ଫିଲ୍ମ ରିଲିଜ୍ ପୂର୍ବରୁ ଏହି କାମ କରିପାରିବେ ନାହିଁ ଶାହରୁଖ, ଦୀପିକା, ଜନ୍ ଆବ୍ରାହମ

ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଷ୍ଟାରକାଷ୍ଟ ଉପରେ ଲାଗିଛି ପ୍ରତିବନ୍ଧକ। ଏହାର ନିର୍ମାତା ଶାହରୁଖ, ଦୀପିକା ଓ ଜନ୍ ଆବ୍ରାହମଙ୍କୁ ଏହି କାମ କରିବାକୁ ମନା କରାଯାଇଛି।

When will the advance booking of pathan start in india
ଭାରତରେ ‘ପଠାନ’ର ଆଡଭାନ୍ସ ବୁକିଂ କେବେଠାରୁ ଆରମ୍ଭ….

ଫିଲ୍ମ ‘ପଠାନ’ର ଆଡଭାନ୍ସ ବୁକିଂକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ବିଦେଶରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଆପଣ କେବେଠାରୁ ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଟିକେଟ୍‌ ବୁକ୍ କରିପାରିବେ?

Pathaan trailer released predicted by aniruddha guha
ରିଲିଜ୍‌ ହୋଇଛି 'ପଠାନ'ର ଦମଦାର୍ ଟ୍ରେଲର୍‌; ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ!

ଫିଲ୍ମ 'ପଠାନ'ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଏବଂ ବଲିଉଡ୍‌ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍‌’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଏହା ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି।

John Abraham says I am hindi film hero and will never do telugu or regional film
ମୁଁ ହିନ୍ଦୀ ସିନେମାର ହିରୋ, କୌଣସି ଆଞ୍ଚଳିକ ଫିଲ୍ମ କରିବି ନାହିଁ; ଜନ୍‌ ଆବ୍ରାହମ୍‌

ବର୍ତ୍ତମାନ ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ଚାଲିଛି। ବଲିଉଡ ଅଭିନେତାମାନେ ମଧ୍ୟ ସେପଟକୁ ଡେଇଁବାରେ ଲାଗିଲେଣି। ଏହା ଭିତରେ ଅନ୍ୟ ବଲିଉଡ୍‌ ଅଭିନେତାମାନଙ୍କ ପରି କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ ବୋଲି ଜନ ଆବ୍ରାହମ କହିଛନ୍ତି।

Bollywood Actor John Abraham And His Wife Priya
ଟିକା ନେବା ପରେ ବି ଅଭିନେତା ଜନ୍‌ ଓ ତାଙ୍କ ପତ୍ନୀଙ୍କୁ କରୋନା

ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଉଭୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଉଭୟ ଟିକା ନେଇଥିଲେ ଓ ଉଭୟଙ୍କ ନିକଟରେ ଅଳ୍ପ ଲକ୍ଷଣ ଥିବା  ଜନ୍‌ ସୂଚନା ଦେଇଛନ୍ତି।