ଆଜିଠୁ ଅସୁରକ୍ଷିତ ବିଲିଂଡି ଭଙ୍ଗା ଆରମ୍ଭ କଲା ପ୍ରଶାସନ । କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିିବାରୁ ଉଚ୍ଛେଦ ସ୍ଥଗିତ ।
ଫିଲ୍ମ 'ପଠାନ'ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଏବଂ ବଲିଉଡ୍ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଏହା ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି।
ମହିଳା କାକୁତି ମିନତି ହୋଇ ଛାଡ଼ିବାକୁ କହୁଥିଲେ ବି ପୋଲିସ ବାବୁ ନିଷ୍ଠୁର ଭାବେ ଲୋକଙ୍କ ସାମ୍ନାରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଗାଡ଼ି ଭିତରେ ବସାଇଲେ ।
ସବୁ କମ୍ପାନୀ ବା ବ୍ରାଣ୍ଡକୁ ଟାଇପ୍ ସି ଉପରେ ହିଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି ।
ରୁଷିଆ ପ୍ୟାସିଫିକ୍ କୋଷ୍ଟର ମାଗଦନରେ ଅବତରଣ କରିଥାନ୍ତା । କିନ୍ତୁ ହଠାତ୍ ମଝି ଆକାଶରେ ପଛ ଡୋର୍ ଖୋଲିଗଲା ।
ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ଓସ୍କାରରେ ସାମିଲ୍ ହେଇଛି ଋଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା'। ରହିଛି ଅନେକ ଆଶା। ଏହି ଫିଲ୍ମ ଫାଇନାଲ୍ ପର୍ଯ୍ୟାୟକୁ ଯିବ କି ନାହିଁ ଏହା ଦେଖିବା ବାକି ରହିଲା।
ଏବେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତାଙ୍କର ‘ଭାଷ୍କରଙ୍କ ପୁରନପାଲି ଘର’ ନାଁରେ ଏକାଧିକ ଦୋକାନ ରହିଛି ।
ଯଦି ଆପଣ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ସୀମା ସଡ଼କ ସଂଗଠନ(BRO) ରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିରେ ୫୫୦ରୁ ଅଧିକ ପୋଷ୍ଟ ଖାଲି ଅଛି।
ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ ଆମେ ସହାୟତା ମାଗିଥିଲୁ, କିନ୍ତୁ...
ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ଖାଇବା ଦ୍ୱାରା ଏହା ଆମକୁ କଣ ଫାଇଦା ଦେଇଥାଏ ।
କରୋନା କାଳରେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ପରିଶ୍ରମ ଅତୁଳନୀୟ।
୫୦ ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଛାଡି ଉଡ଼ାଣ ଭରିଲା ବିମାନ ।
ନୂଆ ବାହାଘରରେ ଅଡ଼ୁଆ ସାଜୁଛି ନିତିଦିନିଆ ଡ୍ୟୁଟି । ଏଥିପାଇଁ ଭିନ୍ନ ଢ଼ଙ୍ଗରେ ଛୁଟି ମାଗିଲେ କନେଷ୍ଟବଳ । ଏବେ ପୋଲିସ୍ ବାବୁଙ୍କ ଛୁଟି ଦରଖାସ୍ତ ଭାଇରାଲ୍ ହେଉଛି ।
ଆଡଭାଇଜରି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୫୦ ଟଙ୍କା ରହିଛି ।
ଯଦି ଆପଣ ଜୋତା ପିନ୍ଧି ଶୋଇଯାନ୍ତି, ତେବେ ଏହା ପାଦର ଶିରା ଉପରେ ଚାପ ପକାଇପାରେ ଏବଂ ହୃଦୟରେ ରକ୍ତ ପହଞ୍ଚ ପହଞ୍ଚିବାରେ ସମସ୍ୟା ହୋଇପାରେ। ଏଭଳି ପରିସ୍ଥିତିରେ ହୃତପିଣ୍ଡକୁ ପମ୍ପ୍ କରିବାରେ ଅଧିକ ଜୋର ଦେବାକୁ ପଡିବ, ଯାହା ହୃତପିଣ୍ଡକୁ କ୍ଷତି ପହଞ୍ଚାଇପାରେ।
ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ, ସଂସଦ ଭବନ । ସବୁଠି ପଶିଲେ, ଭଙ୍ଗାରୁଜା କଲେ ଆନ୍ଦୋଳନକାରୀ ।
ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା । ବୁଲା କୁକୁରର ଆକ୍ରମଣରେ ଲହୁଲୁହାଣ ହୋଇଛି ଛୋଟ ଝିଅ ।
୬୦୦ ପରିବାର ଛାଡିଲେଣି ନିଜ ଭିଟାମାଟି । ବିପଦପୂର୍ଣ୍ଣ ବଙ୍ଗଳାରେ ପ୍ରଶାସନ ମାରିଲା ଛକି ଚିହ୍ନ । ସ୍ଥିତି ଉପରେ ନଜର ରଖିଛି NDRF, SDRF ଟିମ୍ ।
ଇସ୍ରାଏଲ୍ ନାଗରିକ ଅଭିରାମ ରୋଜିନ ଭାରତରେ ଥିବା ଏକ ବନ୍ଧ୍ୟା ଜମିକୁ ସବୁଜ ଜଙ୍ଗଲରେ ପରିଣତ କରିଛନ୍ତି। ୨୦୦୦ ମସିହାରେ ଯେତେବେଳେ ସେ ଭାରତ ଗସ୍ତ କରିଥିଲେ, ସେତେବେଳେ ଜଙ୍ଗଲ ନଷ୍ଟ ହୋଇଯିବା ଦେଖି ସେ ସମ୍ପୂର୍ଣ୍ଣ ବିସ୍ମିତ ହୋଇପଡିଥିଲେ। ଏନେଇ ସେ କିଛି କରିବାକୁ ଚିନ୍ତା କରିଥିଲେ।
ଜାନୁଆରୀ ଶେଷ ସପ୍ତାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି।
ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।