• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Rahul Gandhi is looking for such a virtuous girl for maariage
ଯେତେବେଳେ ମୁଁ ଠିକ୍ ଝିଅ ପାଇଯିବି ସେତେବେଳେ ମୁଁ ବିବାହ କରିବି - ରାହୁଲ ଗାନ୍ଧୀ

ରାହୁଲ୍ ଗାନ୍ଧୀଙ୍କୁ ଏବେ ୫୨ ବର୍ଷ। ବିବାହ କରିବାକୁ ସେ ଏମିତି ଝିଅ ଖୋଜୁଛନ୍ତି। ଜାଣନ୍ତୁ ସେ କେଉଁ ଗୁଣ ଥିବା ଝିଅ ଖୋଜୁଛନ୍ତି।

Tu jhoothi main makkaar trailer out
'ତୁ ଝୁଠି ମେ ମକ୍କାର'ର ଟ୍ରେଲର୍ ଆଉଟ୍; ଦେଖିବାକୁ ମିଳିବ ଲଭ୍-କମେଡି

ରିଲିଜ୍ ହୋଇଛି 'ତୁ ଝୁଠି ମେ ମକ୍କାର'ର ଟ୍ରେଲର୍। ଫିଲ୍ମର ଟ୍ରେଲର ମଜାମସ୍ତିରେ ଭରପୂର ଥିବା ଦେଖାଯାଏ। ଉଭୟ ରଣବୀର ଏବଂ ଶ୍ରଦ୍ଧା ସେମାନଙ୍କ ଚରିତ୍ରକୁ ଖୁବ ଦୃଢତାର ସହ କରୁଥିବା ଦେଖାଯାଏ। ଉଭୟଙ୍କ ମଜାଳିଆ ଷ୍ଟାଇଲ୍ ଫିଲ୍ମକୁ ଖୁବ ମଜାଦାର କରିଦେଉଛି।

KL RAHUL
ଆଥିଆଙ୍କୁ ବାହା ହେଲେ କେ.ଏଲ୍‌ ରାହୁଲ, ଧୁମ୍‌ ଧାମ୍‌ରେ ଚାଲିଛି ସେଲିବ୍ରେସନ୍‌

ବିରାଟ-ଅନୁସ୍କା, ଯୁବରାଜ-ହେଜେଲ, ହରଭଜନ-ଗୀତା ବସ୍ରା, ଆଝାରୁଦ୍ଧିନ-ସଙ୍ଗୀତା ବିଜଲାନୀ ଭଳି ଅନେକ କ୍ରିକେଟର ଓ ଅଭିନେତ୍ରୀଙ୍କ ଯୋଡ଼ି ବିବାହ କରିଛନ୍ତି ।

Salman khan kisi ka bhai kisi ki jaan teaser out with pathaan
‘ପଠାନ୍’ ସହ ଆସିବେ ‘ଭାଇଜାନ୍’; ସଲମାନ୍ ଦର୍ଶକଙ୍କୁ ଦେଲେ ଖୁସି ଖବର

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ବଣ୍ଡିଂ ସମସ୍ତେ ଜାଣନ୍ତି। କିଛି ଦିନ ହେବ ଉଭୟ ପରସ୍ପରକୁ ପ୍ରମୋସନ କରୁଥିବା ଦେଖାଯାଏ। ‘ପଠାନ୍’ ସହ ଏବେ ‘ଭାଇଜାନ୍’ ଆସିବେ ବୋଲି ଖବର ଆସିଛି।

Gold Price Today
Gold Price Today 23rd Jan 2023: ରେକର୍ଡ ସ୍ତର ପାଖାପାଖି ସୁନା ଦର, ୫୭ ହଜାର ଉପରେ ଦାମ୍‌

ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ହୋଇଛି। ଏମିତିରେ ବି ଏବେ ବିବାହ ଋତୁ ଚାଲି ଥିବାରୁ ସୁନାର ଡିମାଣ୍ଡ ମଧ୍ୟ ରହିଛି।

Netaji Birth Anniversary
ନେତାଜୀ ରହୁଥିବା ଦ୍ୱୀପରେ ସ୍ମାରକ ନିର୍ମାଣ ଲାଗି ଶିଳାନ୍ୟାସ

ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ପରମବୀର ଚକ୍ର ବିଜେତାଙ୍କ ଲାଗି ଏହା ସଠିକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ନିଜ ମତ ରଖିଛନ୍ତି। 

Subhas Chandra Bose Jayanti 2023
ଜାଣନ୍ତୁ, କାହିଁକି ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସ ଚାକିରି ଛାଡ଼ିଥିଲେ ?

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା।

Massive Power Breakdown Hits Pakistan
ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନରେ ହାହାକାର, ୨୨ ଜିଲ୍ଲାରେ ବିଦ୍ୟୁତ୍‌ ସେବା ବନ୍ଦ

ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍‌ ବିଭ୍ରାଟ ହୋଇଛି।

Teen Kills 6 Year Old Girl For Resisting Rape
ଦୁଷ୍କର୍ମକୁ ବିରୋଧ କରିବାରୁ ୬ ବର୍ଷର ଶିଶୁକୁ ଇଟାରେ ଛେଚି ହତ୍ୟା, ମର୍ଡର ପରେ ସ୍କୁଲ୍‌ ପଳାଇଲା ଛାତ୍ର...

ଦୁଷ୍କର୍ମ ପାଇଁ ପ୍ରୟାସ ବେଳେ ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ନାବାଳକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।

Amazing herbs can cure many problems
Health Tips: ଶୀତ ଦିନରେ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ଏହି ୪ ଜିନିଷ ସେବନ କରନ୍ତୁ

ଆମ ପ୍ରତ୍ୟେକଙ୍କ ଘରେ ଏମିତି ଅନେକ ଜିନିଷ ଅଛି ଯାହା ଆଣ୍ଟି-ଭାଇରାଲ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍‌ରେ ଭରପୂର। ଏସବୁ ଅନେକ ସଂକ୍ରମଣ ରୋଗରୁ ରକ୍ଷାକରେ। ଆସନ୍ତୁ ଜାଣିବା ଆଉ ଆପଣେଇବା।

Why do we see different colours when we close our eyes
ବନ୍ଦ ଆଖିରେ କେବେ ଦେଖିଛନ୍ତି କି ବିଭିନ୍ନ ରଙ୍ଗ; ଏମିତି କାହିଁକି ହୁଏ…

ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।

IAS akshita gupta success story
୧୪ ଘଣ୍ଟା ଅଫିସ୍‌ରେ କାମ କରି ପ୍ରଥମ ଚେଷ୍ଟାରେ ହେଇଗଲେ IAS

IAS ବା IPS ପାଇବା ପାଇଁ ଅତି କମରେ ୪-୫ ବର୍ଷ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷିତା ଗୁପ୍ତା ଜଣେ। ସେ ୧୪ ଘଣ୍ଟା ଅଫିସ୍‌ରେ କାମ କରି ବି ଥରକରେ ପାଇଗଲେ IAS।

New Zealand defeat India in a penalty shootout
ନ୍ୟୁଜିଲାଣ୍ଡଠାରୁ ହାରି ବିଶ୍ୱକପରୁ ବିଦା ହେଲା ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲେନ୍ ସାମ୍। 

Harnaaz Sandhu tributes to sushmita sen lara dutt by dream gown
ସୁସ୍ମିତା ଓ ଲାରାଙ୍କୁ ଭାବପ୍ରବଣ କଲା ହର୍‌ନାଜ୍ ସାନ୍ଧୁଙ୍କ ଗାଉନ୍

ହର୍‌ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍‌ନାଜ୍‌ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।

ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ
ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ

‘ପଠାନ’କୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

Shah Rukh Khan wants to visit theatres in telugu states but only this condition
'ପଠାନ'ର ପ୍ରମୋସନ ପାଇଁ ଶାହରୁଖଙ୍କ ସର୍ତ୍ତ; ରାମ ଚରଣଙ୍କୁ କରିବାକୁ ହେବ ଏହି କାମ

ଏବେ ଶାହାରୁଖ ଖାନ ତେଲୁଗୁ ରାଜ୍ୟରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ କରୁଥିବା ଦେଖିବାକୁ ମିଳେ। ନିକଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ତେଲୁଗୁ ରାଜ୍ୟରେ 'ପଠାନ'ର ପ୍ରମୋଶନକୁ ନେଇ ଶାହରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା...

Not Actress Jacqueline Fernandez Sukesh Chandrasekhar Wanted To Date With Nora Fatehi
‘ଜ୍ୟାକଲିନ୍‌ ନୁହେଁ, ମୁଁ ତୁମକୁ ପସନ୍ଦ କରେ’, ନୋରାଙ୍କୁ ପ୍ରେମରେ ଫସାଇବା ପାଇଁ ଜାଲ ବୁଣିଥିଲା ସୁକେଶ...

ଜ୍ୟାକଲିନ୍‌ଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ସୁକେଶ ନୋରାଙ୍କ ସହ ଡେଟିଂ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ନୋରାଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲା। 

Viral Video
Video : ବିକଳ ହୋଇ ନେହୁରା ହେଉଥିଲେ ବୃଦ୍ଧ ଶିକ୍ଷକ, କିଛି ନଶୁଣି ନିଧୁର୍ମ ମାରିଲେ ଦୁଇ ପୋଲିସ୍‌ ମ୍ୟାଡମ୍‌

କି ଯୁଗ ହେଲା । ସାଇକେଲ୍‌ରୁ ଖସି ପଡ଼ିଲେ ବୃଦ୍ଧ ଶିକ୍ଷକ ! ଉଠାଇବେ କ’ଣ, ନିର୍ଧୁମ ପିଟିଲେ ପୋଲିସ୍‌ ମ୍ୟାଡମ୍‌

Man Kills Wife's Lover
ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କଲା ସ୍ୱାମୀ, ଅଖାରେ ପୁରାଇ ଅଳିଆଗଦାରେ ଫିଙ୍ଗିଦେଲେ...

ଅନ୍ୟ ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ଜାଣିବା ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସ୍ୱାମୀ। ଶେଷରେ ଯୋଜନା ମୁତାବକ ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ଓ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ।

Today Panchang
Today Panchang 22nd Jan 2023: କେଉଁ ମୁହୂର୍ତ୍ତ ହେବ ଶୁଭ,ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Taliban new rules Kabul mannequins are hooded and masked
ତାଲିବାନୀ ଶାସନରେ ମହିଳାଙ୍କୁ ବିରୋଧ: ମହିଳା ମାନେକ୍ୱିନ୍ସ ମୁହଁ ଢାଙ୍କିବା ନିର୍ଦ୍ଦେଶ

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।

 the book Exam Warriors is now available in 13 languages.
ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏଗଜାମ୍ ଓ୍ୱାରିୟର୍ସ, ଓଡ଼ିଆ ଭାଷାରେ ବି ଉପଲବ୍ଧ

ଚାପମୁକ୍ତ ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପରାମର୍ଶ ରହିଛି।

Sexual Harassment
କେବେ ହାରାସମେଣ୍ଟ, ଆଉ କେବେ ସେକ୍ସୁଆଲ୍ ଫେଭର୍ ! କ୍ରୀଡ଼ା ଜଗତକୁ କଳଙ୍କିତ କରିଛି ଯୌନ କେଳେଙ୍କାରୀ

ଅସଦାଚରଣ ଓ ଯୌନଶୋଷଣ ଅଭିଯୋଗର ଲମ୍ବା ତାଲିକା, ଅନେକ ଥର ସ୍ୱର ଉଠାଇଛନ୍ତି ନିର୍ଯାତିତ ମହିଳା ଖେଳାଳି

Shocking rats gnawed the eye of dead body
ପୋଷ୍ଟମର୍ଟମ ପାଇଁ ଥିଲା ଶବ; ଡାକ୍ତର କହିଲେ ଆଖି ଖାଇଦେଲା ମୂଷା

ମୂଷା ଶବମାନଙ୍କ ଆଖି କାଟି ନେଉଥିବା ଖବର ଆସିଛି। ପୋଷ୍ଟମର୍ଟମ ପାଇଁ ଫ୍ରିଜ୍‌ରୁ ମୃତଦେହ ବାହାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ମୃତଦେହର ଗୋଟିଏ ଆଖି ନଥିବା ଦେଖାଯାଇଛି। ପରିବାର ଲୋକ କହୁଛନ୍ତି ଚାଲିଛି ମାନବ ଅଙ୍ଗ ଚୋରା ଚାଲାଣ।