ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍ କରିଥିଲା ନ୍ୟୁଜିଲାଣ୍ଡ ।
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।
ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।
ରୋହିତ ଶର୍ମା ଏବେ ଦିନିକିଆରେ ଅଧିନାୟକ ଭାବରେ ସର୍ବାଧିକ ଟସ୍ ହାରିଥିବା ଖେଳାଳି ହୋଇସାରିଛନ୍ତି । ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଲଗାତାର ୧୨ ଥର ଟସ୍ ହାରିଥିଲେ ।
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ତ ଟେଷ୍ଟ ଶୃଙ୍ଖଳା ।
ଆଜିର ମ୍ୟାଚ ଜିତି ଉଭୟ ଦଳ ସେମିଫାଇନାଲ ନିକଟତର ହେବାକୁ ଚାହିଁବେ ନିଶ୍ଚୟ।
ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ଲଗାଇଲେ ଗିଲ୍
ଟି-ଟ୍ୱେଣ୍ଟି ସିରିଜ୍ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା।
ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ।
ନ୍ୟୁଜିଲ୍ୟାଣ୍ଡର ୱେଲିଂଟନରେ ଆଜି ଅପରାହ୍ନରୁ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା। ଭାରତୀୟ ସମୟ ଦିନ ୧୨ଟା ଓ ନ୍ୟୁଜିଲ୍ୟାଣ୍ଡ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାକୁ ଥିଲେ ହେଁ ବର୍ଷା ଛାଡ଼ି ନଥିଲା।
ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ପରସ୍ପରକୁ ଭେଟୁଛନ୍ତି । ଆଜି ୱେଲିଂଟନରେ ପ୍ରଥମ ଟ୍ୱେଣ୍ଟି-୨୦ ମୁକାବିଲା ହେବ ।