ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।
ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜାତିର ପିତାଙ୍କ ସମାଧିସ୍ଥଳରେ ବିଶ୍ୱନେତା, ରାଜଘାଟରେ ସମସ୍ତଙ୍କୁ ସ୍ୱାଗତ କଲେ ମୋଦି ..
ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
ରୂପା ଥାଳିରେ ଖାଇବେ ଖାସ୍ ଅତିଥି । ଆସନ୍ତୁ ଜାଣିବା ଆଜିର ମେନ୍ୟୁରେ କ’ଣ ରହିଛି..
ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି ।
ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ ।
ଯେଉଁ ଭାରତ ମଣ୍ଡପମ୍କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।
ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।
ନୂଆ ସଂସଦ ଭବନରେ ସ୍ଥାପନ ହେଲା ରାଜଦଣ୍ଡ ବା ସେଙ୍ଗୋଲ । ସଂସଦ ଭବନ ନିର୍ମାଣରେ ଶ୍ରମଦାନ କରିଥିବା ଓଡ଼ିଆ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପରେଡରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାମିଲ କରିବ ସ୍ଥଳସେନା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ହେବ ପ୍ରତିଫଳନ ।
ନଭେମ୍ବର ୨୩, ୨୦୨୦ରେ ଏମିତି ଏକ ଚିଠି ଲେଖି ବଞ୍ଚିବାକୁ ଗୁହାରୀ କରିଥିଲେ ଶ୍ରଦ୍ଧା ଓ୍ୱାକର୍..
ଆଜାଦ୍ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା।
ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...
ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।
ଶନିବାର ପ୍ରଧାନମନ୍ତ୍ରୀ ମୋଦି, ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗସ୍ଥିତି ତାଙ୍କ କ୍ୟାମ୍ପ ଅଫିସରେ ସମସ୍ତ ବିଭାଗର ସଚିବଙ୍କ ସହ ଦୀର୍ଘ ଚାରି ଘଣ୍ଟା ଧରି ବୈଠକ କରିଥିଲେ ।
ଭାରତକୁ ପ୍ରଥମ ଥର ପାଇଁ ନିଆଁ ଲିଭା ରୋବୋଟ ଆସିଛି । ଯାହାକି ୟୁରୋପ ମହାଦେଶରେ ବେଶ୍ ସଫଳତା ପୂର୍ବକ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରିଛି । ଏହାକୁ ଫାୟାର ଫାଇଟର ରୋବୋଟ ବୋଲି କୁହାଯାଉଛି ।
ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ବିଲୟ ହୋଇଛି। ଗତ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳୁଥିଲା।
ଦିଲ୍ଲୀ ଇଣ୍ଡିଆ ଗେଟ୍ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି। ୫୦ ବର୍ଷ ଧରି ଅନବରତ ଜଳି ଆସୁଥିବା ଦିଲ୍ଲୀର ଏହି ଐତିହାସିକ ଜ୍ୟୋତି ଏଣିକି ଜାତୀୟ ସମର ସ୍ମାରକୀରେ ବିଲୟ ହେବ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୧.୫ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପଛରେ ପାକିସ୍ତାନ ଇଣ୍ଟେଲଜେନ୍ସି ଏଜେନ୍ସି ISI(Inter-Services Intelligence)ର ହାତ ଥିବା ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ସନ୍ଦେହ କରୁଛି।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଦିଲ୍ଲୀ ପୋଲିସ୍ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।
ଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ ମିଳିଛି। କିଏ ରଖିଲା ବ୍ୟାଗ୍ ? କେଉଁଠୁ ଆସିଲା ଓ କେଉଁଠିକି ଏହି ବ୍ୟାଗ୍ ଯାଇଥାନ୍ତା ? ଏନେଇ ସ୍ପେଶାଲ୍ ସେଲ୍ ଟିମ୍ ଛାନ୍ଭିନ୍ ଆରମ୍ଭ କରିଛି।
ଦିଲ୍ଲୀରେ ସଂକ୍ରମଣକୁ ଦେଖି ଆଗୁଆ ପ୍ରସ୍ତୁତ ହେଲାଣି ଓଡ଼ିଶା। କୋଭିଡ୍ ଗାଇଡଲାଇନ କିପରି କଡ଼ାକଡ଼ି ପାଳନ କରାଯିବ, ଏନେଇ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।