ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।
ଶନିବାର ଦିନ ୧୧.୫୨ ମିନିଟ୍ରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୮ଟି ବଗି ଟ୍ରାକରୁ ଲାଇନଚ୍ୟୁତ୍ ହୋଇଛି।
ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ମୋଦି, ଶାହା, ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର ।
ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ଓ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।
କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ ।
ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।
ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜାତିର ପିତାଙ୍କ ସମାଧିସ୍ଥଳରେ ବିଶ୍ୱନେତା, ରାଜଘାଟରେ ସମସ୍ତଙ୍କୁ ସ୍ୱାଗତ କଲେ ମୋଦି ..
ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
ରୂପା ଥାଳିରେ ଖାଇବେ ଖାସ୍ ଅତିଥି । ଆସନ୍ତୁ ଜାଣିବା ଆଜିର ମେନ୍ୟୁରେ କ’ଣ ରହିଛି..
ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି ।
ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ ।
ଯେଉଁ ଭାରତ ମଣ୍ଡପମ୍କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।
ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।
ନୂଆ ସଂସଦ ଭବନରେ ସ୍ଥାପନ ହେଲା ରାଜଦଣ୍ଡ ବା ସେଙ୍ଗୋଲ । ସଂସଦ ଭବନ ନିର୍ମାଣରେ ଶ୍ରମଦାନ କରିଥିବା ଓଡ଼ିଆ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପରେଡରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାମିଲ କରିବ ସ୍ଥଳସେନା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ହେବ ପ୍ରତିଫଳନ ।
ନଭେମ୍ବର ୨୩, ୨୦୨୦ରେ ଏମିତି ଏକ ଚିଠି ଲେଖି ବଞ୍ଚିବାକୁ ଗୁହାରୀ କରିଥିଲେ ଶ୍ରଦ୍ଧା ଓ୍ୱାକର୍..
ଆଜାଦ୍ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା।
ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...
ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।
ଶନିବାର ପ୍ରଧାନମନ୍ତ୍ରୀ ମୋଦି, ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗସ୍ଥିତି ତାଙ୍କ କ୍ୟାମ୍ପ ଅଫିସରେ ସମସ୍ତ ବିଭାଗର ସଚିବଙ୍କ ସହ ଦୀର୍ଘ ଚାରି ଘଣ୍ଟା ଧରି ବୈଠକ କରିଥିଲେ ।
ଭାରତକୁ ପ୍ରଥମ ଥର ପାଇଁ ନିଆଁ ଲିଭା ରୋବୋଟ ଆସିଛି । ଯାହାକି ୟୁରୋପ ମହାଦେଶରେ ବେଶ୍ ସଫଳତା ପୂର୍ବକ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରିଛି । ଏହାକୁ ଫାୟାର ଫାଇଟର ରୋବୋଟ ବୋଲି କୁହାଯାଉଛି ।