• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fashion Show

Deepika Padukone at Louis vuitton fall winter 2025 show
Deepika Padukone: ଗ୍ଲାମରସ୍ ଲୁକ୍ ସହିତ ସାରା ବିଶ୍ୱକୁ ଚମକାଇଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ତାଙ୍କ ଚମତ୍କାର ଫ୍ୟାଶନ ସେନ୍ସ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ୟାରିସରେ ଆୟୋଜିତ ଲୁଇ ଭ୍ୟୁଟନ୍ ଫଲ୍ / ୱିଣ୍ଟର ୨୦୨୫ ଫ୍ୟାଶନ୍ ସୋ’ରେ ଦୀପିକା ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କର ଗ୍ଲାମରସ୍ ଲୁକ୍ ସହିତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି।

Why models don’t smile and make straight face during ramp walk
Model: ମଡେଲ୍‌ମାନେ ରାମ୍ପରେ ଚାଲିବା ବେଳେ କାହିଁକି ହସନ୍ତି ନାହିଁ

ଆପଣ ନିଶ୍ଚିତ ଭାବରେ ଟିଭିରେ କିମ୍ବା ବାସ୍ତବରେ ଏକ ଫ୍ୟାଶନ୍ ଶୋ’ ଦେଖିଥିବେ। ମଡେଲମାନେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥିବା ବେଳେ, ସମସ୍ତଙ୍କ ମଧ୍ୟରେ କିନ୍ତୁ ଗୋଟିଏ ଜିନିଷ ସାଧାରଣ ଥାଏ, ତାହା ହେଉଛି ସେମାନଙ୍କ ମୁହଁର ଅଭିବ୍ୟକ୍ତି। ଆପଣ ଲକ୍ଷ୍ୟ କରିବେ ଯେ ରାମ୍ପ୍‌ ଚାଲୁଥିବା ପ୍ରାୟ ସମସ୍ତ ମଡେଲ୍ କେବେ ହସନ୍ତି ନାହିଁ। ଜାଣନ୍ତୁ ଏହା ପଛର କାରଣ କ’ଣ…

American rapper Doja with 30000 swarovski crystals
୩୦ ହଜାର ସ୍ପଟିକ ମଣିରେ ସଜ୍ଜେଇ ହେଲେ ଆମେରିକାନ୍ ରାପର୍

ନିକଟରେ 'ପ୍ୟାରିସ୍ ଫ୍ୟାଶନ ୱିକ୍' ୨୦୨୩ ରେ ସେମିତି କିଛି ଦେଖିବାକୁ ମିଳିଥିଲା। ଏଥିରେ, ମଡେଲ ଡୋଜା କ୍ୟାଟ୍‌ଙ୍କ ଲାଲ୍ ଅବତାର ଲୋକଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେମାନଙ୍କ ଆଖି ଲାଖିଯାଇଥିଲା। ଡୋଜା ୩୦ ହଜାର ସ୍ୱାରୋଭସ୍କି ସ୍ଫଟିକ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ।

Kinner Fashion Show
କିନ୍ନରଙ୍କ ଫ୍ୟାଶନ ଶୋ ! ୫୦ କିନ୍ନର ଚାଲିଲେ ରାମ୍ପରେ, ଦର୍ଶକଙ୍କ ହୃଦୟ ଜିଣିଲେ

କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।

Fashion Show in Surat
ରାମ୍ପରେ ଚାଲିଲେ ବୟସ୍କ ପୁରୁଷ ଓ ମହିଳା

ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍‌ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ