ଏଇ ମାଟି କୁଣ୍ଡିରେ ଟଙ୍କାଟିଏ ଦିଅ.. ଡାକ୍ତରଙ୍କୁ ଦେହ ଦେଖାଇ ଔଷଧ ନେଇ ଘରକୁ ଯାଅ..
ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ମିଳିଛି। ସେହି କଲେଜ୍ରେ ବାପା ପିଅନ ଭାବେ କାମ କରନ୍ତି।
ଅନେକ ଲୋକ ତ ଥଟ୍ଟା ତାମସାର ଶିକାର ହୋଇଥାନ୍ତି। ଏନେଇ କେହି ଭାଙ୍ଗିପଡୁଥିବା ବେଳେ କେହି ଏହାକୁ ଭୁଲିଯାଆନ୍ତି। କିନ୍ତୁ ପ୍ରିୟଙ୍କା ଶୁକ୍ଲା ଏହାକୁ ନିଜ ହୃଦୟକୁ ନେଇଗଲେ ଆଉ କଲେକ୍ଟର୍ ହେବା ନେଇ ଲକ୍ଷ୍ୟ ସ୍ଥିର କରିନେଲେ। ଜାଣନ୍ତୁ କ’ଣ ହେଲା…
ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମା-ଝିଅ ସାଜିଲେ କମ୍ପିଟେଟର୍। ଉଭୟ ମଧ୍ୟ ପାଇଲେ ସଫଳତା। ଦୁହେଁ ଏବେ ସବ୍-ଇନ୍ସପେକ୍ଟର ହୋଇ ସେବା କରିବେ।
ଚିତ୍ରକଳାକୁ ନିଜ ଜୀବନରେ ଲକ୍ଷ୍ୟ ସଜେଇ ସେ ଏବେ କଟକରେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ।