ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।
ଦେଶରେ ଏବେ ଓସ୍କାରକୁ ନେଇ ଆଲୋଚନା ଜୋର ଧରିଛି। ୫ଟି ଭାରତୀୟ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସ୍ଥାନିତ ହୋଇଛି। ଆସନ୍ତୁ ଜାଣିବା ଏସବୁ ଫିଲ୍ମଗୁଡିକ କ’ଣ…
ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍ ସିଂ’ ଓସ୍କାର ୨୦୨୨’ ପାଇଁ ମନୋନୀତ ହୋଇଛି । ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ ଓ ବିକି କୌଶଲ ନିଜର ଖୁସି ଜାହିର କରିଛନ୍ତି ।