• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର,ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି - ୩ୟା ଦିବା ୦୩.୨୨ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ରାତ୍ରି ୦୯.୫୮ ଗତେ ୨ ପାଦ ।

ଶୁଭ ସମୟ:

ଦିବା ୦୯.୧୩ ରୁ ୧୦.୫୨

ଦିବା ୦୧.୦୪ ରୁ ୦୧.୨୧

ଦିବା ୦୪.୦୭ ରୁ ୦୪.୪୫

ସନ୍ଧ୍ୟା ୦୫.୨୯ ରୁ ୦୬.୨୧

ରାତ୍ରି ୦୨.୦୮ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଆପଣଙ୍କ ବଗିଚାରେ ଏହିସବୁ ଗଛ ଲଗାନ୍ତୁ; ମିଳିବ ଶୁଭ ଫଳ

ଅଶୁଭ ସମୟ:

ଋାହୁକାଳ - ଦିବା ୦୨.୪୪ ରୁ ୦୪.୦୭

କାଳବେଳା – ଦିବା ୦୧.୨୧ ରୁ ୦୨.୪୪

ବାରବେଳା – ପ୍ରାତଃ ୦୭.୫୦ ରୁ ୦୯.୧୩

କାଳରାତ୍ରି – ସନ୍ଧ୍ୟା ୦୭.୦୭ ରୁ ୦୮.୪୪