ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍ କମ୍ପାନୀ ପକ୍ଷରୁ ଅନେକ କାର୍କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।
ପ୍ରଥମ ଭାରତୀୟ ସିନେମା ଭାବେ ପାଇଛି ପୁରସ୍କାର । ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଦି ଏଲିଫ୍ୟାଣ୍ଟ ହୁଇସପର୍ସକୁ ଓସ୍କାର ।
କାହକିଁ RRR ଟିମକୁ ପଛ ସିଟ୍ରେ ବସିବାକୁ ଦିଆଗଲା ? ପ୍ରଶଂସକମାନେ ଏହାକୁ ଅପମାନ ବୋଲି କହୁଛନ୍ତି ।
ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଓସ୍କାର ଲୁକ୍କୁ ପ୍ରଶଂସା କରିବା ପାଇଁ ଆଲିଆ ଭଟ୍ଟ, ନେହା ଧୁପିଆ ଏବଂ ସାମନ୍ଥା ପ୍ରଭୁ ରୁଥ୍ କୌଣସି ବି ମୌକା ଛାଡି ନାହାଁନ୍ତି। କଙ୍ଗନାଙ୍କ ପ୍ରଶଂସା ଭାଇରାଲ୍ ହେବାରେ ଲାଗିଛି।
ତେଲୁଗୁ ସିନେମା ଜଗତର ଦୁଇ ବଡ଼ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣଙ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା ‘ନାଟୁ ନାଟୁ’। ଉଭୟେ ଷ୍ଟାର ଏକ ସେ ବଢ଼କର ଏକ ଡାନ୍ସର। ଏମାନଙ୍କୁ ଏକାଠି ପରଦାରେ ନଚାଇବାକୁ ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ ରାଜାମୌଲି।
ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।
ବିଶ୍ୱ ଦରବାରରେ ଚମକିଲା ଫିଲ୍ମ ‘RRR’। ‘ନାଟୁ ନାଟୁ’ ଗୀତକୁ ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ ମିଳିଛି।
‘ଦ କାଶ୍ମୀର ଫାଇଲ୍ସ’ର ଦବ୍ଦବା ଏବେ ସୁଦ୍ଧା ଦର୍ଶକଙ୍କ ମନରୁ ଯାଇନି। କିନ୍ତି ଏହାରି ଭିତରେ ପରଦାକୁ ଆସିଗଲାଣି ‘ଆର୍ଆର୍ଆର୍’। ଏହା କ’ଣ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଭାରୀ ପଡିବ କି?