• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rehearsals

Full dress rehearsal
ବିଶ୍ୱ ଦେଖିବ ଭାରତର ଶକ୍ତି ଓ ସାମର୍ଥ୍ୟ : ପ୍ରସ୍ତୁତ ରହିଛି ନୂଆଦିଲ୍ଲୀର କର୍ତ୍ତବ୍ୟପଥ

ବୀରତ୍ୱ ଓ ଶୌର୍ଯ୍ୟର ପ୍ରଦର୍ଶନ କରିବ ସେନା । ଆଉ ଗୋଟିଏ ଦିନ ପରେ ୭୪ତମ ସାଧାରଣତନ୍ତ୍ର ଦିବସ ।

Full dress rehearsal of RD Parade
ରାଜଧାନୀରେ ଯବାନଙ୍କ ଫୁଲ୍‌ଡ୍ରେସ୍‌ ପରେଡ୍

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ନୂଆଦିଲ୍ଲୀ । ଆଜି ଯବାନ୍‌ମାନେ ରାଜପଥରେ ଫୁଲ୍‌ଡ୍ରେସ୍‌ ପରେଡ୍ ପ୍ରଦର୍ଶନ କରିଛନ୍ତି ।

Republic Day Parade
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯବାନଙ୍କ ଜୋରଦାର ରିହର୍ସଲ, ଦେଖନ୍ତୁ ଏହାର କିଛି ଝଲକ..

୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ

Republic Day Parade
ସ୍ୱତନ୍ତ୍ର ହେବ ଏବର୍ଷ ସାଧାରଣତନ୍ତ୍ର ଦିବସ: ଫ୍ଲାଏପାଷ୍ଟ କରିବେ ୭୫ଟି ବାୟୁଯାନ

ବେସ୍ ଜୋରସୋର୍‌ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍‌ର ବିନାଶ ଫର୍ମେସନ୍ ।

Republic Day
ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡ୍ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି

ପାଖେଇ ଆସୁଛି ଗଣତନ୍ତ୍ର ଦିବସ ତଥା ସାଧାରରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳୁଛି ପ୍ରତିରକ୍ଷା ବାହିନୀଙ୍କ ପରେଡ୍ ଅଭ୍ୟାସ