ମହିଳା ଜଣକ କକ୍ପିଟ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।
EOW କବ୍ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।
ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।
ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସିଜନ୍ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍ଦାର୍ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ
ଆଜି ମହାଶିବରାତ୍ରୀ। ଦେବଦେବ ମହାଦେବଙ୍କ ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।
ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।
ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।
ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ବ୍ରଡ୍କାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଦେଖନ୍ତୁ…
ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।
କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍ମାନିଆ' ପରଦାକୁ ଆସିଛି। ‘ପଠାନ୍’ ସହ ଏହାର କଡ଼ା ଟକ୍କର ହେବ। ଏବେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବନି ତ…
ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ଆଲିଆ ଭଟ୍ଟ ଆରମ୍ଭ କରିଛନ୍ତି ନୂଆ ବ୍ରାଣ୍ଡ୍। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଏହାର ଚାହିଦା ବଢିଚାଲିଛି। ସେ ଏହାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚକ୍କରରେ ଛାଡିଦେବେନି ତ ବଲିଉଡ୍…
ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି ଯୁବକ । ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୮୦୦ ଟଙ୍କା ରହିଛି ।
ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ କେମିତି ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ ଯାଉଛନ୍ତି।
ମୁମ୍ବାଇରେ ଏକ କ୍ଲବ୍ରେ ସେଲ୍ଫି ଉଠାଇବାକୁ ନେଇ ବିବାଦ ପରେ ପୃଥିବୀ ଶ’ଙ୍କୁ ମାର୍ପିଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନେ ପୃଥିବୀ ଶ’ଙ୍କ ସହ ଅସଦାଚରଣ କରିଥିଲେ।
ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।
ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।
ଗୁଗଲ୍, ଆଡୋବ, ପେପ୍ସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଭାରତୀୟ। YouTubeର ସିଇଓ ସୁସାନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ୍ ମୋହନ ପରବର୍ତ୍ତୀ ସିଇଓ ହେବେ।
ଆଉ ୧୨ ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ଜାତୀୟ ଉଦ୍ୟାନ । ଅଭିଯାନ ସଫଳ ହେଲେ ୨୦କୁ ବୃଦ୍ଧି ପାଇବ ଭାରତରେ ଚିତାଙ୍କ ସଂଖ୍ୟା ।
ତୈଳଦରରେ ରେକର୍ଡ ବୃଦ୍ଧି ପାକିସ୍ତାନବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଆହୁରି ଦୋହଲାଇ ଦେଇଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ି ୨୭୨ ଟଙ୍କାରେ ପହଞ୍ଚିଛି ।
ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । ହେଲେ ପୋଲିସ ନଜରରୁ ସେ ଖସିପାରିନଥିଲା। ଖାଲି ଖସିନଥିଲା ତାହା ନୁହେଁ ବରଂ ଜହ୍ଲାଦ ପ୍ରେମିକକୁ ଗିରଫ କରିଛି ପୋଲିସ୍।
ଘଟଣାକୁ ନେଇ ଡାକ୍ତର କଲେ ବଡ଼ ଖୁଲାସା । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସତରେ ଏମିତି କ’ଣ ଜଣେ ମହିଳାଙ୍କ ସହ ହୋଇଥାଏ ?
ଜାଣନ୍ତୁ ଆବେଦନ ପ୍ରକ୍ରିୟା, ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା