କିମ୍ ଜୋଙ୍ଗଙ୍କ ବିଚିତ୍ରତା ସହିତ ତାଙ୍କ ଟ୍ରେନ୍କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ତାଙ୍କର ସ୍ୱତନ୍ତ୍ର ଟ୍ରେନ୍କୁ ଏହାର କଡା ସୁରକ୍ଷା ହେତୁ ଚଳପ୍ରଚଳ ଦୁର୍ଗ ମଧ୍ୟ କୁହାଯାଏ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏଥିରେ ନିଯୁକ୍ତି ପାଆନ୍ତି କମ ବୟସର କୁମାରୀ ଝିଅ।
ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ଉତ୍ତର କୋରିଆରୁ ଆସିଛି ତାନାଶାହା ଶାସନର ଆଉ ଏକ ନମୁନା। ପିଲାମାନଙ୍କ କ୍ରୁର ନାଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୋମା’ ‘ବନ୍ଧୁକ’ ଆଦି ନାଁ ରଖିବାକୁ କୁହାଯାଇଛି। ନିୟମ ନ ମାନିଲେ ଦିଆଯିବ ଦଣ୍ଡ।
କିମ୍ଙ୍କ ବର୍ବରତା। ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଟିଲାନି ଫୁଲ...ରାଗି ଗଲେ କିମ୍। ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ। ଅଖିଆପିଆ ବଗିଚାରେ ଖଟୁଛନ୍ତି ମାଳି…
ଉତ୍ତର କୋରିଆରେ ଖାଦ୍ୟ ପାଇଁ ହାହାକାର । ସେଠାରେ ଦେଖା ଦେଇଛି ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର ।
ପ୍ୟୋଙ୍ଗୟାଙ୍ଗ: କରୋନା ମହାମାରୀ ଏବଂ ପ୍ରତିବନ୍ଧକ ଯୋଗୁଁ ଉତ୍ତର କୋରିଆର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳିସ୍ଥିତିରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ।…