• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Resignation

Nabin Chandra Narayan Das
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ।

Former Minister Premananda Nayak
ବିଜେଡିକୁ ଝଟକା: ଖୋଲୁଛି ଦଳୀୟ କନ୍ଦଳର ଗୁମର

ବିଜେଡିରେ ଖୋଲୁଛି ଦଳୀୟ କନ୍ଦଳ। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା।ଲ ତେଲକୋଇ ବିଧାୟକ ଦେଲେ ଦଳରୁ ଇସ୍ତଫା.

Former Minister Premananda Nayak
ନବୀନଙ୍କ ଦେଖା ମିଳୁନି, ଦଳରେ ଥାଇ ଲାଭ କ’ଣ ? ନିର୍ବାଚନୀ ବର୍ଷରେ ଦଳ ଛାଡୁଛନ୍ତି ପୁରୁଖା ନେତା

ବିଜେଡିକୁ ଝଟକା। ଖୋଲୁଛି ଦଳୀୟ କନ୍ଦଳ ଗୁମର। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦେଲେ ଦଳରୁ ଇସ୍ତଫା।

CM Biren Singh
ଇସ୍ତଫା ଦେଲେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ

ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ।

Bikram Keshari Arukh
ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ ।

Chetan Sharma
BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।

Boris Johnson
୪୦ ମନ୍ତ୍ରୀଙ୍କ ଇସ୍ତଫା ପରେ ବଢ଼ିଲା ଅଡ଼ୁଆ, ଇସ୍ତଫା ଦେବେ ବୋରିସ୍‌ !

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

minister dibya sankar
ମନ୍ତ୍ରୀଙ୍କ ସହ ଚାଲି ଗଲେ, କହିଲେ ଇସ୍ତଫା ଦିଅ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରା ମାମଲାରେ ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ..

Tara Prasad Bahinipati
ସସ୍‌ପେଣ୍ଡ ପୂର୍ବରୁ ଦଳ ଛାଡ଼ିଲେ ପ୍ରଦୀପ ମାଝୀ : ତାରା

କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍‌ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା।

Mass Resignation
ଏକାସଙ୍ଗେ ଇସ୍ତଫା ଦେଲେ ବିଜେପିର ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ।