ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା।
୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାନଯାଉ। ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି।
ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?
ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ୨ ଦିନ ପରେ ବର-କନ୍ୟାଙ୍କ ମୃତ ଦେହ ମିଳିଛି। ମଙ୍ଗଳବାର ରାତିରେ ଏନେଇ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବାର ଥିଲା। ଏହା ପୂର୍ବରୁ ଏମିତି ଦୁଃଖଦ ଘଟଣା ଘଟିଯାଇଛି।
IIMରେ ଅଧ୍ୟାପକ ପଦ ପାଇଁ ପ୍ରାର୍ଥୀ ନିଯୁକ୍ତ କରିବ। ଏ କ୍ଷେତ୍ରରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହାର ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ପଢନ୍ତୁ।
ଗତ ବର୍ଷ ଠାରୁ ମହିଳା ଜଣକ ଅବଦୁଲ ହୁସେନ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଗତ ମଙ୍ଗଳବାର ଉଭୟ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ପିଲାଟିକୁ ସାଙ୍ଗରେ ନେବାକୁ ପ୍ରେମିକ ହୁସେନ ମନା କରିଦେଥିଲା । ଫଳରେ ଉଭୟ ଛୋଟ ପୁଅଟିକୁ ପିଟିପିଟି ହତ୍ୟା କରିଥିଲେ ।
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ତେବେ ଆସନ୍ତୁ ନୂଆ ମେୟରଙ୍କ ବିଷୟରେ ଜାଣିନେବା।
ସାମ୍ନାକୁ ଆସିଛି ଏକ ଭିନ୍ନ ଧରଣାର ପ୍ରେମ କାହାଣୀ। ଭାଉଜ-ନଣନ୍ଦଙ୍କ ଅଦ୍ଭୁତ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାନ ନଣନ୍ଦର ପ୍ରେମରେ ପଡିଗଲେ ଭାଉଜ। ହୋଇଗଲେ ବାହା। ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରି ରହୁଛନ୍ତି।
ଫ୍ରାନ୍ସର ବାସିନ୍ଦା ଏରିକ୍ ଏବଂ ଗ୍ରେବିୟଲଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ରାଜସ୍ଥାନର ଟୁରିଷ୍ଟ୍ ଗାଇଡ୍ଙ୍କ ଏମାନେ ସଂପର୍କୀୟ। ଦମ୍ପତିଙ୍କ ବୟସ ୬୦ ରୁ ଅଧିକ ହେବ । ଉଭୟ ବିବାହ କରିବା ପରେ ପିଲା ବି ଅଛନ୍ତି। ବିଦେଶରେ ଏମାନେ ବେଶ୍ ହସଖୁସିରେ ବି ରହୁଥିଲେ। ଏମିତିକି ଉଭୟ ତିନିଥର ଭାରତ ଭ୍ରମଣରେ ବି ଆସିଛନ୍ତି। କାଶୀବିଶ୍ୱନାଥ ସହ ଅନେକ ଧାର୍ମିକ ସ୍ଥାନରେ ସେମାନେ ରହିଛନ୍ତି। ଆଉ ଅତି ପାଖରୁ ଭାରତର ସଂସ୍କୃତି ଓ ପରମ୍ପରାକୁ ଦେଖିଛନ୍ତି।
ବଲିଉଡ୍ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-
ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର ହୁଏ ସେତିକି ଟଙ୍କାରେ ଏବେ ମର୍ସିଡିଜ୍ ଗାଡି କିଣିଛନ୍ତି ପ୍ରଫୁଲ୍ଲ।
କେହି କୁଆଡ଼େ ନଥିଲେ, ହଠାତ୍ ପହଞ୍ଚିଲେ କିଛି ଲୋକ ଆଉ ଆଖିବୁଜା ଗୁଳିମାଡ଼ କଲେ। କେହି କିଛି ବୁଝିବା ଆଗରୁ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଲୋଟିପଡ଼ିଲେ ଜଣେ ଯୁବକ।
ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍ ଦେଇ ନିଆଁ ଲଗାଯାଉଛି। ଆଉ ଏମିତି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ବର ଓ କନ୍ୟା ପକ୍ଷ ବି ଖୁସିରେ ଗଦଗଦ
ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି ଦେଖାଶୁଣା । ଏଇ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।
ରେଳ ମନ୍ତ୍ରାଳୟରୁ ହଟିବାକୁ ଯାଉଛି ଭିଭିଆଇପି ସଂସ୍କୃତି। ବିଭାଗର କୌଣସି ଅଧିକାରୀଙ୍କ ଅଫିସ ଟେବୁଲ୍ ଉପରେ ଆଉ କଲିଂବେଲ୍ ବା ଘଣ୍ଟି ରହିବନି।
ଅଫିସ୍ରୁ ଛୁଟି ଚାହୁଁଛନ୍ତି କିନ୍ତୁ ମିଳୁନି... ବସ୍ଙ୍କୁ ଛୁଟି ମାଗିବାକୁ ଭୟ ଲାଗୁଛି… ଆପଣାନ୍ତୁ ଏହି ଟିପ୍ସ… ମିଳିଯିବ ଛୁଟି।
ଦେଖି ନଥିବେ ଏମିତି ଦୃଶ୍ୟ। ଏକ ଭିଡିଓରେ ବୋହୂ ଏବଂ ଶଶୁରଙ୍କ ଏକ ସୁନ୍ଦର ଯୋଡି ଦେଖିବାକୁ ମିଳୁଛି। ଶଶୁର ଏବଂ ବୋହୂଙ୍କ ଯୋଡି ଏକ ଗୀତରେ ଜମେଇକି ନାଚୁଛନ୍ତି। ଭାଇରାଲ୍ ହେଉଛି ଏହି ଭିଡିଓ…
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଥରେ ଭାବନ୍ତୁ ତ, ଆପଣ ରାତିରେ ଶୋଇଥିବେ ଏବଂ ଯେତେବେଳେ ସକାଳେ ଉଠିବେ ଦେଖିବେ ଯେ ଆପଣଙ୍କ ଶରୀରର କୌଣସି ଏକ ଅଂଗ ନାହିଁ; ତେବେ କେମିତି ଲାଗିବ? ଏମିତି ଏକ ଘଟଣା ଜଣେ ୨୧ ବର୍ଷର ଯୁବକଙ୍କ ସହିତ ହେଇଛି।
ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧୀନରେ ଏନଫୋର୍ସମେଣ୍ଟ୍ ଅଫିସର୍ ତଥା ଆସିଷ୍ଟାଣ୍ଟ କମିଶନର(AO)ରେ ୫୭୭ ପଦବୀ ପୂରଣ ହେବ।
ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।
ଦାଦା ସାହେବ ଫାଲ୍କେ ପୁରସ୍କାର ତାଲିକାକୁ ଗ୍ରହଣ କରିପାରି ନାହାନ୍ତି ପଙ୍ଗା ଗାର୍ଲ କଙ୍ଗନା ରାଣାୱତ। ସେ ଏହି ତାଲିକାକୁ ନାକଚ କରିଛନ୍ତି ଆଉ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି। ଜାଣନ୍ତୁ ତାଙ୍କ ତାଲିକାରେ କେଉଁମାନେ ଉପଯୁକ୍ତ କଳାକାର।
ଆୟୋଜିତ ହୋଇଯାଇଛି ‘ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’। ଅନେକ କଳାକାର ଓ ଫିଲ୍ମକୁ ଏଥିରେ ପୁରସ୍କୃତ କରାଯାଇଛି। ଆସନ୍ତୁ ଜାଣିବା କିଏ କ’ଣ ପାଇଛନ୍ତି।
ଦୁଇ ସାଙ୍ଗ ଯୁବତୀ ଜଣଙ୍କୁ ଘରକୁ ଡାକିଥିଲେ । ଘରକୁ ଡାକିବା ପରେ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ । ଆଉ ମଦ୍ୟପାନ କରିସାରିବା ପରେ ଜୋରଜବରଦସ୍ତ ଦୁଇ ବନ୍ଧୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।
ସେମିଷ୍ଟାର୍ର ଫଳାଫଳ ଜୁଲାଇ ୨୦୨୨ରେ ଆସିଥିଲା। ଛାତ୍ରଙ୍କୁ ଏଯାଏ ମିଳିଲା ନାହିଁ ମାର୍କସିଟ୍। ରାଗିଗଲେ ଛାତ୍ର। ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ।