ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।
ଏତେ ଦିନ ପରେ ଜୀବନକୁ ନେଇ ଆଶ୍ଚର୍ଯ୍ୟ ଚକିତ ଉଦ୍ଧାରକାରୀ ଦଳ ।
ଭାରତୀୟ ନୌସେନା ଟ୍ରେଡ୍ସମ୍ୟାନ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ମୋଟ ପୋଷ୍ଟ ସଂଖ୍ୟା ହେଉଛି ୨୪୮।
ଆସୁଛି ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସଙ୍କ ଆକ୍ସନ୍ ଫିଲ୍ମ ‘ସାଲାର୍’। ଏହାକୁ ମଧ୍ୟ ‘ବାହୁବଲୀ’ ଫର୍ମାଟ୍ରେ ରିଲିଜ୍ କରାଯିବ ବୋଲି ଖବର ଆସିଛି। ଜାଣନ୍ତୁ କେବେ ହେବ ରିଲିଜ୍।
ବର୍ତ୍ତମାନ ଶିଶୁଟିକୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି
‘ପଠାନ୍’କୁ ନେଇ ଶାହରୁଖ ଖାନ ଏବେ ପ୍ରଶଂସକଙ୍କର ପ୍ରିୟ ହୋଇଯାଇଛନ୍ତି। ଏବେ ବି ଅନେକ ହଲ୍ରେ ‘ପଠାନ୍’ ଚାଲିଛି। ଏହାରି ଭିତରେ ‘ପଠାନ’ରେ ଶାହରୁଖଙ୍କ ଲୁକ୍ ଓ ୮ ପ୍ୟାକ୍ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା କ’ଣ ନକଲି ?...
‘ବୟଫ୍ରେଣ୍ଡ୍ ଅନ୍ ରେଣ୍ଟ୍’...ତା’ବି ପୁଣି ଭାଲେଣ୍ଟାଇନ୍ ଡେ’ରେ। ସୋସିଆଲ୍ ମିଡିଆରେ ଏମିତି ଏକ ପୋଷ୍ଟ ଭାଇରାଲ୍ ହେଉଛି, ଯାହା ସମସ୍ତଙ୍କୁ ତାଜୁବ କରିଛି।
ସ୍କୁଲରୁ ଆଣିବା ବେଳେ କରିଥିଲା ଦୁର୍ବ୍ୟବହାର
ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଗୋଡ଼ ଖସି ଯିବାରୁ ଜଣେ ୧୫ ବର୍ଷୀୟ ବାଳକ ଲିଫ୍ଟରେ ଚାପି ହୋଇ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ମୃତକଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରର ଜଣେ କର୍ମଚାରୀ ତାଙ୍କ ପୁଅକୁ ଠେଲି ଦେଇଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୫୦ ଟଙ୍କା ରହିଛି ।
ହସ୍ପିଟାଲର ସ୍କାନିଂ ରୁମ୍ରେ ଫୁଟିଲା ଗୁଳି; ଚାଲିଗଲା ଓକିଲଙ୍କ ଜୀବନ
ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରେଡିଓ ହେଉଛି ଜନ ଯୋଗାଯୋଗର ଏକ ମାଧ୍ୟମ, ଯାହା ମାଧ୍ୟମରେ ବର୍ତ୍ତମାନ ବି ଅନେକ ଲୋକଙ୍କୁ ବାର୍ତ୍ତା ପହଞ୍ଚାଯାଉଛି। ବର୍ତ୍ତମାନ ଭାରତରେ ୨୧୪ କମ୍ୟୁନିଟି ରେଡିଓ ପ୍ରସାରଣ କେନ୍ଦ୍ର ଅଛି।
ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।
ଏମିତି କିଛି କିଛି ଜାଗା ଅଛି ଯାହାର ପ୍ରଥା ଓ ପରମ୍ପରା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଯେମିତି କି କେଉଁ ଜାଗାର ଖାଦ୍ୟ ଅଜବ ହୋଇଥାଏ ତ ପୁଣି କେଉଁ ଜାଗାର ପୋଷାକ ଆଶ୍ଚର୍ଯ୍ୟ କରିଥାଏ। ଏମିତି ବି ଏକ ଗାଁ ଅଛି ଯେଉଁଠି ଲୋକେ କିଛି ବି ପିନ୍ଧନ୍ତି ନାହିଁ।
ଦେଶ ସ୍ୱାଧୀନତା ହେବା ପରେ ସମ୍ବିଧାନ ସଭାରେ ଦେଶର ନାମ ନେଇ ପ୍ରଶ୍ନ ଉଠିଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହେବାକୁ ଯାଉଥିବା ଏ ଦେଶର ନାମ କ’ଣ ରଖାଯିବ। ସମ୍ବିଧାନ ସଭାରେ ଭାରତ, ହିନ୍ଦୁସ୍ତାନ, ହିନ୍ଦ୍ ଏବଂ ଇଣ୍ଡିଆ ଭଳି ନାମ ବାବଦରେ ଅନେକ ଆଲୋଚନା ହେଲା।
ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।
ଜାଣିରଖନ୍ତୁ ମହାଦେବଙ୍କୁ କେମିତି କରିବେ ପ୍ରସନ୍ନ ?
ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।