ଭଗ୍ନାବଶେଷ ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍।
ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…
ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସ
ଚଳିତ ବର୍ଷ ମହାଶିବରାତ୍ରୀ ଶନିବାର ପଡୁଛି। ଏହି ଦିନ ଶନି ବ୍ରତ ଯୋଗୁଁ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇପାରନ୍ତି। ଭଗବାନ ଶିବଙ୍କୁ ପୂଜା କରି ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିପାରେ। ଜାଣନ୍ତୁ କିପରି କରିବେ ଉଭୟ ଶନି ଓ ଶିବଙ୍କୁ ସନ୍ତୁଷ୍ଟ।
ଶାହୀଦ କପୁର ଓ ଶହନାଜ ଗିଲ୍ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…
ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
Indian Bank ରେ SO ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ। ଦରମା ୮୦ ହଜାରରୁ ଅଧିକ ରହିଛି।
କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା। କିଆରାଙ୍କ ମଙ୍ଗଳସୂତ୍ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୯୦ ଦଶକରେ ତାଙ୍କର ସୁନ୍ଦର ଚେହେରା ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଫରଦ୍ଦିନ ଖାନ୍। କିନ୍ତୁ ତା’ପରେ ହଠାତ୍ ସେ ଚଳଚ୍ଚିତ୍ର ଜଗତରୁ ଏପରି ଭାବରେ ଅଦୃଶ୍ୟ ହୋଇଗଲେ ଯେ କାହାରି ପାଖରେ କୌଣସି ଖବର ନଥିଲା। ହେଲେ କାହିଁକି…
ଗୁଳି କରିବା ପରେ ଦୁଇ ଜଣ ଯାକ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଭୂମିକମ୍ପ ପରେ ସାମ୍ନାକୁ ଆସିଲା ହୃଦୟ ବିଦାରକ ଚିତ୍ର
ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ। ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ। ଏହା ପଛରେ ରହିଛି ୪ଟି ବଡ଼ କାରଣ ଅଛି। ଆସନ୍ତୁ ଜାଣିବା…
ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..
ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ ଫାୟାରମ୍ୟାନ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ ଫାୟାରମ୍ୟାନ୍ ପଦବୀରେ ୧୭୯୩ ଟି ପଦବୀ ପୂରଣ ହେବ।
ବୈଜ୍ଞାନିକମାନେ ଏବେ ଏହି ନିଆଁ ପିଣ୍ଡୁଳା ଉପରେ ନଜର ରଖିଛନ୍ତି ଏବଂ ଏହାର ସ୍ଥିତିକୁ ନେଇ ତର୍ଜମା କରୁଛନ୍ତି ।