• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kim Jong Un

Kim Jong Un's daughter
କିମ୍‌ଙ୍କ ଅଜବ ନିର୍ଦ୍ଦେଶ, ‘କେହି ରଖିପାରିବେନି ମୋ ଝିଅର ନାଁ’

ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍‌ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍‌ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Kim Jong-Un t
ଆମେରିକା ଉପରେ ପରମାଣୁ ଆଟାକ୍‌ କରିବାକୁ ସଜବାଜ ହେଉଛି ଉତ୍ତର କୋରିଆ...

ପୁଣି ବିବାଦରେ କିମ୍‌। କହିଲେ, ଏଥର ଆମେରିକା ଉପରେ ହେବ ପରମାଣୁ ଆକ୍ରମଣ। ବିଜୟ ହେବ ଉତ୍ତର କୋରିଆ...ଆମେରିକାର ଅବସ୍ଥା ହେବ ଏମିତି...

Kim Jong-un threatens to use nuclear weapons against America
ଆମେରିକା ଉପରେ ପରମାଣୁ ବୋମା ପକାଇବ ଉତ୍ତର କୋରିଆ !

ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...

Kim Jong Un
ଏକଛତ୍ରବାଦୀ ଶାସକଙ୍କ ତାନାଶାହି ! ପିତାଙ୍କ ଜୟନ୍ତୀରେ ଫୁଟିଲାନି ଫୁଲ, ମାଳିଙ୍କୁ କଠୋର ସଜା ଶୁଣାଇଲେ କିମ୍ ଜୋଙ୍ଗ୍

ଉତ୍ତରକୋରିଆର ସେମଜିୟନ ସହରରେ କିମ୍ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କ ୮୦ତମ ଜନ୍ମ ବାର୍ଷିକୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍‌ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ଏକ ପ୍ରକାର ସ୍ୱତନ୍ତ୍ର ଫୁଲ ଲାଗିଥାଏ । ହେଲେ ମାଳିମାନେ ଅନବରତ କାମ କରିବା ଦ୍ୱାରା ମଧ୍ୟ ସେହି ଦିନ ଫୁଲ ଫୁଟିପାରିନଥିଲା ।

Kim Jong Un
ଉତ୍ତର କୋରିଆରେ ଭୀଷଣ ଖାଦ୍ୟ ସଙ୍କଟ ! ରାଷ୍ଟ୍ରପତି କହିଲେ ଖାଇବା କମେଇ ଦିଅ

ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର । ଆଉ ଏହାର ମୁକାବିଲା ପାଇଁ ଅଜବ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ।

Kim Jong Un and Kim Yo-jong
ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଧମକ ଦେଲେ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ : ଦ୍ୱିପାକ୍ଷିକ ସମ୍ପର୍କ ଶେଷ କରିବାକୁ ଚେତାବନୀ

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ କିମ ୟୋ ଜୋଙ୍ଗଙ୍କ ଖୋଲା ଚ୍ୟାଲେଞ୍ଜ । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ ବୁଧବାର ଦିନ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆଲୋଚନା କରିବା ପରେ ସିଧାସଳଖ ଧମକ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଶେଷ କରିଦେବାକୁ ସେ ଚେତାବନୀ ଦେଇଛନ୍ତି ।

north korea leader kim jong un
ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗଙ୍କର ବଦଳି ଗଲା ଚେହେରା, ଭାଇରାଲ ହେଲା ଫଟୋ

କିଛି ଦିନ ତଳେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜୋଙ୍ଗ ଉନ (Kim Jong Un)। ହେଲେ କିମ୍‌ ଜୋଙ୍ଗଙ୍କର କ’ଣ ହୋଇଥିଲା ସେ ବିଷୟରେ କିଛି ତଥ୍ୟ ମିଳି ନ ଥିଲା। ହେଲେ ଏବେ ବଦଳି ଯାଇଛି ତାଙ୍କର ସ୍ୱାସ୍ଥ୍ୟ । ଦେଖାନ୍ତୁ କେମିତି ଦିଶୁଛନ୍ତି କିମ୍‌ ଜୋଙ୍ଗ।