ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍।
ଦିନରେ ଲିଭ୍-ଇନ୍-ପାର୍ଟନରକୁ ହତ୍ୟା କଲା ଓ ରାତିରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ। ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେଉଛି।
ଆଜି ବାପି ଲାହିରିଙ୍କ ପୁଣ୍ୟତିଥି। ତାଙ୍କୁ ଭଲ ପାଉଥିବା ସେ ବଲିଉଡକୁ ଏକାଧିକ ମନଛୁଆଁ ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ୱର ଏବଂ ସଙ୍ଗୀତ ପାଇଁ ବାପି ସର୍ବଦା ଜଣାଶୁଣା। ଆପଣ ଜାଣିଛନ୍ତି କି ସେ କାହିଁକି ଏତେ ଅଳଙ୍କାର ପିନ୍ଧୁଥିଲେ? ଦେଖନ୍ତୁ…
ଗତବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତାଙ୍କୁ କୁନୋ ନାସନାଲ ପାର୍କକୁ ଛାଡିଥିଲେ।
କେନ୍ଦ୍ରୀୟ ବିଦ୍ୟାଳୟରେ PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍ରେ ଦମଦାର ନିଯୁକ୍ତି ହେବାକୁ ଯାଉଛି। ଏହି ନିଯୁକ୍ତି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ପରୀକ୍ଷାର ଆୟୋଜନ କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ କେଭିଏସ୍ ଆଡମିଟ୍ କାର୍ଡ ଜାରି କରିଛନ୍ତି।
ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।
ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
କିଏ କରିଥିଲା ଅଶ୍ଳୀଳ ଭିଡିଓ ? ଜାଣିଲେ ହେବେ ତାଜୁବ୍
ବାଜା ରୋଷଣୀ ଧରି ବର ଆସୁଥାଏ। ଆଉ କିଛି ସମୟ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ ଶୋଭାଯାତ୍ରା। ଠିକ୍ ଏତିକି ବେଳେ ଶୁଭିଲା ଗୁଳିଶବ୍ଦ।
ଅବଦୁର ରେହମାନ ପାକିସ୍ତାନ ଯାଇ ଆତଙ୍କବାଦୀ ତାଲିମ ନେଇଥିଲା
ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି।
ଯଦି ଆପଣମାନେ ନିଜର ଭାଲେଣ୍ଟାଇନ୍ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହିତ ଘରେ ବସି ଏମିତି କିଛି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ। ତେଣୁ ବିଳମ୍ବ ନକରି ଆସନ୍ତୁ ଏହି ୫ଟି ରୋମାଣ୍ଟିକ୍ ଚଳଚ୍ଚିତ୍ର ବିଷୟରେ ଜାଣିବା ଆଉ ଦେଖିବା।
ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଯାଞ୍ଚ କରିଥିବା ସୂଚନା ମିଳିଛି। ଯାଞ୍ଚ ପାଇଁ ଆଇଟି ଅଧିକାରୀ ବିବିସିର କିଛି କର୍ମଚାରୀଙ୍କ ମୋବାଇଲ୍ ଫୋନ୍, ଲାପ୍ଟପ୍ ନେଇ ଯାଇଥିବା ଜଣାପଡ଼ିଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୬୦୦ ଟଙ୍କା ରହିଛି ।
୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କଲାବାଲା କେହି ନାହାନ୍ତି । ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।
ବେଆଇନ୍ ଉଚ୍ଛେଦ ଅଭିଯାନ ବେଳେ ଘରେ ନିଆଁ ଲଗାଇ ଦେବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମା’ ଓ ଝିଅକୁ ହତ୍ୟା କରାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି।
ପୁଲ୍ୱାମା ଆକ୍ରମଣକୁ ୪ ବର୍ଷ ବିତିଯାଇଛି। ୧୪ ଫେବୃଆରୀ ୨୦୧୯ରେ CRPF ଶିବିର ଉପରେ ହୋଇଥିବା ଆକ୍ରମଣ ଦେଶର ଅସ୍ମିତା ଉପରେ ସିଧାସଳଖ ଆକ୍ରମଣ ଥିଲା। ଏହାର ପ୍ରତି ଜବାବରେ ଭାରତ ଦେଖେଇଥିଲା ଏହାର କରାମତି।
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା