• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Youtube

lab attendant performs ECG on patient
Viral Video: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର; YouTube ଦେଖି ରୋଗୀଙ୍କ ECG କଲେ ଲ୍ୟାବ୍‌ କର୍ମଚାରୀ...

ବିରଳ ଦୃଶ୍ୟ । ସ୍ବାସ୍ଥ୍ୟ ସେବାର କରୁଣ ପରିସ୍ଥିତି । ୟୁଟ୍ୟୁବ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା । ସେ ପୁଣି ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ।

YouTube-guided surgery
ୟୁଟ୍ୟୁବ୍‌ ଦେଖି ଅପରେସନ୍‌ କରିଦେଲେ ନକଲି ଡାକ୍ତର; ଚାଲିଗଲା ନାବାଳକର ଜୀବନ

ଡାକ୍ତରଙ୍କୁ ଲୋକେ ଭଗବାନର ଆଖ୍ୟା ଦିଅନ୍ତି। ହେଲେ ଜଣେ ନକଲି ଡାକ୍ତରଙ୍କ ଭୁଲ୍ ପାଇଁ ନିରୀହ ନାବାଳକର ଜୀବନ ଯାଇଛି।

youtube channel terminated policy how to save it
Technology: ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି କି… ଭୁଲ୍‌ରେ କରନ୍ତୁ ନାହିଁ ଏହି ଭୁଲ୍, ହୋଇଯିବ ବନ୍ଦ

ଅନେକ ଲୋକ AI ସାହାଯ୍ୟରେ ୟୁଟ୍ୟୁବ୍ ପରି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଭୁଲ୍ ଭିଡିଓ କଣ୍ଟେଣ୍ଟ୍ ଅପଲୋଡ୍ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ତେବେ ଆପଣ ଅନେକ ସୂଚନା ବିଷୟରେ ଜାଣିବା ଦରକାର, ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Cristiano Ronaldo
୨୪ ଘଣ୍ଟାରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର, YouTubeର ସବୁ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଚ୍ୟାନେଲ ଲଞ୍ଚ ହେବା ପରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଚ୍ୟାନେଲରେ ୨୪ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର ଯୋଡ଼ି ହୋଇଛନ୍ତି ।

How to protect youtube channel from hacked
Technology: ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ହ୍ୟାକ୍ ହେବାରୁ ଏମିତି ଦିଅନ୍ତୁ ସୁରକ୍ଷା; ଫଟାଫଟ୍ କରନ୍ତୁ ଏହି କାମ

ଅନେକ ସମୟରେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବ୍ ହ୍ୟାକ୍ ହୁଏ। ତେବେ ଏଭଳି ପରିସ୍ଥିତିରେ ଏହାକୁ ଏଡେଇବା ପାଇଁ କ’ଣ କରିବା ଉଚିତ, ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସାଇବର ଅପରାଧୀଙ୍କଠାରୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ ଜାଣିବା ଦରକାର।

Youtuber
ଅଢେଇ ବର୍ଷରେ କମେଇଛନ୍ତି ୨ ଶହ କୋଟି, କିଣିଛନ୍ତି ୧୦ଟି ଫ୍ଲାଟ୍

ଅରମାନ କହିଥିଲେ ଦିନେ ସେ ମିସ୍ତ୍ରୀ ଓ ଗାଡି ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ତାଙ୍କ ପାଖରେ କିଛି ନଥିଲା ।

 elon musk made a new plan
ମସ୍କ୍‌ଙ୍କ ବଡ଼ ଘୋଷଣା; ୟୁଟ୍ୟୁବ୍‌ ଓ ନେଟଫ୍ଲିକ୍ସକୁ ଟକ୍କର ଦେବ 'ଏକ୍ସ'...

ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର ।

How to make youtube channel and make income
Career Tips: ୟୁଟ୍ୟୁବ୍ ଚ୍ୟାନେଲ୍ କରି ଲକ୍ଷପତି ହେବାକୁ ଚାହୁଁଛନ୍ତି କି; ଆପଣଙ୍କ ପାଇଁ ୪ଟି ଟିପ୍ସ

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।

Narendra Modi
ମୋଦି ବିଶ୍ୱର ପ୍ରଥମ ନେତା, ଯାହାଙ୍କର ୨୦ ମିଲିଅନ୍‌ ସବ୍‌ସ୍କ୍ରାଇବର

ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବ୍‌ସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।

YouTube Monetization
କେମିତି ରୋଜଗାର ଦେବ ୟୁଟ୍ୟୁବ୍‌ ? ଜାଣିରଖନ୍ତୁ ଟିପ୍ସ...

୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ୍‌ ଯୋଗୁଁ ଭଲ ରୋଜଗାର ପାଇଛନ୍ତି । ୟୁଜର୍ସମାନେ ସେମାନଙ୍କର ପ୍ରତିଭା ଏବଂ ପାରଦର୍ଶିତା ପ୍ରଦର୍ଶନ ପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି ।

poultry faming
କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

ଚାଷ ବଢିବାରୁ ଏବେ ନିତିଦିନ ଘରକୁ ଦୈନିକ ଶହଶହ ଲୋକ କୁକୁଡା  କିଣିବା ପାଇଁ ଆସୁଛନ୍ତି । କୁକୁଡା ସହ ଦୟାନନ୍ଦ ବତକ ଆଉ ବଟେର ନାମକ ଏକ ପକ୍ଷୀ ମଧ୍ୟ ବିକୁଛନ୍ତି । ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଦେଶୀ କୁକୁଡା ଚିଆଁ ମଧ୍ୟ ବିକୁଛନ୍ତି । ଦିନକୁ ଦୁଇ ଓଳି ସ୍ୱାମୀ-ସ୍ତ୍ରୀ କୁକୁଡାଙ୍କୁ ଦାନା ପାଣି ଦେଇଥାନ୍ତି । ଏବେ ମାସକୁ ରୋଜଗାର ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

medical course through YouTube
ୟୁଟୁବ୍ ଦେଖି ପଢୁଛନ୍ତି ଡାକ୍ତରୀ ପାଠ

ମେଧାବୀ ଛାତ୍ରଙ୍କ ପାଠପଢାରେ ଅର୍ଥ ସାଜିଛି ବାଧକ, ୟୁଟୁବ୍ ଦେଖି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଢୁଛନ୍ତି ପାଠ

Youtube Tips
ହେବାକୁ ଚାହୁଁଛନ୍ତି କି ୟୁଟ୍ୟୁବର ? ରୋଜଗାର କରିପାରିବେ ଲକ୍ଷଲକ୍ଷ ଟଙ୍କା, ବାସ୍‌ ଆପଣାନ୍ତୁ ଏହି ୪ଟି ଉପାୟ

ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି । ଆଉ ଆପଣଙ୍କ ଚ୍ୟାନେଲକୁ ସୋସିଆଲ ମିଡିଆରେ ସକ୍ରିୟ କରିବାକୁ ଚାହୁଁଛନ୍ତି ଅର୍ଥାତ ପ୍ରତ୍ୟେକ ଲୋକଙ୍କ ନିକଟରେ ଚ୍ୟାନେଲଟିକୁ ପହଞ୍ଚାଇବାକୁ ଚାହୁଁଛନ୍ତି । ତେବେ ଏହି ଖବର ଆପଣଙ୍କର କିଛି କାମରେ ଆସିବ ।

special story
ଦିନେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ପିଲାଙ୍କୁ ପଢ଼ାଉଥିଲେ, ଏବେ ୧୯୦୦୦ କର୍ମଚାରୀ ରଖିଛନ୍ତି

ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।

Neal Mohan An Indian American Will Become The Next CEO Of YouTube
ଭାରତୀୟ ବଂଶୋଦ୍ଭବ ନୀଲ୍‌ ମୋହନ YouTube ର ନୂଆ ସିଇଓ

ଗୁଗଲ୍‌, ଆଡୋବ, ପେପ୍‌ସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଭାରତୀୟ। YouTubeର ସିଇଓ ସୁସାନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ୍‌ ମୋହନ ପରବର୍ତ୍ତୀ ସିଇଓ ହେବେ।

Art Teacher Earns More Than One Lakh From Youtube
ଶିକ୍ଷକତାରୁ ୟୁଟ୍ୟୁବର, ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର

ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟରେ ୟୁ-ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ କରନ୍ତି। 

youth becomes MMA player
ୟୁଟ୍ୟୁବ୍‌ ବଦଳାଇଦେଲା ଭାଗ୍ୟ : ଜାତୀୟ ସ୍ତରର ସଫଳ ଖେଳାଳି ବନିଗଲେ ଉପାନ୍ତ ଅଞ୍ଚଳର ଜଣେ ଯୁବକ

ୟୁଟ୍ୟୁବରୁ ଦେଖିଲେ । ପୋଲିସ ଜିମକୁ ଗଲେ । ବଦଳିଗଲା ମାଲକାନଗିରିର ଯୁବକ ରାଜେଶଙ୍କ ଭାଗ୍ୟ ।

Youtube
ୟୁଟ୍ୟୁବ ଦେଉଛି ୭ ଲକ୍ଷ ନିଯୁକ୍ତି

ରୋଜଗାରର ନୂଆ ପନ୍ଥା ପାଲଟିଲାଣି ୟୁଟ୍ୟୁବ

Taking help of youtube Garima Sonkiya got 30th rank in uppcs exam
ୟୁଟ୍ୟୁବ୍‌ରୁ ପଢି UPPSC ପରୀକ୍ଷାରେ ପାଇଗଲେ ୩୦ ତମ ରାଙ୍କ୍

ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଗରିମା କରିଥିଲେ ଅଦମ୍ୟ ପରିଶ୍ରମ। ପ୍ରସ୍ତୁତି ପାଇଁ କେବେ ବି ଯାଇ ନଥିଲେ କୌଣସି କୋଚିଂ ସେଣ୍ଟର। କେବଳ ନେଇଥିଲେ ୟୁଟ୍ୟୁବ୍‌ର ସାହାରା ଆଉ ପ୍ରଥମ ଚେଷ୍ଟାରେ ହିଁ ପାଇଗଲେ ସଫଳତା।

8 Youtube Channels Blocked
ବ୍ଲକ୍‌ ହେଲା ୮ YouTube ଚ୍ୟାନେଲ୍‌

ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ଲକ୍‌ କରିଛି। ବ୍ଲକ୍‌ ହୋଇଥିବା ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି।

Elon Musk
ଏଲନ୍‌ଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ହଙ୍ଗାମା ! ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଉଛନ୍ତି ୟୁଜର୍ସ

ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍‌ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।

Special Story | Know How To Earn Good Profit From YouTube
ଘରେ ବସି ୟୁଟ୍ୟୁବରୁ କରନ୍ତୁ ଇନକମ୍... ଜାଣନ୍ତୁ ଏମିତି ହେବ ମୋନିଟାଇଜେସନ୍

ନିଜ ଗୋଡରେ ଠିଆ ହେବା ପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି। ଏମିତି ଅନେକ ୟୁଥ୍‌ ଆଇକନ୍‌ ଅଛନ୍ତି ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ୍ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି ଆପଣ ୟୁଟ୍ୟୁବ୍ ଜରିଆରେ ରୋଜଗାର କରିବାକୁ ଚାହୁଁଛନ୍ତି, ତାହେଲେ ଜାଣନ୍ତୁ ଏସବୁ କଥା...

Youtube
ପୁଣି ପାକିସ୍ତାନୀ YouTube, Twitter, Instagram, Website ବ୍ଲକ୍‌ କଲା କେନ୍ଦ୍ର ସରକାର

ବ୍ଲକ ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା । ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ବ୍ଲକ କଲେ କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟଙ୍କ ସୂଚନା ।

Odisha TV Crosses 7 Million Subscribers In YouTube
ଓଟିଭି ୟୁଟ୍ୟୁବକୁ ୭ ମିଲିୟନ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି ଆପଣ

ଓଟିଭିକୁ ଆପଣ କରିଛନ୍ତି ଏକ ନମ୍ବର। ଟିଭି ହେଉ କି ଡିଜିଟାଲ୍ ପ୍ଲାଟଫର୍ମ, ଆପଣ ଦେଇଛନ୍ତି ଅଜସ୍ର ଭଲ ପାଇବା ଏବଂ କରିଛନ୍ତି ଅତୁଟ ବିଶ୍ୱାସ। ଏହି ଧାରାରେ ଆଜି ଓଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ୭୦ ଲକ୍ଷ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି।

Yohani
ସୋସିଆଲ୍‌ ମିଡିଆରୁ ମୋବାଇଲ କଲର୍‌ ଟ୍ୟୁନ୍‌, ସବୁଠି ‘ମାନିକେ ମାଗେ ହିତେ’

ସୋସିଆଲ୍‌ ମିଡିଆ ହେଉକି ମୋବାଇଲ କଲର୍‌ ଟ୍ୟୁନ୍‌। ସାରା ଦୁନିଆ ଏବେ ଗୋଟିଏ ଗୀତରେ ହେଉଛି ଗୁଣୁଗୁଣୁ। ବାଥରୁମ୍‌ ସିଙ୍ଗର୍‌ରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ମାନିକେ ମାଗେ ହିଥେ...