• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ramayan

‘derogatory’ depiction of Ramayana
ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା; IIT-ବମ୍ୱେର ୮ ଛାତ୍ରଙ୍କୁ ୧.୨ଲକ୍ଷ ଜରିମାନା

ଗତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା। ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର

Ranbir kapoor intense training video for Ramayana
Viral Video: ରାମାୟଣ ପାଇଁ ଝାଳ ବୁହାଉଛନ୍ତି ରଣବୀର; କରୁଛନ୍ତି କାର୍ଟହ୍ୱିଲ୍, ଚଢୁଛନ୍ତି ପାହାଡ଼

ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ରାମାୟଣ' ଫିଲ୍ମ ପାଇଁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ କେତେକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସମସ୍ତଙ୍କୁ ସେହି ଚରିତ୍ର ପରି ଦେଖାଇବା ପାଇଁ ମେକ୍ ଇନ୍ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ସମୟରେ ରଣବୀର କପୁରଙ୍କ କଠିନ ବ୍ୟାୟାମ ଏବଂ ବ୍ୟାୟାମର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।

ramayana embroidery
ମହିଳାଙ୍କ ପ୍ରେରଣାଦାୟକ କାହାଣୀ; କପଡ଼ାରେ ବୁଣିଲେ ସଂପୂର୍ଣ୍ଣ ରାମାୟଣ...

ରାମାୟଣର ପୁରା କାହାଣୀକୁ କପଡ଼ା ମାଧ୍ୟମରେ ବୁଣିଛନ୍ତି ଜଣେ ମହିଳା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । 

Karnataka Convent School Teacher
ମହଙ୍ଗା ପଡ଼ିଲା ଶ୍ରୀରାମ ଓ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ; ଚାକିରିରୁ ନିଲମ୍ବିତ ହେଲେ ଶିକ୍ଷକ !

ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

gurmeet choudhary feels it was destiny he got to play ram in ramayan
Ayodhya Ram Mandir: ଗୁରମିତଙ୍କ ଜୀବନ ସହିତ ରାମଙ୍କର ଏକ ବିଶେଷ ସମ୍ପର୍କ ରହିଛି; ଅଭିନେତା କାହିଁକି କହିଲେ ଏମିତି

ଗୁରମିତ ଚୌଧୁରୀ ଅନୁଭବ କରିଛନ୍ତି ଯେ ଏହାର ତାଙ୍କର ଭାଗ୍ୟ ଥିଲା ଯେ ‘ରାମାୟଣ’ରେ ସେ ରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାକୁ ନେଇ ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

5 bollywood movies based on Ramayana you should watch before 22 january
Ayodhya Ram Mandir: ରାମଙ୍କ କଥା ଜାଣିବା ପାଇଁ ଦେଖନ୍ତୁ ଏହି ୫ଟି ବଲିଉଡ୍ ଫିଲ୍ମ; ଗୋଟିଏରେ ହେଲେନ୍ ଥିଲେ ସୁର୍ପଣଖା

ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ 'ଆଦିପୁରୁଷ' ରାମାୟଣ ଉପରେ ଆଧାରିତ ଥିଲା। କିନ୍ତୁ ସମାଲୋଚକ କିମ୍ବା ଦର୍ଶକ ଏହାକୁ ପସନ୍ଦ କରି ନଥିଲେ। 'ଆଦିପୁରୁଷ' ବ୍ୟତୀତ, ବଲିଉଡ୍‌ରେ ଆହୁରି ୫ଟି ଭଲ ଚଳଚ୍ଚିତ୍ର ଅଛି, ଯାହାକୁ ଆପଣ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଦେଖିବା ଉଚିତ। ଆସନ୍ତୁ ସେସବୁ ଫିଲ୍ମଗୁଡିକ ବିଷୟରେ ଜାଣିନେବା।

Trikuta dham
ଓଡ଼ିଶାରେ ପ୍ରଭୁ ଶ୍ରୀରାମ ରଚିଥିଲେ ଲୀଳା; ବଡ଼ମ୍ବାରେ ସ୍ଥାପନ କରିଥିଲେ ତ୍ରିକୁଟ ଧାମ

ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ ।

5 secrets of Ramayana that still unknown
Ayodhya Ram Mandir: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ

ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି ଅନେକ କଥା ଓ ରହସ୍ୟ। ତେବେ ଆସନ୍ତୁ ଏମିତି ୫ଟି ରହସ୍ୟ ଉପରେ ନଜର ପକେଇ ନେବା।

7 south superstars and 12 ollywood stars will participate in ayodhya pran pratishtha
ଶ୍ରୀରାମଙ୍କ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ'କୁ ୧୯ ସେଲିବ୍ରେଟିଙ୍କୁ ନିମନ୍ତ୍ରଣ; ଡକାଯାଇନି ଲକ୍ଷ୍ମଣଙ୍କୁ

୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି ନିଜର କୋହ।

Adipurush Row: Ramanand Sagar Ramayan To Return To TV
‘ଆଦିପୁରୁଷ’ ବିବାଦ ଭିତରେ ପୁଣି ଟିଭି ପରଦାକୁ ଫେରିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’ !

ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଓ ଚର୍ଚ୍ଚା ଭିତରେ ରାମାନନ୍ଦ ସାଗରଙ୍କ ପପୁଲାର ଶୋ’ ‘ରାମାୟଣ’ ଖୁବ୍‌ଶୀଘ୍ର ପୁଣିଥରେ ଟିଭି ପରଦାକୁ ଫେରିବ।

Adipurush
ବଦଳିବ ‘ଆଦିପୁରୁଷ’ର ଡାଏଲଗ୍; ବିବାଦ ବଢ଼ିବା ପରେ ନରମିଲା ଫିଲ୍ମ ସଂସ୍ଥା

ମନୋଜ ଫିଲ୍ମର ୪ ହଜାରରୁ ଅଧିକ ପଂକ୍ତି ଲେଖିଛନ୍ତି, ସେଥିରୁ ମାତ୍ର ୫ଟି ପଂକ୍ତିକୁ କିଛି ଲୋକ ପସନ୍ଦ କରିନାହାନ୍ତି । ଏନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସ୍ୱୀକାର କରିଛନ୍ତି ମନୋଜ ।

Ramayan Utsav
ଶରୀର ସାରା ରାମଙ୍କ ନାଁ... ଦେଖନ୍ତୁ ଭିଡିଓ

ବିଶ୍ୱରେ ଶାନ୍ତି ଓ ମୈତ୍ରୀର ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।

Ramcharitmanas registered as the world's longest song
୧୩୮ ଘଣ୍ଟା ୪୧ ମିନିଟ ୨ ସେକେଣ୍ଡରେ ଗୀତ ଗାଇ ଗିନିଜ୍‌ ୱାର୍ଲ୍ଡ ରେକର୍ଡ

ଜଗଦୀଶଙ୍କ ଏହି ସଫଳତା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଦୟାଶଙ୍କର ମିଶ୍ର କଣ୍ଠଶିଳ୍ପୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

Ramayan
‘ରାମାୟଣ’ର ଏହି ଏପିସୋଡ୍‌ କରିଥିଲା ବିଶ୍ୱ ରେକର୍ଡ; ଜାଣିଲେ ମନେପଡ଼ିଯିବ ଆପଣଙ୍କ ସେହି ପୁରୁଣା ଦିନ

ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି ।

Arun Govil at airport
ବିମାନ ବନ୍ଦରରେ ରାମଙ୍କୁ ଦେଖି ଆଶୀର୍ବାଦ ମାଗିଲେ ମହିଳା, ଦେଖନ୍ତୁ ଭିଡିଓ

ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ।

Dipika Chikhlia
ଭୁଲ୍‌ କଲେ ଭଗବାନଙ୍କ ଆଖିରୁ ବର୍ତ୍ତିଯିବ ! ହେଲେ ସୋସିଆଲ ମିଡିଆରୁ ଅସମ୍ଭବ..

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍‌କୁ ଡିଲିଟ୍‌ କରିଦେଇଥିଲେ ଦିପିକା ।

Ashoka Vatika
ନିରବି ଯାଇଛି ରାମାୟଣର ମୁକସାକ୍ଷୀ ଅଶୋକ ବାଟିକା

ପାଖାପାଖି ମାସେ ହେଲାଣି ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର।

Arvind Trivedi was a devotee of Ram
ରାମଭକ୍ତ ଥିଲେ ‘ରାମାୟଣ’ର ରାବଣ : ପ୍ରତିଦିନ କ୍ଷମା ମାଗୁଥିଲେ

ନବେ ଦଶକର ଲୋକପ୍ରିୟ ଟିଭି ସିରିୟଲ୍ ‘ରାମାୟଣ’ରେ ରାବଣ ଭୂମିକା ନିଭେଇଥିବା ଅରବିନ୍ଦ ତ୍ରିବେଦୀ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାମାନନ୍ଦ ସାଗରଙ୍କ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ବହୁତ ନାମ କମେଇଥିଲେ। ସେ ରାବଣର ନକରାତ୍ମକ ଛବିକୁ ପରଦା ଉପରେ ଜୀବନ୍ତ କରି ଦେଖେଇଥିଲେ। କିନ୍ତୁ ପରଦାର ଏହି ରାବଣ ପ୍ରକୃତ ଜୀବନରେ ଜଣେ ସଚ୍ଚା ରାମଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନ ରାମଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ।

Arvind Trivedi
‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।