• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Customers

Indian Bank
ଆକାଉଣ୍ଟରୁ କିଏ ଉଠାଇନେଲା ଲକ୍ଷ ଲକ୍ଷ ଟଙ୍କା ? ଜମାକାରୀଙ୍କ ଏତଲା ପରେ ପିଅନ ଗିରଫ

ଟଙ୍କା ଉଠୁଥିଲା ବ୍ୟାଙ୍କ ଆକାଉଣ୍ଟରୁ, ହେଲେ ନା ଉପଭୋକ୍ତା ଜାଣିପାରିଲେ ନା ବ୍ୟାଙ୍କ କର୍ତ୍ତୃପକ୍ଷ ଆଦିଅନ୍ତ ପାଇଲେ । ୬ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ଉଠାଇ ହରଣଚାଳ କରିଥିବା ଅଭିଯୋଗ ହୋଇଛି ।

onion price touches Rs 35/kg
ଖାଉଟି ଛାନିଆ ! ଟମାଟୋ ତାଉ ନଯାଉଣୁ, ବଢ଼ିଲାଣି ପିଆଜ ଦର

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।

Japanese Restaurant
ଏହି ରେଷ୍ଟୁରାଣ୍ଟରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେନି ଗ୍ରାହକ !

ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍‌ ବ୍ୟବହାର କରିପାରିବେ ନାହିଁ । ଏହା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହେବା ସହ ଖାଦ୍ୟର ସ୍ୱାଦ ଉପରେ ପ୍ରଭାବ ପଡୁଛି।

Making News- Special Comedy Show On Fisherman Cheating Customers
ମୁଁ ଦେଶୀ ଛଡ଼ା ବରଫ ଟଚ୍‌ କରେନି, ଇଏ କହୁଛି ମୁଁ କାଳେ ଆନ୍ଧ୍ର ବିକୁଛି

ଅନାନି...ଜମାରୁ ସେମିତି ହେନି। ମୁଁ ସକାଳୁ ସକାଳୁ ନିଇତି ଖାଲି ଦେଶୀ ଖୋଜି ଖୋଜି କି ବିକୁଛି, ତୁ କିରା କହୁଛୁ ମୁଁ ଦେଶୀ ବଦଳରେ ଦେଉଛି ଆନ୍ଧ୍ର...

vegetables
ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।