Advertisment

Today Panchang 5th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 5th April 2023

Today Panchang

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ବୁଧବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୪ଶୀ ଦିବା ୦୯.୧୯ ଗତେ ପୂର୍ଣ୍ଣିମା,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୧ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୪୧ ରୁ ୦୭.୧୯
  • ଦିବା ୧୦.୧୭ ରୁ ୧୧.୨୫
  • ଦିବା ୦୧.୫୨ ରୁ ୦୫.୦୯
  • ସନ୍ଧ୍ୟା ୦୬.୪୫ ରୁ ୧୦.୩୯
  • ରାତ୍ରି ୦୧.୪୬ ରୁ ୦୨.୪୪
  • ରାତ୍ରି ୦୪.୧୨ ରୁ ୦୫.୪୦

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେଉଁ ଦିଗକୁ ମୁହଁ କରି ଭୋଜନ କଲେ ପରିବାରରେ ଆସିଥାଏ ଶାନ୍ତି

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୧.୪୯ ରୁ ୦୧.୨୧
  • କାଳବେଳା – ଦିବା ୦୮.୪୫ ରୁ ୧୦.୧୭
  • ବାରବେଳା – ଦିବା ୧୧.୪୯ ରୁ ୦୧.୨୧
  • କାଳରାତ୍ରି – ରାତ୍ରି ୦୨.୪୪ ରୁ ୦୪.୧୨
Panchang
Advertisment
Advertisment