• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Avalanche

 Uttarakhand Avalanche Update
Uttarakhand Avalanche: ଏବେ ବି ବରଫ ଅତଡ଼ା ତଳେ ୨୨ ଶ୍ରମିକ, ରେସ୍କ୍ୟୁ ଅପରେସନ ଜୋରଦାର୍

ବଦ୍ରିନାଥ ହିମସ୍ଖଳନ ଅଘଟଣ । ୩୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ବରଫ ତଳେ ଫସିରହିଛନ୍ତି ୨୨ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ।

Massive Avalanche Strikes Badrinath
ବଦ୍ରିନାଥରେ ବଡ଼ ହିମସ୍ଖଳନ, ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଉତ୍ତରାଖଣ୍ଡ ବଦ୍ରିନାଥ ନିକଟରେ ବଡ଼ ଧରଣର ହିମସ୍ଖଳନ । ଏବେ ବି ବରଫ ପାହାଡ଼ ତଳେ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଏପଟେ ହିମାଚଳ ପ୍ରଦେଶ କୁଲୁରେ ଫ୍ଲାସ୍ ଫ୍ଲଡ୍ ପରେ ସାମ୍ନାକୁ ଆସୁଛି ଛାତିଥରା ଚିତ୍ର ।

Massive Avalanche Strikes Badrinath
Badrinath Avalanche: ହିମ ବିଭୀଷିକା: ଧସିଲା ବରଫ ପାହାଡ଼; ସାମ୍ନାକୁ ଆସିଲା ଛାତିଥରା ଚିତ୍ର...

ଭାରତର ଶେଷ ଗାଁରେ ହିମ ବିଭୀଷିକା । ବଦ୍ରିନାଥ ନିକଟରେ ଧସିଲା ବରଫ ପାହାଡ଼ । ଆଖି ପିଛୁଳାକେ ମାଡ଼ି ଆସିଲା ବିରାଟ ଆଭାଲାଞ୍ଚ୍ । ୫୦ରୁ ଅଧିକ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଟନ୍ ଟନ୍ ବରଫ ।

Badrinath Avalanche
Badrinath Avalanche: ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ, ବରଫ ଅତଡା ତଳେ ୪୦ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ । ପ୍ରବଳ ତୁଷାରପାତ ପରେ ହିମସ୍ଖଳନ ଘଟିଛି । ପ୍ରାୟ ୪୭ରୁ ଅଧିକ ଲୋକ ବରଫ ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । BRO ଓ ITBP ଟିମ୍ ଦ୍ବାରା ଉଦ୍ଧାର କାମ ଜାରି ।

Sikkim Avalanche
ସିକ୍କିମରେ ଭୟଙ୍କର ହିମସ୍ଖଳନ; ଚାଲିଗଲା ୬ ପର୍ଯ୍ୟଟକଙ୍କ ଜୀବନ

ବରଫ ଅତଡ଼ା ଖସିଲା ବେଳକୁ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ ।