କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ ।
ଗତକାଲି ହଠାତ୍ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ଯାତ୍ରୀମାନେ ଖୁବ୍ ସରଳ ଭାବେ ଜାଣିପାରିବେ ତାଙ୍କ ପାଇଁ କେଉଁ ସମୟରେ ଗଲେ ଟିକେଟ ଶସ୍ତା ରହିବ ।
ଯଦି ଗୁଗୁଲ ଫ୍ଲାଇଟ୍ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।
ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।