ଘଣ୍ଟେ ଚାର୍ଜ କରିଦେଲେ ଗଡ଼ିବ ୫୦ କିମି.. ପେଟ୍ରୋଲ ବି ଦରକାର ନାହିଁ.. ଇଣ୍ଡିକେଟର୍, ଲାଇଟ୍ ସହ ଏଲଇଡି ଲାଇଡ୍ ବି ଲାଗିଛି..
ଏପରି ସମୟରେ ବୈଦ୍ୟୁତିକ ଯାନକୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି । ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟ୍ରାଫିକ୍ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ୨୫୦ ଟଙ୍କା ଫାଇନ୍ କାଟିଛନ୍ତି ।